ବିବାହର ୧୭ ଦିନରେ ଭିତରେ ସ୍ତ୍ରୀ ହେଇଗଲା ଗର୍ଭବତୀ ପିଲାର ବାପା କିଏ ଜାଣିଲେ ବିଶ୍ବାସ କରି ପାରିବେନି

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।

ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ପୁଅର ଜୀବନ ପାଇଁ ଓ କେବେକେବେ ଝିଅ ଟି ପାଇଁ ଏକ ଅଭିଶାପ ପାଲଟି ଯାଇଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଦୁଃଖଦ ପୂର୍ଣ୍ଣ ଏବଂ ଲଜ୍ୟା ଜନକ ଅଟେ । ତେବେ ଘଟଣା ଟି ହେଉଛି ଉତ୍ତରପ୍ରଦେଶ ରେ । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଜଣେ ମହିଳା ବିବାହର ୧୭ ଦିନରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି ।ଘଟଣା ଟି ନିହାତି ଭାବରେ ଆପଣଙ୍କୁ ଅଜୀବ ଲାଗୁଥିବ । କିନ୍ତୁ ଏହି ସତ୍ୟ ଘଟଣା ପଛରେ ଥିବା ପ୍ରକୃତ କାରଣ ଜାଣିଲେ ଆପଣଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡିବ ।

ଉଲେଖଯୋଗ୍ୟ ଯେ , ଉତ୍ତରପ୍ରଦେଶରେ ଜଣେ ଯୁବକ ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖରେ ଜଣେ ଯୁବତୀ ଙ୍କୁ ଘର ଲୋକଙ୍କ ଅନୁମତି ରେ ବିବାହ କରିଥିଲେ କିନ୍ତୁ ଯେତେବେଳେ ବିବାହର ୧୭ ଦିନରେ ମହିଳା ଜଣଙ୍କ ଏକ ପିଲା କୁ ଜନ୍ମ ଦେଇଥିଲେ ସେତେବେଳେ ଯୁବକଙ୍କ ହସ ଉଡିଯାଇଥିଲା । ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପୋଲିସ ରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ପୋଲିସ ର ତଦନ୍ତ ଅନୁସାରେ ଝିଅ ଟିର ଏହି ଅବସ୍ଥା ପାଇଁ ତାର ପରିବାର ଲୋକ ଦାୟୀ ଥିଲେ ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ବିବାହ ପୂର୍ବରୁ ଏକ ବେଶ୍ୟା ଭାବରେ କାର୍ଯ୍ୟ କରୁଥିଲେ । ସେ କହିବା ଅନୁସାରେ ତାଙ୍କ ପରିବାର ଲୋକେ ତଥା ତାଙ୍କର ପିତା ଏବଂ ଭାଇ ତାଙ୍କୁ ଏହା କରିବାକୁ ବାଧ୍ୟ କରିଥିଲେ । ଖାଲି ଏତିକି ନୁହେଁ ବରଂ ଝିଅ ଟି କେବେକେବେ ବେଶ୍ୟାଲୟ ମଧ୍ୟ ରହୁଥିଲେ । ସେ କହିଛନ୍ତି କି ତାଙ୍କ ସହ ବହୁତ ଥର ଦୁଷ୍କର୍ମ ହୋଇଛି ଆଉ ସେ ଦୁଷ୍କର୍ମ କାରୀ ଙ୍କ ନାମ ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ। ଝିଅ ଟିର କହିବା ଅନୁଯାୟୀ ତାଙ୍କୁ ଅନେକ ଥର ତାଙ୍କର ପିତା ଓ ଭାଇ ମଧ୍ୟ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିଲେ ଯାହା ଫଳରେ ସେ ଆଜି ଏହାର ଶିକାର ହୋଇଛନ୍ତି ।ସତରେ ଘଟଣା ଟି ଅତ୍ୟନ୍ତ ଦୁଃଖଦ ପୂର୍ଣ୍ଣ ଘଟଣା ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।