ହେ ଭଗବାନ ଆଶ୍ଚର୍ଯ୍ୟ ! ପ୍ରଜାପତି ପିଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାର, ଦେଖିବାକୁ ଲୋକଙ୍କ ଭିଡ । ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ପୋଷ୍ଟ ଟିକୁ ଅଧିକରୁ ଅଧିକ ଶେୟର କରନ୍ତୁ…..

0

ଆମ ଦେଶ କୁ ଆଧ୍ୟାତ୍ମିକ ଦେଶ ବୋଲି କୁହାଯାଏ,କାରଣ ଆମ ଦେଶ ରେ ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। ତେବେ ବେଳେ ବେକେ ଆମ ଦେଶ ରେ ଏପରି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ଲୀଳା ଭାବି ଥାଉ। ତେବେ ବେଳେ ବେଳେ ଏହା ବହୁତ ରହସ୍ୟ୍ ମୟ ହୋଇ ଥାଏ, ଯାହାର କାରଣ ଆମେ ଜାଣି ପରି ନ୍ ଥାଉ। ତେବେ ଏଭଳି ରହସ୍ଯ ମୟ ଘଟଣା ଆମ ଦେଶ ରେ ଅନେକ ସମୟ ରେ ଦେଖିବାକୁ ମିଳେ। ଆଉ ଏହି ଘଟଣା କୁ ଲୋକ ମାନେ ଭଗବାନ୍ ଙ୍କ ଲୀଳା ଭାବି ପୂଜା କରନ୍ତି।

ଆମ ଦେଶ ରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟ ରେ ବିଭିନ୍ନତା ପରିଲଖିତ୍ ହୁଏ। ଆମ ଦେଶ ଏଭଳି ଅଜବ ଘଟଣା ରେ ଭରି ରହିଛି, ଆଉ ଭଗବାନ ଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବସ ରହିଛି। ତେବେ ଏଭଳି ଏକ ଘଟଣା ଦେଖିବା କୁ ମିଳିଛି , ଯାହା ଆପଣ ବିଶ୍ବାସ କରି ପାରିବେ ନାହିଁ। ଆପଣ ଜାଣିଲେ ଅବାକ ହୋଇ ଯିବେ ଆଉ ଭାବିବା ପାଇଁ ବାଧ୍ୟ ହେବେ କି ଏହା ସତ ବୋଲି।ତେବେ ଆସନ୍ତୁ ଜାଣିବା ସେହି ଘଟଣା ଟି କଣ।


ତେବେ ସେହି ଆଶ୍ଚର୍ଯ୍ୟଜନକ ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ର ଛତ୍ରପୁର ଠାରେ।ତେବେ ସେଠାରେ ଏକ ଭିନ୍ନ ପ୍ରଜତିର୍ ପ୍ରଜାପତି ଦେଖିବାକୁ ମିଳି ଥିଲା। ତେବେ ଛତ୍ରପୁର ର ଏନସିସି ରେ ଭାସ୍କରରାଓପେଟା ସାହି ରେ ଜଣେ ନିବାସୀ ଙ୍କ ଘରେ ଏହି ପ୍ରଜାପତି ଟି ଦେଖିବାକୁ ମିଳିଛି। ତେବେ ସେହି ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ କୃତିବାସ ନାୟକ ଙ୍କ ଘରେ ଏହି ପ୍ରଜାପତି ଟି ଉଡିବା ରେ ଦେଖିବାକୁ ମିଳି ଥିଲା। ତେବେ ଏହି ପ୍ରଜପତିଟି କିଛି ଦିନ ଆଗରୁ ଆପେ ଆସି ତାଙ୍କ ଘର ଆଗରେ ଉଡି ବୁଲୁ ଥିଲା। ତେବେ ଯେତେ ଓଡାଇଲେ ବି ସେ ଯାଉ ନ ଥିଲା।

ତେବେ ସେହି ପ୍ରଜପତିଟି ଟି ସୋମବାର ସକାଳେ କୃତିବାସ ଙ୍କ ଗୋଡ ତଳେ ବସିଲା। ତେବେ ସେ ତାକୁ ଉଠାଇ ଆଣିଲେ। ଆଉ ଦେଖିଲେ କି ସେହି ପ୍ରଜାପତି ପିଠି ରେ ଶ୍ରୀ ଜଗନ୍ନାଥ ଙ୍କ ନୃସିଂହ ଅବତାର ରହି ଥିଲା। ତେବେ ସେ ଏହା ଦେଖି ଆଚାର୍ଯ୍ୟ ହୋଇ ଗଲେ ଓ ତାଙ୍କ ଘର ଲୋକ ଙ୍କୁ ଡାକି ଏହା ଦେଖାଇଲେ। ତେବେ ସେମାନେ ଏହି ପ୍ରଜାପତି ଟି କୁ ସାଇତି ରଖି ତାକୁ ଧୁପ ଦୀପ ଦେଇ ପୂଜା କରିବା କୁ ଲାଗିଲେ ଓ ସେହି ପ୍ରଜାପତି ଆଗରେ ନଡ଼ିଆ ମଧ୍ୟ ଫଟାଇଲେ।

ତେବେ ଏସବୁ ଦେଖି ଆଖପାଖ୍ ଲୋକ ସବୁ ଦେଖିବାକୁ ଆସିଲେ ଏବଂ ଏହି ପ୍ରଜାପତି ର ଫୋଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଏଭଲି ଘଟଣା ଭଗବାନ ଙ୍କ ଲୀଳା ବୋଲି ସମସ୍ତେ କୁହନ୍ତି। ଆଉ ଏଭଳି ଘଟଣା ଘଟିଲେ ଭଗବାନ ଙ୍କ କୃପା ରହିଛି ବୋଲି ସବୁ ମାନନ୍ତି। ତେବେ ଏଭଳି ଘଟଣା ଆମ ସମାଜ ରେ ଅନେକ ସମୟ ରେ ଦେଖିବକୁ ମିଳେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।