ପ୍ରଶବ ସମୟରେ ମହିଳାଙ୍କ ପେଟରେ ଅଟକିଲା ଡାକ୍ତର ଙ୍କ ହାତ ତେବେ ହାତ ଅଟକେଇବା ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

0

ଏହି ଅତ୍ୟାଧୁନିକ ଦୁନିଆଁ ରେ ଆମେ ଭଗବାନ ଙ୍କ ପରେ ଡାକ୍ତର ଙ୍କୁ ଭଗବାନ ଭାବରେ ଗ୍ରହଣ କରିଥାଉ କାରଣ ଯେପରି ଭଗବାନ ଆମ ସମାଜକୁ ସୃଷ୍ଟି କରିଛନ୍ତି ଏବଂ ଲୋକମାନଙ୍କୁ ଏକ ସୁନ୍ଦର ଜୀବନ ପ୍ରଦାନ କରିଥାନ୍ତି ଠିକ ସେହି ପରି ଡାକ୍ତର ହେଉଛନ୍ତି ଆମ ପାଇଁ ଦ୍ଵିତୀୟ ଭଗବାନ ଯିଏକି ଲୋକମାନ ଙ୍କୁ ମୃତ୍ୟୁ ମୁଖରୁ ଫେରେଇ ଆଣି ଏକ ନୂତନ ଜୀବନ ପ୍ରଦାନ କରିଥାନ୍ତି ।

ସେମାନେ ନିଜର କର୍ତ୍ତବ୍ୟ କରିବାରେ କେବେହେଲେ ହେଳା କରନ୍ତି ନାହିଁ କାରଣ ତାଙ୍କର ଉପରେ ଜଣେ ବ୍ୟକ୍ତି ର ଜୀଵନ ତାର ପରିବାର ର ସମସ୍ତ ଆଶା ମଧ୍ୟ ରହୁଥାଏ । କିନ୍ତୁ ଯଦିଓ ଡାକ୍ତର ମାନେ ଆମର ଜୀଵନ ବଞ୍ଚେଇବାରେ ସାହାଯ୍ୟ କରିଥାନ୍ତି ତଥା ଆମକୁ ରୋଗ ମୁଖରୁ ସୁସ୍ଥ କରି ନୂଆ ଜୀବନ ଦେଇଥାନ୍ତି ।

କିନ୍ତୁ କେବେ କେବେ ଡାକ୍ତର ମାନେ ଆମକୁ କିଛି ଏପରି ସମ୍ବାଦ ଦେଇଥାନ୍ତି ତାହା ଜାଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।ତେବେ ଏମିତି ଏକ ଘଟଣା ଘଟିଥିଲା ଆମେରିକା ର କାର୍ଲିଫୋରନିୟା ର ଏକ ଘୋରଇ ହସ୍ପିଟାଲରେ ଯାହା ଦେଖି ଡାକ୍ତର ମାନେ ବିଚକିତ ହୋଇଯାଇଥିଲେ ଏବଂ ବିଶ୍ୱାସ କରିପାରି ନଥିଲେ ଏହି ଘଟଣାକୁ ।

ତେବେ ସୂଚନା ଅନୁସାରେ ,ଆମେରିକା ର କାର୍ଲିଫୋରନିୟା ର ଏକ ଘରୋଇ ହସ୍ପିଟାଲରେ ଜଣେ ପ୍ରସୂତୀ ଙ୍କୁ ନିଆଯାଇ ଥିଲା। ତେବେ ଡାକ୍ତର ମାନେ ପିଲା ଓ ମା ର ସ୍ୱାସ୍ଥ୍ୟ କୁ ଦେଖି ତାଙ୍କର ଅପରେସନ କରି ପିଲା ଟିକୁ ବାହାର କୁ ଆଣିବା କୁ ନିଷ୍ପତ୍ତି ନେଇଥିଲେ ।କିନ୍ତୁ ଯେତେବେଳେ ଡାକ୍ତର ଜଣଙ୍କ ପିଲା ଟୀକୁ ବାହାର କୁ ଆଣିବାକୁ ଚେଷ୍ଟା କଲେ ସେତେବେଳେ ସେହି ମହିଳା ଙ୍କର ପେଟ ମଧ୍ୟରେ ଡାକ୍ତର ଙ୍କର ହାତ ଅଟକି ଯାଇଥିଲା ।

ଏହା ଦେଖି ଡାକ୍ତର ଙ୍କର ମୁଣ୍ଡ ଖରାପ ହୋଇଯାଇଥିଲା ।ସେ କଣ କରିବେ କିଛି ବୁଝି ପାରିଲେ ନାହିଁ ।ତେବେ ସେ କହିଛନ୍ତି ଯେ ତାଙ୍କୁ ଏପରି ଲାଗିଥିଲା ଯେପରି କେହି ଜଣେ ତାଙ୍କ ହାତ ର ଆଙ୍ଗୁଠି କୁ ଜୋର ରେ ଧରି ରଖିଛି ।ଆଉ ଏହା ଅନୁଭବ କରିବା ପରେ ଡାକ୍ତର ବଡ଼ ଚିନ୍ତାରେ ପଡିଲେ ।

କିନ୍ତୁ ସେ ଯେତେ ବେଳେ ଜାଣିବାକୁ ଚେଷ୍ଟା କଲେ କି ମହିଳା ଙ୍କ ପେଟ ମଧ୍ୟରେ ଏମିତି କଣ ରହିଛି ସେତେବେଳେ ସେ ଯାହା ଦେଖିବାକୁ ପାଇଲେ ତାହା ଥିଲା ଅତ୍ୟନ୍ତ ବିସ୍ମୟ ସୂଚକ ।ଡାକ୍ତର ଜଣଙ୍କ ଦେଖିଲେ ଯେ ମା ର ପେଟ ମଧ୍ୟରେ ଥିବା ଛୋଟ ପିଲା ଟିଏ ଯିଏକି ଏହି ଧରା ପୃଷ୍ଠା କୁ ଆସିବା ପାଇଁ ଚାହିଁ ରହିଛି । ସେହି ଛୋଟ ଶିଶୁ ଟି ତାର କଁଅଳ ହାତରେ ଡାକ୍ତର ଙ୍କର ଆଙ୍ଗୁଠି କୁ ଧରି ପକେଇଥିଲା ଆଉ ଛାଡୁନଥିଲା। ଡାକ୍ତର ଏହା ଦେଖିବା ପରେ ତାର କିଛି ଫୋଟ ଉଠାଇଥିଲେ ଯାହା କି ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।