ଧରା ପଡିଲା ବାବାଙ୍କ ଅସଲ କାରନାମା, ଏଭଳି କାମ କରୁଥିଲେ ଯିଏ ଶୁଣିଲେ ମଧ୍ୟ ଛେପ ପକେଇବ

0

ଆସନ୍ତୁ ନଜର ପକେଇବା ଏକ ବଡ ଖବର ଉପରେ। ଯାହାକୁ ଶୁଣିଲେ ଆପଣ ମଧ୍ଯ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯିବେ। ଏହି ଖବର ଟି ଏକ ଭଣ୍ଡ ବାବା ବିଷୟରେ। ଯିଏ କି ବୃଦ୍ଧ ବୟସ ରେ ମଧ୍ଯ ପ୍ରତିଦିନ ନୂଆ ନୂଆ ଝିଅ ଙ୍କ ସହିତ ସେକ୍ସ କରୁଥିଲେ। ତେବେ ଆପଣ ମାନେ ତ କିଛି ବର୍ଷ ତଳେ ଏହିଭଳି କିଛି ଭଣ୍ଡ ବାବା ଙ୍କୁ ପୋଲିସ ଗିରଫ କରୁଥିବା ର ଖବର ପାଇଥିବେ,

କାରଣ ସେମାନେ ଧର୍ମ ନାମ ରେ ଲୋକ ମାନଙ୍କ ଠାରୁ ଟଙ୍କା ହଡପ କରୁଥିଲେ ଏବଂ ଏହା ସହିତ ଅନ୍ୟ ଝିଅ ବହୂ ଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖୁଥିଲେ। ଏହି ଖବର ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ସେମାନ ଙ୍କ ଅସଲ ପରିଚୟ ସାମ୍ନା କୁ ଆସିଲା, ଯାହା ଦ୍ବାରା ପୋଲିସ ସେମାନ ଙ୍କୁ ଗିରଫ କରିପାରିଥିଲା।

ତେବେ କିନ୍ତୁ ଆମ ସମାଜ ଏତେ ମାତ୍ରା ରେ ସଭ୍ଯ ହେଲା ପରେ ମଧ୍ଯ ସେହି ଅନ୍ଧ ବିଶ୍ବାସ କୁ ବିଶ୍ବାସ କରିଚାଲିଛି। ଆମର ମେଡିକାଲ ସାଇନ୍ସ ଏତେ ମାତ୍ରା ରେ ଉନ୍ନତି କଲା ପରେ ମଧ୍ଯ ଆମ ସମାଜ ର ଲୋକେ ସେହି ଭଣ୍ଡ ବାବା ମାନ ଙ୍କ କଥା କୁ ଭରସା କରୁଛନ୍ତି। ସେମାନଙ୍କର ଙ୍କୁ କୈଣସି ରୋଗ ହେଲେ ସେମାନେ ଡାକ୍ତର ଙ୍କ ପରାମର୍ଶ ନେଇ ଔଷଧ ଖାଇବା ପରିବର୍ତେ ସେହି ଭଣ୍ଡ ବାବା ମାନଙ୍କ ପାଖ କୁ ଦୌଡ଼ି ଯାଉଛନ୍ତି।

ତେବେ ଆଜି ମଧ୍ଯ ସେହିଭଳି ଏକ ଘଟଣା ଘଟିଛି। ଯାହା କୁ ଶୁଣିଲେ ଆପଣ ମଧ୍ଯ ଛି ଛି କରିବେ। ଜଣେ ଭଣ୍ଡ ବାବା ଲୋକ ମାନଙ୍କୁ ଠକେଇ ପ୍ରତିଦିନ ନୂଆ ନୂଆ ଝିଅ ଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଏବଂ ସେହି ବାବା ଆଉ କେହି ନୁହଁ ତାଙ୍କର ନାମ ହେଉଛି ଆସାରାମ୍ ବାପୁ। ତେବେ ପୋଲିସ ତାଙ୍କୁ ଏଭଳି ଅପରାଧ ପାଇଁ ଗିରଫ କରିଛି। ରାଜସ୍ଥାନ କ୍ୟାଡର ର ଆଇ ପି ଏସ୍ ଅଜୟ ପାଲ୍ ( ଲାମ୍ବା) ପୁଣିଥରେ ନିଜର କାର୍ଯ୍ୟ କରିବା ପଦ୍ଧତି ପାଇଁ ହେଡ୍ ଲାଇନ୍ ରେ ଅଛନ୍ତି। ସେ ବଳତ୍କାର ମାମଲାରେ ଦୋଷୀ ସାବ୍ଯସ୍ତ ହୋଇଥିବା ଆସାରାମ୍ ବାପୁ ଙ୍କ ଉପରେ ସେ ଏକ ପୁସ୍ତକ ଲେଖିଛନ୍ତି, ଯାହା ଆସନ୍ତା ସେପ୍ଟେମ୍ବର ରେ ଆରମ୍ଭ ହେବ। ଆସାରାମ୍ ବାପୁ ଙ୍କୁ ରାଜସ୍ଥାନ କ୍ୟାଡର ର ଆଇ ପି ଏସ୍ ଅଜୟ ପାଲ୍ ଅର୍ ଅଫ୍ ଲାମ୍ବା ଏକ ସେକ୍ସ ରାକେଟ ରେ ସମ୍ପପ୍ଋକ୍ତ ଥିବା ମାମଲା ରେ ଗିରଫ କରିଥିଲେ,

କାରଣ ଆସାରାମ୍ ବାପୁ ପ୍ରତିଦିନ ନୂଆ ନୂଆ ଝିଅ ଙ୍କ ସହିତ ସେକ୍ସ କରୁଥିଲେ। ଏଭଳି ଝିଅ ଙ୍କ ସହ ଏହି ବୟସ ରେ ଏମିତି କାମ କରିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଯେହେତୁ ସେ ଜଣେ ବାବା ଏବଂ ବାବା ହୋଇ ସେ ଏହିଭଳି ଭୁଲ କାମ କରିଥିବା ହେତୁ ତାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।