ସରକାର ଙ୍କର ବଡ ଘୋଷଣା ! ଏଥର ସ୍କୁଲ ଗଲେ ପିଲାଙ୍କୁ ଦିନକୁ ମିଳିବ ୧୦୦ ଟଙ୍କା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଆମ ଦେଶ ର ସରକାର ଲୋକ ଙ୍କୁ ସୁରକ୍ଷିତ ଓ ସମସ୍ତ ପ୍ରକାର ସୁବିଧା କୁ ଯୋଗାଇ ଦେବା ପାଇଁ ଅନେକ ଚେଷ୍ଟା ଜାରି କରିଛନ୍ତି।  ତେବେ ଆପଣ ମାନେ ଜାଣି ଥିବେ କି ଗତ ବର୍ଷ ର ଦେଶ ର ଅବସ୍ଥା ସମ୍ପର୍କରେ। ଗତ ବର୍ଷ କିପରି ଭାବେ କରୋନା ମହାମାରୀ ଲୋକ ମାନଙ୍କ ଜୀବନ ଯାତ୍ରା କୁ ଏକ ପ୍ରକାର ର ଠପ୍ କରି ରଖି ଦେଇଥିଲା।

ଏହି ମହାମାରୀ ପ୍ରଥମେ ଚୀନ୍ ଦେଶରୁ ଆରମ୍ଭ ହୋଇ ପରେ ବିଶ୍ୱ ର ଅନେକ ବଡ ବଡ ଦେଶରେ ବ୍ୟାପି ଯାଇଥିଲା। ଅନ୍ୟ ଦେଶ ମାନଙ୍କ ରେ ତ ଏହି ମହାମାରୀ ବ୍ୟାପିବା ଅନେକ ଲୋକ ମାନଙ୍କ ର ଜୀବନ ମଧ୍ୟ ନେଇ ଯାଇଥିଲା। ଏହି ମହାମାରୀ ତ ଏପରି ଭାବରେ ଦେଶ ମାନଙ୍କ ରେ ବ୍ୟାପୁଥିଲା ଯେ ଏହାକୁ ରୋକିବା ପାଇଁ ସରକାର ମାନେ ଚେଷ୍ଟା କରି ମଧ୍ୟ ରୋକି ପାରୁ ନଥିଲେ। ଏହି ମହାମାରୀ ପୋକ ମାଛି ପରି ଲୋକ ମାନଙ୍କ ର ଜୀବନ ନେଇ ଯାଉଥିଲା, ବହୁତ ଖରାପ ଅବସ୍ଥା କରି ଦେଇଥିଲା।

ଏହି ମହାମାରୀ କୁ ଲଢିବା ପାଇଁ ଆମ ଦେଶ ର ସରକାର ପୂରା ପୂରି ଭାବେ ପ୍ରସ୍ତୁତ ହୋଇ ରହି ଯାଇଥିଲେ। ଏହି ମହାମାରୀ ଆମ ଦେଶରେ ଦେଖା ହେବା ମାତ୍ରେ ଏହାକୁ ରୋକିବା ପାଇଁ ଆମ ସରକାର ତାଙ୍କର କାର୍ଯ୍ୟ ସବୁ ଆରମ୍ଭ କରି ଦେଇଥିଲେ। ଦେଶ ସାରା ଲକ୍ଡାଉନ୍ କରି ଦେଇଥିଲେ ସରକାର,

ଏହା ଦ୍ୱାରା ସାରା ଦେଶ ବାସୀ ଘରେ ବସି ରହିଥିଲେ କେବଳ ଜରୁରୀ କାଳୀନ ପରିସ୍ଥିତି ଛଡା ଆଉ କୌଣସି ସମୟ ରେ ଘରୁ ବାହାରିବାକୁ ସରକାର ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ। ତେବେ ଅନେକ ଜିନିଷ ରୁ କୋହଳ ଉଠାଇ ନେଇଥିଲେ ମଧ୍ୟ ଅନେକ ଜିନିଷ ରୁ କୋହଳ ଉଠାଇ ନାହାଁନ୍ତି। ତେବେ ଏବେ ଖବର ଆସିଛି କି ସ୍କୁଲ କଲେଜ ଖୋଲିବାକୁ ଯାଉଛି, ସରକାର ଏହା ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି। ଆସନ୍ତୁ ଜାଣିବା ସେହି ଖବର ସମ୍ପର୍କରେ।

ତେବେ କରୋନା ପାଇଁ ଦୀର୍ଘ ଦିନ ଧରି ପାଠପଢା ବନ୍ଦ ରହିଥିଲା, ଅନଲାଇନ୍ ରେ ସବୁ ପାଠ ପଢା ଜାରି ରହିଥିଲା। ତେବେ ଏହି ଅନଲାଇନ୍ ପାଠ ପଢା କୁ ବନ୍ଦ କରି ସ୍କୁଲ୍ କଲେଜ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ଅନେକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି। ତେବେ ଏବେ ଆସାମ୍ ର ସରକାର ଛାତ୍ର ଛାତ୍ରୀ ମାନଙ୍କ ର ସ୍କୁଲ୍ ଆସିବା କୁ ଆଗ୍ରହ ବଢାଇବା ପାଇଁ ପ୍ରତିଦିନ ପ୍ରତ୍ୟେକ ପିଲା ମାନଙ୍କୁ ୧୦୦ ଟଙ୍କା ଲେଖାଏ ଦେବା ପାଇଁ ଘୋଷଣା କରିଛନ୍ତି। ଏହା ଦ୍ୱାରା ପିଲା ମାନେ ପ୍ରତ୍ୟେକ ଦିନ ସ୍କୁଲ ଆସିବେ ଏବଂ ପିଲା ମାନଙ୍କ ର ପାଠ ବଢିବା ପାଇଁ ଆଗ୍ରହ ମଧ୍ୟ ବଢିବ।

ଏହା ପୂର୍ବରୁ ମଧ୍ୟ ଆସାମ୍ ର ସରକାର ଏକ ନିୟମ ଲାଗୁ କରିଥିଲେ, ଯେଉଁ ମାନୃ ଫାଷ୍ଟ ଡିଭିଜନ୍ ରେ ପାସ୍ କରୁଥିଲେ ସେମାନଙ୍କୁ ସ୍କୁଟି ଦିଆଯାଉଥିଲା। ଏହି କ୍ରମରେ ଗତ ବର୍ଷ ୯୪୮ ଜଣ ଛାତ୍ରଛାତ୍ରୀ ଙ୍କୁ ସ୍କୁଟି ମଧ୍ୟ ପ୍ରଦାନ କରା ଯାଇଛି। ଏହା ସହ ଯୁକ୍ତ ତିନି ଓ ମାଷ୍ଟର ଡିଗ୍ରୀ କରୁଥିବା ପ୍ରତ୍ୟେକ ପିଲା ମାନଙ୍କୁ ଶିକ୍ଷା ଗତ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ଆସାମ୍ ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।