ଓଠ ଉପରେ ଥିବା ଚୁଟି ବାହାର କରିବାର ସହଜ ଉପାୟ, ଥରେ ବାହାର କଲେ ଆଉ ଆସିବନି

0

ସୁନ୍ଦର ହବା ପାଇଁ କିଏ ବା ନା ଚାହେ।ଝିଅ ହୁଅନ୍ତୁ କି ପୁଅ ସୁନ୍ଦର ହେବା ପାଇଁ ସଭିଏ ଚାହାନ୍ତି। ବିଶେଷ କରି ଝିଅ ମାନଙ୍କ ପାଇଁ ଏହା ର ମୂଲ୍ୟ ବହୁତ। ଆଧୁନିକ ଦୁନିଆ ରେ ବିଭିନ୍ନ ପ୍ରକାରର ଉପାୟରେ ସୁନ୍ଦରତା କୁ ବାଜୟୀ ରଖୁଛନ୍ତି ମହିଳା ମାନେ। କିଛି ମାତ୍ରା ରେ ଏହା ହାନିକାରକ

ମଧ୍ୟହୋଇଥାଏ,ଘୋରୋଈ ଉପଚାର ଦ୍ଵାରା ସୌନ୍ଦର୍ଯ୍ୟ ବୃଦ୍ଧି ହେଇଥାଏ। ଆପଣଙ୍କ ମଧ୍ୟରୁ କିଛି ଲୋକ ମୁହଁ କିମ୍ବା ଓଠ ଉପରେ ଛୋଟ ଚୁଟି କୁ ନେଇ ଅସନ୍ତୁଷ୍ଟ ହୋଇଥାନ୍ତି। ଏହା ପାଇଁ ବହୁତ ହଇରାଣ ମଧ୍ୟ ହୋଇଥାନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଘୋରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କୁ ଉପଶମ ମିଳିବ ଆପଣଙ୍କ ପାଇଁ ଲାଭଦାୟକ ହେବ।

ଘୋରୋଇ ଉପଚାର ସୌନ୍ଦର୍ଯ୍ୟ ପାଇଁ ଲାଭ କାରି ହୋଇଥାଏ।ଆଜି ଆପଣ ମାନେ କିଛିଟା ଘରୋଇ ଉପଚାର ଜାଣିବେ ଯାହା ଦ୍ଵାରା ମୁହଁରେ ଥିବା ଚୁଟି ବାହାରିଯିବ। ତ୍ବଚା କମୋଳ ହବ ସହିତ ଗ୍ଲୋ କରିବା।ଏହା ତ୍ଵଚା ପାଇଁ ହାନିକାରକ ନୁହଁ।ଏହି ଉପାୟ ଦ୍ଵାରା ସବୁ ଅଚିହ୍ନା ଚୁଟି ମଧ୍ୟ ଉପୁଡ଼ି ଯିବ। ତେବେ ଆସନ୍ତୁ ଜାଣିବା ପ୍ରଣାଳୀ ଗୁଡ଼ିକ।

*ବ୍ୟବହାର ପ୍ରଣାଳୀ:-

ଏହି ଉପାୟ ପାଇଁ ଆପଣ ମାନେ ଗୋଟିଏ ରୁ ଦୁଇ ଚାମଚ ବେସନ ଆବଶ୍ୟକ।ଏହି ବେସନ ରେ ଦୁଇ ବୁନ୍ଦା ନଡ଼ିଆ ତେଲ କିମ୍ବା ଅନ୍ୟ ତେଲ ମଧ୍ୟ ପକାଇପରିବେ। ପ୍ରଥମେ ତାକୁ ଭଲ ଭାବରେ ମିଶାଇବା ।ତାପରେ ଧୀରେ ଧୀରେ ଗୋଲାପ ଜଳ ମିଶାଇ ମିଶାଇ ଗୋଟିଏ ଗାଢ଼ ପେଷ୍ଟ ତିଆରି କରନ୍ତୁ। ପେଷ୍ଟ୍ ପାଇଁ ଯାହା ଆବଶ୍ୟକ ସାମଗ୍ରୀ ତାହା ଅତି ସହଜରେ ଘରେ ମିଳି ଯିବା।

ବେସନ ଆମ ସ୍କିନ୍ ପାଇଁ ବହୁତ ଲାଭଦାୟକ ହୋଇଥାଏ।ଏହା ତ୍ୱଚା କୁ ସଫ୍ଟ୍ କରାଇବା ସହ ଗ୍ଲୋ ମଧ୍ୟ କରାଇଥାଏ। ଏତତ୍ ବ୍ୟତିତ ସ୍କିନ ସଫା ମଧ୍ୟ ହୋଇ ଥାଏ।ସେହି ପେଷ୍ଟ କୁ ଆବଶ୍ୟକ ଜାଗାରେ ବ୍ୟବହାର କରନ୍ତୁ।ଏହା ପରେ ତାକୁ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ।୧୫,୨୦ ମିନିଟ୍ ପରେ ପେଷ୍ଟ ଟି ଭଲ ଭାବରେ ଶୁଖିଯିବ।

ଏହା ପରେ ସେଠାରେ ରଗଡି ରଗଡି ଛଡ଼ାନ୍ତୁ। ମନେ ରଖନ୍ତୁ ସେଇ ସ୍ଥାନ ରେ ପାଣି ର ବ୍ୟବହାର କରନ୍ତୁ ନାହିଁ। ଭୁଲ ରେ ବ ପାଣିରେ ଧୋଇବେ ନାହିଁ। ସବୁ ସଫା ହୋଇଗଲା ପରେ ଗୋଟିଏ କପଡା ର ସାହାଯ୍ୟ ନେଇ ମୁହଁ ଟିକୁ ଭଲ ଭାବରେ ପରିଷ୍କାର କରିଦେବେ।

ଏହା ପରେ ଆପଣ ନିଜେ ଅନୁଭବ କରିପାରିବେ ଗୋଟିଏ ବ ଚୁଟି ରହିବ ନାହିଁ। ଚୁଟି ପରିସ୍କାର ହୋଇଯିବ।ଜଗା ତି ମଧ୍ୟ ପରିଷ୍କାର ହୋଇଯିବ।ଏଇ ଭଳି ଉପଚାର କରିବା ଦ୍ଵାରା ଆପଣଙ୍କ ଚୁଟି ଆଉ ରହିନଥାଏ। ଏହା ସ୍କିନ ପାଇଁ ହାନିକାରକ ହୋଇ ନଥାଏ। ତେବେ ଘରୋଇ ଉପଚାର ଦ୍ଵାରା ସ୍କିନ୍ ରେ ହାନି ପହଞ୍ଚାଇ ନଥାଏ ଓ ସ୍କିଁନ୍ ପାଇଁଁ ବହୁତ ଲାଭ ହେଇଥାଏ। ଶରୀର ସୁନ୍ଦର ଦେଖା ଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।