ବାଃ ବାଃ ରେ ପୁଅ ! ଚାଷୀ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ, ଓଡ଼ିଶାର ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ….

0

ଏବେର ଯୁଗ ତ ବହୁ ଆଗରେ ପହଞ୍ଚିଲାଣି, ଏବେ ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଉଛନ୍ତି। ଆଜିକାଲି ର ଲୋକ ମାନେ ଆଉ ପୂର୍ବ କାଳର ଲୋକ ଙ୍କ ପରି ହୋଇନାହାନ୍ତି। ଆଗ କାଳରେ ଯେପରି ଲୋକ ମାନଙ୍କ ଘରେ କେବଳ ଜଣେ ରୋଜଗାର କରୁଥିଲେ ଏବଂ ସାରା ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜି କାଲି ଦୁନିଆରେ ପ୍ରତ୍ୟେକ ଲୋକ ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି, କାହା ଉପରେ ବୋଝ ନହୋଇ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛନ୍ତି।

ଏବେର ଯୁଗ ମଧ୍ୟ ବହୁ ଆଗରେ ପହଞ୍ଚିଲାଣି, ଆଜି କାଲି ର ଯୁଗ ରେ ଯୁଗରେ ଲୋକ ମାନଙ୍କୁ ଖଣ୍ଡେ ଚାକିରି ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି।କୁହାଯାଇଥାଏ ଯିଏ ମନରୁ କିଛି କାମ କରିଥାଏ ତାହା କେବେବି ଏପରି ଖରାପ ଯାଏ ନାହିଁ ନିହାତି ନା ନିହାତି କିଛି କାମରେ ଆସିଥାଏ। କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ହାର ମାନି ଯାଆନ୍ତି ହେଲେ କେବେବି ଧୈର୍ଯ୍ୟ ହରା ହୁଅନ୍ତି ନାହିଁ ବରଂ ପୁଣି ଥରେ ପୁରା ଚେଷ୍ଟା କରି ଥାଆନ୍ତି ସେହି କାମ ଟି କୁ ପୁରା କରି ସଫଳତା ହାସଲ କରିବା ପାଇଁ।

ସେହିପରି ଚିନ୍ତାଧାରା ଥିବା ବ୍ୟକ୍ତିମାନେ କେବେବି ନିଜ ଜୀବନରେ ହାରନ୍ତି ନାହିଁ ବରଂ ନିଜ ଜୀବନର ଲକ୍ଷ୍ୟ କୁ ସେମାନେ ହାସଲ କରି ଥାଆନ୍ତି। ସେମାନଙ୍କ ପାଇଁ ସେମାନଙ୍କ ଇଚ୍ଛା ଶକ୍ତି ଆଗରେ କିଛି ବାଧକ ହୋଇ ଠିଆ ହୋଇ ପାରେ ନାହିଁ ହୁଏତ ତାହା ଆର୍ଥିକ ସମସ୍ୟା ହେଉ ବା ଶାରୀରିକ ଅକ୍ଷମତା।

ଆମେ ଆଜି ଆପଣ ମାନଙ୍କୁ ସେହିପରି ଜଣେ ପିଲା ଙ୍କ ବିଷୟ ରେ କହିବୁ ଯିଏ କି ଚାଷୀ ର ପୁଅ ହୋଇ ମଧ୍ୟ ଇସ୍ରୋ ରେ ବୈଜ୍ଞାନିକ ହୋଇ ପାରିଛନ୍ତି ,ଆଉ ସବୁଠାରୁ ବେଶୀ ଗର୍ବ ର କଥା ହେଉଛି କି ସେହି ପୁଅ ଜଣକ ଓଡିଆ ତଥା ଓଡିଶା ର ଅଟନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ର ଏହି ସଫଳତା ପଛର ରହସ୍ୟ ସମ୍ପର୍କରେ।

ବରଗଡ ଜିଲ୍ଲାର ଆମ୍ବପଲି ବ୍ଳକ୍ ର ଝାରପଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଙ୍କ ର ଛୋଟ ବେଳରୁ ବିଜ୍ଞାନ ପ୍ରତି ଥିବା ଆଗ୍ରହ ତାଙ୍କୁ ଆଜି ଇସ୍ରୋ ର ବୈଜ୍ଞାନିକ ପଦବୀ ରେ ବସାଇ ପାରିଛି। ଝରପାଲି ଗାଁ ର ରାଜକୁମାର ପ୍ରଧାନ ଓ ପଙ୍କୋଜିନି ପ୍ରଧାନ ଙ୍କ ସାନ ପୁଅ ହେଉଛନ୍ତି ନିହାର , ସେ ଆଜି ଏତେ ବଡ ସଫଳତା ହାସଲ କରି ନିଜ ବାପା ମାଆ ଙ୍କୁ ଗର୍ବିତ କରି ଦେଇଛନ୍ତି।

ତାଙ୍କର ଛୋଟ ବେଳ ରୁ ହିଁ ଖେଳ ଖେଳ ରେ ବିଜ୍ଞାନ ପ୍ରତି ଅନେକ ଦୁର୍ବଳତା ଥିଲା, ଏହାପରେ ସେ ଛୋଟ ବେଳ ରୁ ହିଁ ଏକ ବୈଜ୍ଞାନିକ ହେବେ ବୋଲି ସ୍ୱପ୍ନ ଦେଖି ସାରିଥିଲେ। ଏହାପରେ ସେ ନିଜର ସ୍ୱପ୍ନ କୁ ସାକାର କରିବା ପାଇଁ ବହୁତ କଠିନ ପରିଶ୍ରମ ମଧ୍ୟ କରିଥିଲେ। ଏହା ପରେ ସେ ଗୋଟେ ପରେ ଗୋଟେ ପାହାଚ କୁ ଅତିକ୍ରମ ମଧ୍ୟ କରି ଚାଲିଥିଲେ,

ଏବଂ ଆଜି ସେ ନିଜ ଜୀବନ ର ସବୁଠାରୁ ଉଚ୍ଚ ପାହାଚ ରେ ପହଁଞ୍ଚିସାରିଛନ୍ତି ଅର୍ଥାତ୍ ନିଜ ସ୍ୱପ୍ନ କୁ ହାସଲ କରି ସାରିଛନ୍ତି। ସେ ନିଜର ଏହି ସଫଳତା ର ଶ୍ରେୟ ନିଜ ବାପା, ମାଆ, ଶିକ୍ଷକ ଙ୍କୁ ଦେଇଛନ୍ତି। ସେ କହିଛନ୍ତି ତାଙ୍କର ଏହି ସଫଳତା ପାଇଁ ତାଙ୍କ ପରିବାର ଅନେକ ଦୁଃଖ କଷ୍ଟ କୁ ସହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।