ହେ ପ୍ରଭୁ ! ପୁରୀରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା ଦୀପକୁ ଗୋଇଠା ମାରିଲା ପୋଲିସ , ଏଭଳି ପୋଲିସ କୁ କ’ଣ ଦଣ୍ଡ ମିଳିବା ଦରକାର କମେଣ୍ଟରେ ଜଣାନ୍ତୁ

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ତାହାର ଟିକିଏ ହେଲେ ବି ସଂଦେହ ନାହିଁ । ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ଟେକନିକାଲ ତଥା ବୈଜ୍ଞାନିକ ପଦ୍ଧତିରେ ତଥା ଉନ୍ନତ ରୁ ଅତି ଉନ୍ନତ ଟେକ୍ନୋଲୋଜି ର ବ୍ୟବହାର ଏହି ଅତ୍ୟାଧୁନିକତା କୁ ପରିଲକ୍ଷିତ କରୁଛି । ତେବେ ଏହି ଟେକ୍ନୋଲୋଜି ର ସବୁଠାରୁ ଚର୍ଚ୍ଚା ରେ ତଥା ଲୋକମାନଙ୍କ ଦ୍ୱାରା ଅଧିକ ବ୍ୟବହୃତ ହେଉଛି ତାହା ହେଉଛି ବର୍ତ୍ତମାନ ର କ୍ୟାମେରା ଏବଂ ଇଣ୍ଟରନେଟ

। ତେବେ ଏହି ଇଣ୍ଟରନେଟ ଓ ଅତ୍ୟାଧୁନିକ ମୋବାଇଲ କ୍ୟାମେରା ର ବ୍ୟବହାର ଦ୍ୱାରା ଆମେ ଆମ ସମାଜରେ ହେଉଥିବା ସମସ୍ତ ଘଟଣା ବିଷୟରେ ଜାଣିପାରୁ। ତେବେ ଆମେ ଆଜି ଆପଣଙ୍କୁ ଏମିତି କେତେକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ଉଲେଖଯୋଗ୍ୟ ଯେ, ବର୍ତ୍ତମାନ ଯୁଗରେ କେହି ଆଉ ଭଗବାନ ଙ୍କୁ ବିଶ୍ୱାସ କରୁନାହାନ୍ତି ।କାରଣ ଭଗବାନ କେବେହେଲେ ଆମକୁ ଦର୍ଶନ ଦିଅନ୍ତି ନାହିଁ। କିନ୍ତୁ ଆମେ ଓଡ଼ିଶାର ସଂସ୍କୃତି କୁ ଆମେ ବହୁତ ମାନି ଥାଉ ।ଆଉ ଆମର ବଡ଼ ଦେବତା ହେଲେ ଜଗତର ନାଥ ଜଗନ୍ନାଥ ।କିନ୍ତୁ ଜଣେ ପୋଲିସ କର୍ମଚାରୀ ସେହି ପବିତ୍ର ବଡ଼ ଦାଣ୍ଡ ରେ ଯାହା କରିଛନ୍ତି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏହି ଭିଡ଼ିଓ ଟୀକୁ ଦେଖିଲେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ଟି ହେଉଛି ଶ୍ରୀ ଜଗନ୍ନାଥ ଙ୍କର ସିଂହଦ୍ଵାର ର ।ଯେଉଁ ଠାରେ କିଛି ମହିଳା ଭଗବାନ ଜଗନ୍ନାଥ ଙ୍କର ନାମରେ ଦୀପ ଲଗେଇ ଥିଲେ । କିନ୍ତୁ ସେଠାରେ କାର୍ଯ୍ୟରତ ଥିବା ଜଣେ ପୋଲିସ କର୍ମଚାରୀ ଯାହା କଲେ ତାହା ଦେଖିଲେ ଆପଣ ଙ୍କର ଲୋମ ତାଙ୍କୁରି ଉଠିବ ଏବଂ ଆପଣ ଙ୍କୁ ବହୁତ ଖରାପ ଲାଗିବ ।

ସେହି ପୋଲିସ କର୍ମଚାରୀ ଜଣେ ମହିଳାଙ୍କ ଦ୍ବାରା ଲଗାଯାଇ ଥିବା ସେହି ଦୀପ ଟୀକୁ ପ୍ରଥମ ଲିଭେଇ ଅନ୍ୟତ୍ର ରଖିବାକୁ କହିଥିଲେ ସେହି ମହିଳା ଙ୍କୁ ।କିନ୍ତୁ ମହିଳା ଜଣଙ୍କ ତାହା ମାନି ନଥିଲେ ।ତା ପରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟ ରେ ପାଟି ତୁଣ୍ଡ ।ଏହି ପାଟି ତୁଣ୍ଡରେ ବିରକ୍ତ ଓ ଉତେଜିତ ହୋଇ ପୋଲିସ କର୍ମଚାରୀ ଜଣଙ୍କ ସେହି ଦୀପ ଟୀକୁ ଉଠେଇ ତଳେ କଚାଡିବା ସହ ତାକୁ ଗୋଇଁଠା ମାରିଥିଲେ ।ଏବଂ ଦୀପ ଟି ଭାଙ୍ଗି ଯାଇଥିଲା।

ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟୀକୁ କେହି ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରି ପରେ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ ।ତେବେ ଏହି ଭିଡ଼ିଓ ଟୀକୁ ଦେଖିଲେ ମନେ ହେଉଛି ଯେ ,ଆଜିକାଲି ର ଲୋକ ମାନେ ମାନସିକ ସ୍ତରରେ କେତେ ତଳକୁ ଖସି ଗଲେଣି ।ଜଣେ ଭଗବାନ ଙ୍କ ପାଇଁ ଜୀବନ ଦେବାକୁ ରାଜି ତ ଅନ୍ୟ ଜଣେ ତାଙ୍କୁ ବେଖାତିର କରିବାରେ ବ୍ୟସ୍ତ ।ଏହି ବଧେ ଆମର କଳି ଯୁଗ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।