ଦେଖନ୍ତୁ ଭିଡ଼ିଓ ! ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଭଦ୍ରକର ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ….

0

ଶିକ୍ଷା ଏମିତି ଗୋଟିଏ ଜିନିଷ ଯାହାର କୈଣସି ମୂଲ୍ଯ ନାହିଁ। ଏହା ହେଉଛି ଅମୂଲ୍ଯ। ଯାହାକୁ କେହି କେବେବି କିଣି ପାରିବେ ନାହିଁ। ସମାଜ ରେ ବଡ ମଣିଷ ଭାବରେ ପରିଚୟ ସ୍ଋଷ୍ଟି କରିବା ପାଇଁ ହେଲେ ଶିକ୍ଷା ର ବେଶ୍ ଗୁରୁତ୍ବ ରହିଛି। ଭଲ ପାଠ ପଢ଼ି ଞ୍ୟାନ ଅର୍ଜନ କଲେ ସମାଜ ରେ ସମସ୍ତେ ସମ୍ମାନ କରିବେ।

ଆଜି କାଲି ଦୁନିଆ ରେ କିନ୍ତୁ ଶିକ୍ଷା ବର୍ତ୍ତମାନ ଗୋଟିଏ ବେପାର ସଦୃଶ ହୋଇଗଲାଣି। ଅନେକ ପ୍ରାଇଭେଟ ସ୍କୁଲ ଏବଂ କଲେଜ ଗୁଡିକ ଖୋଲିଲାଣି। ବାପା,ମାଆ ମାନେ ନିଜର ପିଲା ମାନଙ୍କୁ ସରକାରୀ ସ୍କୁଲ, କଲେଜ କୁ ପଠେଇବା ଅପେକ୍ଷା ପ୍ରାଇଭେଟ ସ୍କୁଲ, କଲେଜ କୁ ପଠଉଛନ୍ତି।

କାରଣ ସେଠାରେ ଭଲ ପାଠ ପଢାଯିବ। ତେବେ ଏଥିରୁ ଆପଣ ମାନେ ଜାଣି ପାରୁଥିବେ ଆମ ସରକାରୀ ସଂସ୍ଥା ର ଅବସ୍ଥା ବର୍ତ୍ତମାନ କେଉଁ ପରିସ୍ଥିତି ରେ ଗତି କରୁଛି। କୁହାଯାଏ କି ଗୁରୁ, ଶିଷ୍ୟ ର ସମ୍ପର୍କ ଏକ ଅମୂଲ୍ଯ ସମ୍ପର୍କ। କିନ୍ତୁ ଆଜିର ଦୁନିଆ ରେ ଶିଷ୍ୟ ଗୁରୁ ଙ୍କ ଠାରୁ ଏବଂ ଗୁରୁ ଶିଷ୍ୟ ଙ୍କ ଠାରୁ ଦୂରେଇ ଯାଉଛନ୍ତି। ଯାହା ଦ୍ବାରା ଆଜି ଶିକ୍ଷା ର ଏହି ଭଳି ଭାବରେ ଅବନ୍ନତି ଘଟୁଛି।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ଅଙ୍ଗନ ବାଡ଼ି ଦିଦି ଙ୍କ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏଠାରେ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଯେ କିପରି ଭାବ ରେ ଏକ ନିଆରା କୌତୁକିଆ ଢଙ୍ଗ ରେ ଅଙ୍ଗନବାଡ଼ି ଦିଦି ଜଣଙ୍କ ପିଲା ମାନ ଙ୍କୁ ପାଠ ପଢ଼ାଉଛନ୍ତି।

ଦିନ କୁ ଦିନ ପାଠପଢାଇବା ର ଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି। କିନ୍ତୁ ଆଜିକାଲି ର ନୂତନ ପାଠ ପଢା ଶୈଳୀ ଭିତ ରେ ଏକ ନୂତନ ଢଙ୍ଗ ରେ ପାଠ ପଢାଉ ଛନ୍ତି ଏହି ଅଙ୍ଗନ ବାଡି ଦିଦି ଜଣକ। ତେବେ ଆଜିକାଲି ର ଆଧୁନିକ ଯୁଗ ରେ ସେ କିଭଳି ନାଚି ଗୀତ ଗାଈ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି ତାହା କୁ ଦେଖିବା ପାଇଁ ବେଶ୍ ଆକର୍ଷଣୀୟ ଅଟେ।


କୁନି କୁନି ପିଲା ମାନେ ମଧ୍ୟ ଦିଦି ଙ୍କ ପାଖ ରୁ ଗୀତ ଶୁଣି ତାକୁ ଆବୃତ୍ତି କରୁଛନ୍ତି । ଏହା ସହିତ ନାଚ କରି ଗୀତର ଅନୁସା ରେ ଅଭିନୟ କରୁଛନ୍ତି ।ଏହା କୁ ଦେଖିବା ପରେ ସମସ୍ତେ ଏହି ଦିଦି ଙ୍କ ପାଠ ପଢ଼ା ରେ ଖୁସି ହୋଇଛନ୍ତି ଏବଂ ଦିଦି ଜଣଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ଦିଦି ଙ୍କ ର ଏଭଳି ନିଆରା ଢଙ୍ଗ ରେ ଗୀତ ଏବଂ କବିତା ମାଧ୍ୟମରେ ପାଠ ପଢା ଓ ପିଲା ମାନ ଙ୍କୁ ବୁଝାଇବା ର ନିଆରା ଶୈଳୀ ସମସ୍ତ ଙ୍କୁ ମୁଗ୍ଧ କରିଛି । ଆପଣ ମାନେ ମଧ୍ଯ ଏହାକୁ ନିଜ ଆଖିରେ ଦେଖିଲେ ଆପଣ ମଧ୍ଯ ଦିଦି ଜଣଙ୍କୁ ବହୁ ପ୍ରଶଂସା କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।