ଯେଉଁ ନାରୀମାନଙ୍କ ଶରୀରରେ ରହିଥାଏ ଏହି ୬ ଟି ଚିହ୍ନ ସେମାନଙ୍କ ସ୍ୱାମୀ ଓ ପରିବାର ସାରା ଜୀବନ ରହିଥାନ୍ତି ଖୁସିରେ

0

ଏହି ସୃଷ୍ଟି ରେ ଭଗବାନ ଅନେକ ଜିନିଷ କୁ ତିଆରି କରିଛନ୍ତି। ତେବେ ମଣିଷ ମାନଙ୍କ ଭିତରେ ଏହି ନାରୀ ମାନଂକୁ ଏହି ଭଳି ଗଢ଼ିଛନ୍ତି କି , ଯାହା ଏହି ପୃଥିବୀ ର ସବୁଠୁ ସୁନ୍ଦର ଜିନିଷ ହୋଇଥାଏ, ଆଉ ନାରୀ ମାନଙ୍କ ଭିତରେ ଏଭଳି ବହୁତ ସୁନ୍ଦର ଜିନିଷ ରହିଛି ,ଯାହା ପାଇଁ ଏହି ସଂସାର ଚାଲିଛି। ତେବେ ଏହି ନାରୀ ମାନଙ୍କ ଭିତରେ ଅନେକ କିଛି ଗୁଣ ରହି ଥାଏ ।

ତେବେ ଆପଣ ମାନେ ଜାଣି ଥିବେ କି ନାରି ମାନଙ୍କ ଲକ୍ଷଣ ଯଦି କିଛି ଖରାପ ରହି ଥାଏ , ତାହାଲେ ଘରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇ ଥାଏ। ଘରେ ସୁଖ ଶାନ୍ତି ନଷ୍ଟ ହୋଇ ଥାଏ।ତେବେ ଆମ ହିନ୍ଦୁ ସମାଜ ରେ ଏହି ଘଟଣା ଆମେ ଅଧିକ ବିଶ୍ୱାସ କରି ଥାଉ।ତେବେ ଏହି ସବୁ ମଧ୍ୟ ଆଗରୁ ପୂରାଣ ରେ ଲିପିବଧ୍ ହୋଇ ରହିଛି, ଯାହା କୁ ଆମ ହିନ୍ଦୁ ଘର ର ଲୋକ ମାନେ ବିଶ୍ୱାସ କରି ଥାନ୍ତି,ଆଉ ସେହି ଆଧାର ରେ କାର୍ଯ୍ୟ କରି ଥାନ୍ତି।

ତେବେ ଆପଣ ମାନେ ଜାଣି ଥିବେ କି ଆମ ଜୋତିସ୍ ଶାସ୍ତ୍ର ରେ ମଧ୍ୟ ଅନେକ କଥା ଲିପିବଧ୍ ରହିଛି। ତେଣେ ଝିଅ ମାନଂକର ଅନେକ ଅଙ୍ଗ ରୁ ହିଁ ଆଗତ ଭବିଷ୍ୟତ କଥା ଜାଣିହୁଏ,ଆଉ ଅନେକ କଥା ମଧ୍ୟ ବିଚାର କରି ହୁଏ । ତେବେ ଆଜି ଆଣେ ମହିଳା ଙ୍କର ଏପରି ୬ ଟି ଅଙ୍ଗ ବିଷୟ ରେ ଜାଣିବା , ଯାହା ପାଇଁ ତାଙ୍କ ସ୍ୱାମୀ ଓ ପରିବାର ର ମଙ୍ଗଳ ହୋଇ ଥାଏ,ଆଉ ତା ସହ ସୋଭାଗ୍ୟ ର କଥା ହୋଇ ଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ।

୧) ନାକ ତଳେ କଳା ଜାଇ :-

ତେବେ ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି। ଆଉ ଏମାନଙ୍କ ଶଶୁର ଓ ଶାଶୁ ଘର ବହୁତ ଧନୀ ହୋଇ ଥାନ୍ତି । ଆଉ ତାଙ୍କ ଘରେ ସବୁ ସମୟ ରେ ସୁଖ ଓ ଶାନ୍ତି ରହି ଥାଏ।

୨) ଗୋଲାପୀ ପାଦ :-

ତେବେ ଯେଉଁ ମାନଙ୍କ ପାଦ ଗୋଲାପୀ ହୋଇ ଥାଏ। ତେବେ ସେହି ସେମାନେ ବହୁତ ଭଲ ହୋଇ ଥାନ୍ତି ,ଆଉ ସେମାନେ ତାଙ୍କ ସ୍ୱାମୀ କୁ ଖୁସି ରେ ରଖିବକୁ ଚେ଼ଷ୍ଟା କରି ଥାନ୍ତି। ଆଉ ତାଙ୍କ ମନ ଜାଣି ସମସ୍ତ କାର୍ଯ୍ୟ କରି ଥାନ୍ତି।

୩) ଗଭୀର ନାଭି :-

ତେବେ ଯେଉଁ ମହିଳା ଙ୍କ ନାଭି ଗଭୀର ହୋଇ ଥାଏ । ସେମାନେ ବହୁତ ଧନ ବାନ ହୋଇ ଥାନ୍ତି ଓ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ଆଉ ଏହି ମାନେ ବହୁତ ଲକ୍ଷ୍ମୀ ସଦ୍ରୁସ୍ ହୋଇ ଥାନ୍ତି।

୪) ଲମ୍ବା କେଶ :-

ତେବେ ଯେଉଁ ନାରୀ ମାନଙ୍କର ଲମ୍ବା କେଶ ରାହି ଥାଏ । ସେମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ତେବେ ଏହି ନାରୀ ମାନେ ହିନ୍ଦୁ ସମାଜ ଅନୁସାରେ ଏମାନେ ଲକ୍ଷ୍ମୀ ମନ୍ତ୍ ହୋଇ ଥାନ୍ତି। ଆଉ ଏମାନେ ତାଙ୍କ ପରିବାର ପାଇଁ ଶୁଭ ହୋଇ ଥାନ୍ତି।

୫) ପାଦ ତଳ :-

ତେବେ ଯେଉଁ ମହିଳା ମାନଙ୍କ ପାଦ ତଳ ତ୍ରିକୋନ୍ ଆକୃତି ହୋଇ ଥାଏ ।ସେମାନେ ବହୁତ ବୁଦ୍ଧିମାନ ହୋଇ ଥାନ୍ତି,ଆଉ ଅସୁବିଧା ସମୟ ରେ ନିଜ ପରିବାର କୁ ସାହଜ୍ୟ କରି ଥାନ୍ତି।

୬) ପାଦ ତଳେ ଶଙ୍ଖ :-

ତେବେ ଯେଉଁ ନାରୀ ମାନଙ୍କ ପାଦ ତଳେ ରହି ଥାଏ। ସେମାନେ ବହୁତ ଧନୀ ହୋଇ ଥାନ୍ତି ଆଉ ନିଜ ସ୍ୱାମୀ ଠୁ ଉଚ୍ଚ ପଦରେ ରହି ଥାନ୍ତି, ଆଉ ଏମାନେ ବହୁ ଭାଗ୍ୟଶାଳୀ ହୋଇ ଥାନ୍ତି ଓ ନିଜ ପରିବାର ପାଇଁ ଶୁଭ ମୟ ମଧ୍ୟ ହୋଇ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।