ଦେଖନ୍ତୁ ଲେଡି ଯବାନ୍ ଙ୍କ ଛାତିଥରା ଦୃଶ୍ୟ ଦେଖିଲେ ଆପଣଙ୍କର ବି ମୁଣ୍ଡ ଘୁରାଇ ଦେବ ଛୋଟ ପିଲାମାନେ ଦେଖନ୍ତୁ ନାହିଁ

0

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ ।

ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ । ତେବେ ଏହି ଉକ୍ତି ତଥା ଲୋକବାଣୀ କୁ ସତରେ ପ୍ରକାଶିତ କରିଛନ୍ତି ଜଣେ ଯୁବକ , ଖାଲି ଏତିକି ନୁହେଁ ବରଂ ମୃତ୍ୟୁ କୁ ନିଜ ଆଖି ଆଗରେ ଦେଖି ପୁଣି ବଞ୍ଚିବା ର ଆଶା ଲୋଡିଛନ୍ତି

ଏହି ଯୁବକ ଜଣଙ୍କ ।ଯାହାକୁ ବଞ୍ଚେଇବା ପାଇଁ ଜଣେ ମହିଳା ପୋଲିସ କର୍ମଚାରୀ ନିଜର ଜୀବନ କୁ ବାଜି ଲଗାଇ ଦ୍ରୁତ ଗତି ରେ ଆସୁଥିବା ଏକ ଟ୍ରେନ କୁ ଛିଡା କରିବାରେ ସକ୍ଷମ ହୋଇଛନ୍ତି ।ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି ।ଯାହା ଦେଖିଲେ ଆପଣ ନିଜ ଆଖି କୁ ବିଶ୍ଵାସ କରିପାରିବେ ନାହିଁ ।

ତେବେ ଏହି ଘଟଣା ଟି ହେଉଛି ଏକ ରେଳ ଷ୍ଟେସନ ରେ ।ଘଟଣା ଟି ଥିଲା ଅତ୍ୟନ୍ତ ଭୟଙ୍କର ଛାତି ଥରି ଦେବା ଭଳି ଦୃଶ୍ୟ ।କିନ୍ତୁ ଜଣେ ମହିଳା ପୋଲିସ କର୍ମୀ ଙ୍କର ସାହାସିକତା ଯୋଗୁଁ ଜଣେ ବ୍ୟକ୍ତି ନିଜକୁ ମୃତ୍ୟୁ ମୁଖରୁ ପୁଣି ଥରେ ଫେରେଇ ଆଣିଛି ବୋଲି କହିଲେ ଅତୃପି ହେବ ନାହିଁ ।ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ନିଆଁ ପରି ଭାଇରଲ ହେବରେ ଲାଗିଛି ।

ତେବେ ଭିଡ଼ିଓ ଟି କିଛି ଏମିତି ଥିଲା କି ଜଣେ ଯୁବକ ଏକ ରେଳ ଷ୍ଟେସନ ର ପ୍ଲାଟଫାର୍ମ ଠାରେ ଟ୍ରେନ କୁ ଅପେକ୍ଷା କରି ଏପଟ ସେପଟ ହେଉଥିଲେ ଏବଂ ହାତଥ କଣ ହେଲା କେଜାଣି ସେ ରେକ ଟ୍ରାକ ଉପରେ ପଡି ଗଲେ ।ଆଉ ଆଶ୍ଚର୍ଯ୍ୟ ର କଥା ଏହାକି ସେ ରେକ ଟ୍ରାକ ରେ ପଡିଯିବା ପରେ ନିଜ ମୁଣ୍ଡରେ ଆଘାତ ପାଇଥିଲେ ଫଳରେ ଉପରକୁ ଆସିପାରିଲେ ନାହିଁ ।

ଠିକ ଏହି ସମୟ ରେ ଅନ୍ୟ ଏକ ଟ୍ରେନ ସେହି ରେଳ ଟ୍ରାକ ଦେଇ ଗତି କରିବାକୁ ଯାଉଥିଲା ତେବେ ସଙ୍ଗେ ସଙ୍ଗେ ଜଣେ ମହିଳା ପୋଲିସ କର୍ମୀ ଦେବ ଦୂତ ସାଜି ଧାଇଁ ଆସିଥିଲେ ସେହି ଯୁବକ ଟୀକୁ ସାହାଯ୍ୟ କରିବାକୁ ।ଆଉ ସେ ନିଜର ବୁଦ୍ଧି ବଳରେ ଦ୍ରୁତ ଗତି ରେ ଆସୁଥିବା ଟ୍ରେନ ଟୀକୁ ମଧ୍ୟ ଅଟକାଇବା ରେ ସଫଳ ହୋଇଥିଲେ ଫଳରେ ସେହି ବ୍ୟକ୍ତି ଙ୍କର ଜୀବନ ବଞ୍ଚିଗଲା ।ତେବେ ତାଙ୍କର ଏହି ସାହାସିକତା ଜଣେ ବ୍ୟକ୍ତି ର ଜୀବନ ବଞ୍ଚାଇ ପାରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।