ଝିମିଟି ଖେଳରୁ ——–? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ଆମ ପୁରାଣ ରେ ଅନେକ ସବୁ ଘଟଣା ର ଲିପିବଧ୍ ହୋଇ ରହିଛି। ତେବେ ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ପୁରାଣ ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧) ଆମ୍ବୁଲେନ୍ସ୍ କୁ ଓଡ଼ିଆ ରେ କଣ କୁହା ଯାଏ ?


ଉତ୍ତର:- ଅପାତ କାଳ ବାହନ

୨) ଜେରାକ୍ସ୍ କୁ ହିନ୍ଦୀ ରେ କଣ କୁହା ଯାଏ ?
ଉତ୍ତର:- ପ୍ରତିଲିପି

୩) କେଉଁ ଭିଟାମିନ୍ ଅଭାବ୍ ରୁ ତୁଣ୍ଡ ଘା ହୋଇ ଥାଏ ?
ଉତ୍ତର:- ଭିଟାମିନ୍ ବି ୧୨

୪) ଅୟୋଡ଼ିନ୍ ଅଭାବ ରେ କେଉଁ ରୋଗ ହୋଇ ଥାଏ ?
ଉତ୍ତର:- ଗଳଗଣ୍ଡ ରୋଗ

୫) କାହାର କ୍ଷୀର ଦେଖିବକୁ ଗୋଲାପୀ ରଙ୍ଗ ର ହୋଇ ଥାଏ ?
ଉତ୍ତର:- ହିପୋପଟାମସ

୬)ଓଟ କେଉଁ ଦେଶ ର ରାଷ୍ଟ୍ରୀୟ ପଶୁ ?
ଉତ୍ତର:- ସାଉଦିଆରବ

୭) କେଉଁ ଖାଦ୍ୟ କେବେବି ଖରପ୍ ହୁଏ ନାହିଁ ?
ଉତ୍ତର:- ମହୁ

୮)ଖଟା ମହୁ କେଉଁ ଦେଶ ରେ ମିଳି ଥାଏ ?
ଉତ୍ତର:- ବ୍ରାଜିଲ୍

୯)ବଜେଟ ଉପସ୍ଥାପନ କରିବା ଆଗରୁ କେଉଁ ମିଠା ଖିଆ ଯାଏ ?
ଉତ୍ତର:- ହାଲୁୱା

୧୦) ଝିମିଟି ଖେଳରୁ  ——–?

ଉତ୍ତର – ମହାଭାରତ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।