କଳିଯୁଗରେ ରେ ଜନ୍ମ ନେଲେ ଗଜାନନ , ଗାଁ ରେ ଘଟୁଛି ଚମତ୍କାର,ଚାଲିଛି ପୂଜାର୍ଚ୍ଚନା ସୋସିଆଲ ମିଡିଆରେ ଏହି ପୁଅର ଫଟୋ ଭିଡ଼ିଓ କୁ ଲୋକେ ସେୟାର୍ କରୁଛନ୍ତି

0

ଆମ ସମାଜରେ ସବୁଠାରୁ ସୁନ୍ଦର ଚେହେରା ହେଉଛି ଜଣେ ଛୋଟ ଶିଶୁ ର ।ଗୋଟିଏ ପରିବାର ର ସୁଖ ଶାନ୍ତି କେବଳ ସେହି ପରିବାରର ପିଲା ଙ୍କ ଉପରେ ନିର୍ଭର କରିଥାଏ ।ଆଉ ସବୁ ପରିବାରର ଲୋକ ମାନେ ବିବାହ ପରେ ଏକ ପିଲା ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥାନ୍ତି ଏବଂ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।ଆଉ ଚାତକ ପରି ଚାହିଁବସିଥାନ୍ତି କେତେ ବେଳେ ଗୋଟେ ଛୋଟ ଶିଶୁ ର ଆଗମନ ହେବ ପରିବାର ମଧ୍ୟକୁ ।

ଠିକ ସେହିପରି ଜଣେ ବାପା ଚାହିଁବସିଥିଲେ ତାର ସଂତାନ କୁ ନିଜ ଘର କୁ ପ୍ରେବେଶ କରିବା ପାଇଁ ।କିନ୍ତୁ ଯେତେବେଳେ ପିଲା ଟି ଜନ୍ମ ନେଲା ସେତେବେଳେ ତାକୁ ଦେଖି ସମସ୍ତ ଙ୍କର ହୋସ ଉଡିଯାଇଥିଲା । ସୂଚନା ଅନୁସାରେ ୨୦୧୦ ମସିହାରେ ଜଳନ୍ଧର ଥରେ ଜନ୍ମ ନେଇଥିଲା ଏକ ଶିଶୁ ଯିଏକି ଅନ୍ୟ ଶିଶୁ ମାନଙ୍କ ପରି ସାଧାରଣ ନଥିଲା ।ସେ କିଛି ଭିନ୍ନ ଓ ସ୍ୱତନ୍ତ୍ର ଶାରୀରିକ ଗଠନ ନେଇ ଜନ୍ମ ଗ୍ରହଣ କରିଥିଲା ।

ଜନ୍ମ ସମୟରେ ତାର ମୁଣ୍ଡ ଶରୀର ଠାରୁ ବହୁତ ବଡ଼ ଥିଲା ଏବଂ ତାର ଆଖି ଦୁଇଟି ମଧ୍ୟ ଟଣା ଟଣା ଥିଲା ।ସେ ଦେଖାଯାଉ ଥିଲା ପ୍ରଭୁ ଗଣେଶ ଙ୍କର ଅବିକଳ ଚେହେରା ପରି ।ଆଉ ତାକୁ ଦେଖିବାକୁ ଭିଡ଼ ଲାଗୁଥିଲା ତାଙ୍କ ଘରେ ।ସତ ରେ ଆପଣ ମଧ୍ୟ ସେହି ଶିଶୁ ଟୀକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ କି ଜଣେ ମା ଙ୍କର ଗର୍ଭ ରୁ ଏପରି ଚେହେରା ନେଇ ପିଲା ଟି କିପରି ଜନ୍ମ ଗ୍ରହଣ କରିଛି।

ଧୀରେ ଧୀରେ ଲୋକମାନେ ସେହି ଶିଶୁ କୁ ଗଣେଶ ବୋଲି ମାନିବାକୁ ଲାଗିଲେ ଏବଂ ତାର ବାପା ମଧ୍ୟ ତାର ନାମ ରଖିଲେ ଶ୍ରୀ ଗଜାନନ ।ସେଠାରେ ରହୁଥିବା ଲୋକ ମାନେ ଗଜାନନ କୁ ବହୁତ ଭଲ ପାଇଥାନ୍ତି ।ଏମିତି କି ସେଠାରେ ବସବାସ କରୁଥିବା ଲୋକମାନେ ମଧ୍ୟ ତାକୁ ଭଗବାନ ଙ୍କର ରୂପ ମାନି ପୂଜା କରି ଆସିଥାନ୍ତି। ତେବେ ତାହାର ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାର ଲାଗିଛି ।

ସେଠାକାର ଲୋକ ମାନେ ତାକୁ ଭଗବାନ ମାନି ମୁଣ୍ଡିଆ ମାରନ୍ତି ଏବଂ ଗଜାନନ ବି ସେମାନ ଙ୍କ ମୁଣ୍ଡ ରେ ହାତ ରଖି ତାଙ୍କୁ ଆଶୀର୍ବାଦ ଦେଇଥାଏ। ଲୋକମାନେ ଏମିତି ମଧ୍ୟ କହନ୍ତି କି ସେମାନେ ଯେଉଁ ମନସ୍କାମନା କରୁଥାନ୍ତି ଗଜାନନ ପାଖରେ ତାହା ପୂରଣ ହୋଇଥାଏ ।

ବର୍ତ୍ତମାନ ଗଜାନନ କୁ ୧୦ ବର୍ଷ ଅଟେ ।ସେ ବିଦ୍ୟାଳୟ କୁ ମଧ୍ୟ ପାଠ ପଢିବାକୁ ଯାଇଥାଏ ଆଉ ତାର ସାଙ୍ଗ ସାଥି ମାନେ ତାକୁ ଗଣେଶ ବୋଲି କହନ୍ତି ।କିନ୍ତୁ ଡାକ୍ତର ଗଜାନନ ର ଏପରି ଶାରୀରିକ ଗଠନ କୁ ଏକ ପ୍ରକାରର ରୋଗ ବୋଲି କହିଥିଲେ ଏବଂ ତାର ଚିକିତ୍ସା କରିବା କୁ ଜଣେଇଥିଲେ କିନ୍ତୁ ଗଜାନନ ତାର ଏପରି ରୂପ ରେ ଖୁସି ଅଛି ବୋଲି କହି ଚିକିତ୍ସା କରିବା କି ବାରଣ କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।