ଦେଖନ୍ତୁ ଭିଡ଼ିଓ – କଲେଜ ଛାତ୍ରୀ ଙ୍କ କଳା କାରନାମା ର ଭାଇରଲ ଭିଡ଼ିଓ । ନିଆଁ ଭଳି ଭାଇରଲ ହେଉଛି ସୋସିଆଲ ମିଡ଼ିଆ ରେ ଦେଖନ୍ତୁ ଭିଡ଼ିଓ

0

ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି ।

ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ ଯାହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଅଟେ ।

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର ।ତେବେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବାର ମୁଖ୍ୟ ଉଦେଶ୍ୟ ହେଉଛି ଯେ ସେମାନେ ଭଲ ପାଠ ପଢି ନିଜ ଜୀବନରେ ସଫଳତା ହାସଲ କରିବେ ଏବଂ ବାପା ମା ଙ୍କର ନାମ ଟେକ ରଖିବେ ।କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଭିଡ଼ିଓ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଦେଖିଲେ ଆପଣ ଲଜିତ ଅନୁଭବ କରିବେ ।

ସୂଚନା ଅନୁସାରେ ,ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ବିଦ୍ୟାଳୟ ର ଜଣେ ଛାତ୍ର ଓ ଛାତ୍ରୀ ଙ୍କର ଭିଡ଼ିଓ ନିଆଁ ପରି ଭାଇରଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓ ଟି ଦେଖିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ ।ଭିଡ଼ିଓ ଟି ରେ ଦେଖାଯାଇଛି ଯେ ,ଜଣେ ଛାତ୍ର ଓ ଜଣେ ଛାତ୍ରୀ ନିଜର ଶ୍ରେଣୀ କକ୍ଷ ମଧ୍ୟରେ ବସି ଅଶୀଳ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି ।

ସେମାନେ ଭୁଲି ଯାଇଛନ୍ତି କି ଏହା ହେଉଛି ତାଙ୍କର ପାଠ ପଢିବା ର ଜୀବନ ଓ ଏହି ଶ୍ରେଣୀ କକ୍ଷ ଟି ହେଉଛି ବିଦ୍ୟାର ଭଣ୍ଡାର ।ତେବେ ଏ ସବୁ କୁ ଭୁଲି ଯାଇ ସେମାନେ ନିଜର କାମନା ବାସନା କୁ ଉପଭୋଗ କରିବା ରେ ହଜିଯାଇଥିଲେ ।ତେବେ ଏହି ସମୟରେ କେହି ଜଣେ ତାଙ୍କର ଭିଡ଼ିଓ ରେକର୍ଡ କରିନେଇଥିଲା ।ଯାହାକି ଏବେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବା ରେ ଲାଗିଛି ।

ଏହି ଭିଡ଼ିଓ ଟି ଏତେ ଅଶୀଳ ଯେ ଏହା ଆମେ ଆପଣଂକୁ ସ୍ପଷ୍ଟ ଭାବରେ କହିପାରିବା ନାହିଁ ।ତେବେ ଏହା ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ବିଦ୍ୟାଳୟ ର ମୁଖ୍ୟ ଅଧ୍ୟକ୍ଷ ତାଙ୍କର ଅଭିଭାବକ ଙ୍କୁ ଡକାଇ ।ଉଭୟ ଝିଅ ଓ ପୁଅ କୁ ସେହି ବିଦ୍ୟାଳୟ ରୁ ବହିଷ୍କାର କରିଦେଇଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।