ଏହି ମନ୍ଦିର ରେ ଯିଏ କରିବା ବିବାହ ସେମାନେ ଦୁହେଁ ହୋଇଯିବେ ୭ଜନ୍ମ କୁ ସାଥି.ରହିଛି ଏହି ମନ୍ଦିର ର ଅଦ୍ଭୁତ ରହସ୍ୟ ନିଶ୍ଚୟ ଜାଣନ୍ତୁ:

0

ବିବାହ ଏକ ପବିତ୍ର ସମ୍ପର୍କ ଅଟେ। ବିବାହ ପରେ ସ୍ୱମୀ ସ୍ତ୍ରୀ ସାତ ଜନ୍ମ ପାଇଁ ପରସ୍ପର ସହ ବାନ୍ଧିହୋଇ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ ବର୍ତମାନ ସମୟରେ ବିବାହ କରିବା ର କିଛି ସମୟ ପରେ ସମ୍ପର୍କ ଭାଙ୍ଗି ଯାଉଛି। ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ହୋଇ ଯାଉଛନ୍ତି। ତେବେ ଆପଣ ଯଦି ଆପଣ ଙ୍କ ର ବିବାହ ବନ୍ଧନ କୁ ସାତ ଜନ୍ମ ପାଇଁ ବାନ୍ଧି ରଖିବା ପାଇଁ ଚାହୁଛନ୍ତି ତାହାଲେ ନିଶ୍ଚୟ ଭାବରେ ଆମେ ଆଜି ଆଓଆଙ୍କି ସେହି ବିଷୟରେ କହିବୁ।

ଏହି ମନ୍ଦିର ରେ କରନ୍ତୁ ବିବାହ

ଆପଣ ଯଦି ସାତ ଜନ୍ମ ପାଇଁ ପରସ୍ପର ସହିତ ବିବାହ ବନ୍ଧନ ରେ ବନ୍ଧା ହେବାକୁ ଚାହୁଛନ୍ତି ତାହାଲେ ନିଶ୍ଚୟ ଭାବେ ଏହି ମନ୍ଦିର ରେ ବିବାହ କରନ୍ତୁ। ଏହି ମନ୍ଦିର ଟି ହେଉଛି ମହାରାଷ୍ଟ୍ର ରେ ଦହିସର ରେ ଥିବା ଭଟଲା ମନ୍ଦିର। ଯେଉଁଠି ବିବାହ କଲେ ସାତ ଜନ୍ମ ପାଇଁ ସ୍ୱାମୀ ସ୍ତ୍ରୀ ଙ୍କ ର ସମ୍ପର୍କ ଦୃଢ ଭାବରେ ରୁହେ ବୋଲି ବିଶ୍ଵସ ରହିଛି। ଲୋକ ମାନଙ୍କ ର ବିଶ୍ଵାସ ରହିଛି କି ଏହି ମନ୍ଦିର ରେ ଯେଉଁ ମାନେ ବିବାହ କରନ୍ତି ସେମାନେ ଗୋଟେ ଜନ୍ମ ପାଇଁ ନୁହଁ ବରଂ ପରସ୍ପର କୁ ସାତ ଜନ୍ମ ପାଇଁ ବିବାହ କରି ଥାଆନ୍ତି।

କଣ ରହିଛି ବିଶ୍ୱାସ।

ଏହି ମନ୍ଦିର ର ଚାରି ପାଖରେ ଅନେକ ଦେବା ଦେବୀଙ୍କ ର ମନ୍ଦିର ରହିଛି। ବିଶ୍ୱାସ ରହିଛି କି ଏହି ମନ୍ଦିର କୁ ଯେଉଁ ମାନେ ନିଜର ଇଛା ନେଇ ଆସି ଥାଆନ୍ତି ଓ ଏହି ଦେବା ଦେବୀ ମାନଙ୍କୁ ଭକ୍ତି ର ଏହା ପୂଜା କରି ଥାନ୍ତି ସେହି ବ୍ୟକ୍ତି ମାନଙ୍କ ର ଇଛା ନୁଶ୍ଚିତ ଭାବରେ ପୂରଣ ହୁଏ। ଏହି ଭଟଲା ମନ୍ଦିର ର ଏକ ସ୍ୱତନ୍ତ୍ରତା ହେଉଛି କି ଏଠାରେ ଯେଉଁ ମାନେ ବିବାହ କରନ୍ତି ସେମାନେ ପରସ୍ପର ସହ ଗୋଟିଏ ଜନ୍ମ ପାଇଁ ନୁହେଁ ବରଂ ସାତା ଜନ୍ମରେ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇ ଥାଆନ୍ତି।

ଏହି ବିଶ୍ଵସ ଟି ବହୁତ ବର୍ଷ ଧରି ରହି ଆସିଛି।ଯାହା ଫଳରେ ମହାରାଷ୍ଟ୍ର ରେ ଥିବା ଏହି ମନ୍ଦିର ବହୁତ ପ୍ରସିଦ୍ଧ ଲାଭ କରିଛି। ଏହି ମନ୍ଦିରରେ ପ୍ରତିଦିନ ଅନେକ ବିବାହ ହୋଇ ଥାଏ। ଆବୁ ଠାରୁ ଆଶ୍ଚର୍ଯ୍ୟ କର କଥା ହେଇଛି କି ଏହି ମନ୍ଦିର ରେ ବିବାହ କରିବା ପାଇଁ ସାରା ଦେଶହ ରୁ ବିଭିନ୍ନ ସ୍ଥାନ ବର କନ୍ୟା ମାନେ ଆସି ଥାନ୍ତି । ଏହା ସହ ଏହି ମନ୍ଦିର ଏବେ ଏତେ ପ୍ରସିଦ୍ଧ ଲାଭ କରିଛି କି ପ୍ରତିଦିନଏହି ମନ୍ଦିର କୁ ବୁଲିବା ଓଅଇଁ ଓ ଏଠାରେ ଅନୁଷ୍ଠିତ ବିବାହ ଗୁଡିକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।