Health Tips – ପ୍ରତିଦିନ ଶୋଇବା ପୂର୍ବରୁ ଏହି ପାଣି କୁ ସେବନ କରନ୍ତୁ ଆପଣଙ୍କୁ ଜିବନ ସାରା ବିମାର ହେବାକୁ ଦେବ ନାହିଁ

0

ଆମେ ସୁସ୍ଥ ରହିବାକୁ ଅନେଗୁଡିଏ ଉପାୟ ଅବଲମ୍ବନ କରୁ। ମାତ୍ର କୌଣସି ଉପାୟ ଦ୍ଵାରା ସୁସ୍ଥ ରହିବ ସହଜ ହୋଇ ନଥାଏ। କାରଣ ହେଲା ପ୍ରକୃତ ଉପାୟ ଗୁଡ଼ିକୁ ଆମେ ଜାଣି ନଥାଉ। ଆଜି ସେମତି କିଛି ସହଜ ଏବଂ ସରଳ ଉପାୟ ଆମେ ଆପଣଙ୍କୁ ବତାଇ ଦେବୁ। ଯାହା ଅଳ୍ପ ଖୁବ୍ ଅଳ୍ପ ଖର୍ଚ୍ଚ ନେବା ସହିତ ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ଟି କଣ୍। ତେବେ ଆମେ ଆପଣଂକୁ ଜଣେଇ ଦେଉଛୁ ଯେ ଏହି ଉପାୟ ଟି ହେଉଛି ଏକ ଘରୋଇ ଉପାୟ ଯାହାର କୌଣସି ସାଇଟ ଇଫେକ୍ଟ ମଧ୍ୟ ନାହିଁ ।ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ରେ ସାହାଯ୍ୟ କରିବ।

ତେବେ ଆମେ ଆପଣଙ୍କୁ ଆଜି ଏକ ପ୍ରକାରର ଔଷଧୀୟ ଜଳ ବିଷୟରେ ଜଣେଇବୁ ଯାହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଏହା ଆପଣଙ୍କ ଶରୀର ର କୁ ସୁସ୍ଥ ରଖିବା ସହ ଅନେକ ପ୍ରକାରର ମାରାତ୍ମକ ରୋଗ ରୁ ରକ୍ଷା କରିଥାଏ ।ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କିପରି କରିବା ଏବଂ ଏହାର ସେବନ ପ୍ରଣାଳୀ ଉପରେ ।

ଆବଶ୍ୟକ ସାମଗ୍ରୀ:-

ଏହି ଉପାୟ ଟି ଏକ ଘରୋଇ ଉପାୟ ହୋଇଥିବାରୁ ଏହାକୁ ପ୍ରସ୍ତୁତ କରିବା ଲାଗି ଆବଶ୍ୟକ ସାମଗ୍ରୀ ଗୁଡ଼ିକ ଆପଣଂକୁ ଅତି ସହଜରେ ଘରେ ମିଳି ପାରିବ
୧.ହଳଦୀ
୨.ମହୁ
୩.ଅଦା
୪.ମରିଚ ଏବଂ
୫.ନଡ଼ିଆ କ୍ଷୀର

ପ୍ରସ୍ତୁତ ପ୍ରଣାଳୀ:-

ଏହାକୁ ପ୍ରସ୍ତୁତ କରିବା କୁ ହେଲେ ପ୍ରଥମେ ଏକ ବଡ଼ ପାତ୍ର ନିଅନ୍ତୁ ।ସେଥିରେ ଦୁଇ ଚାମଚ ନଡ଼ିଆ କ୍ଷୀର ,ଦୁଇ ଚାମଚ ହଳଦୀ ପାଉଣ୍ଡର ,ଏକ ଚାମଚ ଅଦା ରସ ଏବଂ ଏକ ବଡ଼ ଚାମଚ ମହୁକୁ ଏକତ୍ର ନିଅନ୍ତୁ । ମହୁକୁ କୁ ଛାଡି ଆଉ ସମସ୍ତ ସାମଗ୍ରୀ କୁ ରେ ଏକ ଗ୍ଲାସ ପାଣି ମିଶାଇ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଫୁଟନ୍ତା ।ପରେ ଏଥିରେ ମହୁ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।

ତେବେ ଆମେ ଆପଣଂକୁ କହିରଖୁଛୁ ଯେ ଏହି ଜଳ ଟୀକୁ ବନେଇବା ପାଇଁ ବ୍ୟବହାର କରାଯାଇଥିବା ସମସ୍ତ ସାମଗ୍ରୀ ର ଅଲଗା ଅଲଗା ଔଷଧିୟ ଗୁଣ ରହିଛି ।ଏହାକୁ ବ୍ୟବହାର କରିବା ଦ୍ବାରା ଆପଣଂକୁ ଜୀବନ ରେ କେବେବି କୌଣସି ପେଟ ଜନିତ ରୋଗ ଯେପରି କି ଗ୍ୟାଷ୍ଟିକ ,ଏସିଡିଟି ,ପେଟ ବ୍ୟଥା ଆଦି ରୋଗ କେବେବି ହେବ ନାହିଁ। ଆଉ ଯଦି ଏହି ସବୁ ସମସ୍ୟା ଆଗରୁ ରହିଛି ତେବେ ଏହାକୁ ବ୍ୟବହାର କରିବା ଦ୍ୱାରା ସବୁ କିଛି ଦୂର ହୋଇଯିବ ।

ସେବନ କରିବେ କିପରି:-

ତେବେ ଏହାକୁ ପ୍ରସ୍ତୁତ କରିବା ପରେ ,ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ପାଣି କୁ ସେବନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ପାଚନ ତନ୍ତ୍ର ଠିକ ଭାବରେ କାର୍ଯ୍ୟ କରିବା ସହ ଆପଣଂକୁ ରାତିରେ ଭଲ ନିଦ ହୋଇଥାଏ ।ଏବଂ ସମସ୍ତ ପେଟ ଜନିତ ରୋଗ ରୁ ସବୁଦିନ ପାଇଁ ମୁକ୍ତି ମିଳିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।