ପରୀ ହତ୍ୟାକାଣ୍ଡ ରେ ଅରୁଣ ଙ୍କୁ ବଞ୍ଚାଇବା ପାଇଁ ପାଣ୍ଡିଆନ ଖେଳିଲେ ପ୍ରଦୀପ ଷଡ଼ଯନ୍ତ୍ର ! ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି, ଆପଣ ଙ୍କ ମତାମତ କମେଣ୍ଟ କରନ୍ତୁ….

0

ଆମ ଦେଶର ଲୋକ ମାନଙ୍କ ର ଚିନ୍ତାଧାରା କଥା ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ଯେଉଁ ପରି ଭାବରେ ଆମ ସୋସାଇଟି ରେ ଝିଅ, ବୋହୂ ମାନଙ୍କ ର ଇଜ୍ଜତ୍ ଲୁଟ୍ ହେଉଛି ସେହି ସବୁ କୁ ଦେଖି ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରୁଥିବେ ଲୋକ ମାନଙ୍କ ର ଚିନ୍ତାଧାରା କେତେ ନିଚ୍ଚ ଧରଣର ବୋଲି। ଲୋକ ମାନେ ଏବେ ଏତେ ତଳକୁ ଖସି ଯାଉଛନ୍ତି ଏବଂ ଏତେ ନୃଶଂସ ହୋଇ ଯାଉଛନ୍ତି ସେହି ସବୁ କଥା ଭାବିଲା ବେଳକୁ ମନରେ କେବଳ ଗୋଟିଏ ପ୍ରଶ୍ନ ଆସୁଛି,

ଗୋଟେ ଲୋକ କଣ ଏତେ ତଳକୁ ଖସି ଯାଇପାରେ ଏବଂ ଏତେ ମାତ୍ରାରେ ନୃଶଂସ ହୋଇପାରେ? କୁନି ଝିଅ ପରୀ କୁ ନ୍ୟାୟ ଦାବି ରେ ଚାରିଆଡେ ଅସନ୍ତୋଷ ଏବଂ ବିଦ୍ରୋହ ର ନିଆଁ ଜଳୁଛି। ଏହି କଥା ଏବେ ଆମ ରାଜ୍ୟ ରାଜଧାନୀ ଠାରୁ ଆରମ୍ଭ କରି ଦେଶର ରାଜଧାନୀ ପର୍ଯ୍ୟନ୍ତ ମଧ୍ୟ ଏକ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଲାଣି। ପରୀ କୁ ନ୍ୟାୟ ମିଳିଗଲେ ଏହି ସବୁ ସମସ୍ୟା ର ସମାଧାନ ହୋଇଯିବ।

ପରୀର ବାପା ମାଆ ପରୀ କୁ ନ୍ୟାୟ ଦାବି ରେ ଅନେକ ବ୍ୟାକୁଳ ହେଉଥିଲେ। ଅରୁଣ ବୋଥ୍ରା ଙ୍କ ର ଏକ ଅଡିଓ ରେକର୍ଡ ଶୁଣିବାକୁ ମିଳିଥିଲା, ଏହି ରେକର୍ଡ ରେ ଅରୁଣ ବୋଥ୍ରା ରାଗିକରି ଜଣଙ୍କୁ ବହୁତ କଟୁ କଥା କହୁଥିଲେ। ତେବେ ଅରୁଣା ବୋଥ୍ରା ହେଉଛନ୍ତି ସିଟ୍ ଟିମ୍ ର ମୁଖ୍ୟ, ସେହି ଟିମ୍ ଯାହାକି ପରୀ ର ଦୋଷୀ କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଭାବେ ସରକାର ଙ୍କ ନିର୍ଦ୍ଦେଶ ରେ ତିଆରି କରା ଯାଇଥିଲା।

ଏହି ଟିମ୍ ପରୀ ର ପ୍ରକୃତ ଦୋଷୀ କୁ ଖୋଜିବା ପାଇଁ ପୁରା ଲାଗି ପଡିଥିଲା, ଏହି ଘଟଣା ର ତଦନ୍ତ କରି କରି ସିଟ୍ ଟିମ୍ ପରୀ ହତ୍ୟା ମାମଲା ରେ ଅନେକ ପ୍ରମାଣ ତଥା ଦୋଷୀ କୁ ମଧ୍ୟ ପାଇଲା। ପରୀ କୁ ସରୋଜ ସେଠୀ ନାମକ ଜଣେ ଯୁବକ କରିଛି ବୋଲି ସିଟ୍ ଟିମ୍ କହିଲା, ସେହି ସରୋଜ ସେଠୀ ମଧ୍ୟ ସେହି କଥାକୁ ଗ୍ରହଣ କରିଲା ଏବଂ କିପରି ଭାବେ ସେ ପରୀ କୁ ହତ୍ୟା କରିଥିଲା ତାହାର ଡମୋ ମଧ୍ୟ ଦେଖାଇ ଥିଲା। ଏବେ ପରୀ ର ହତ୍ୟା ମାମଲା ଏବଂ ପ୍ରଦୀପ ପାଣିଗ୍ରାହୀ ଙ୍କ ଘଟଣା କୁ ନେଇ ଏକ ନୂଆ ଘଟଣା ସାମ୍ନା କୁ ଆସିଛି। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଜନ ବିରୋଧୀ କାମ ପାଇଁ ଗୋପାଳପୁର ର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଦଳ ରୁ ବହିଷ୍କାର କରା ଯାଇଥିଲା, ଏହା ପରେ ତାଙ୍କ ପଛରେ କ୍ରାଇମବ୍ରାଞ୍ଚ ପଡି ଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତାଙ୍କୁ ହଠାତ୍ ତାଙ୍କ ଘରୁ ଉଠାଇ ନେବା ପରେ ତାଙ୍କ ପତ୍ନୀ ଏବେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି,

ସେ କହିଛନ୍ତି ପରୀ ର ହତ୍ୟା ମାମଲା କୁ ଘଣ୍ଟ ଘୋଡାଇବାକୁ ଯାଇ ତଥା ସେହି ମାମଲା ରେ ସମ୍ପୃକ୍ତ ଥିବା ବିଧାୟକ ଅରୁଣ ସାହୁ ଙ୍କୁ ବଞ୍ଚାଇବାକୁ ଯାଇ ଏବଂ ଏହି କେସ୍ ଉପରୁ ସମସ୍ତ ଙ୍କ ର ନଜର ହଟାଇବାକୁ ଯାଇ ଜାଣି ଶୁଣି ତାଙ୍କ ସ୍ୱାମୀ ଙ୍କ ଉପରେ ଏହା କୁ ଲଦି ଦିଆ ଯାଉଛି। ଏବଂ ଏହି ସବୁ ଆଉ କେହି କରୁ ନାହାଁନ୍ତି ଭି. କେ ପାଣ୍ଡିଆନ୍ କରିଛନ୍ତି, ଏବଂ ତାଙ୍କରି ନିର୍ଦ୍ଦେଶ ରେ ସବୁ କାର୍ଯ୍ୟ ହେଉଛି ବୋଲି ସେ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।