ସୁର ଭାଇ ଗାଇଲେ ଗୀତ, ଷ୍ଟୁଡିଓ ଗୀତ ପୁରା ଭାଇରଲ 50k ଲୋକ ଦେଖିସାରିଲେନି ଆପଣ ଥରେ ଶୁଣନ୍ତୁ ସୁର ଭାଇ ଗାଈ ଥିବା ଗୀତ …

0

ଆମ ରାଜ୍ୟରେ ତ ରାଜନୀତି ସବୁବେଳେ ଚର୍ଚ୍ଚା ରେ ଥାଏ। ରାଜ୍ୟ ରେ ରାଜନୀତି ପାଇଁ ଲୋକ ପାଇଁ ମାଡ ଗୋଳ ମଧ୍ୟ ଲାଗି ଯାଆନ୍ତି। ଆମ ରାଜ୍ୟରେ ନବୀନ ସରକାର ଅର୍ଥାତ୍ ବିଜେଡି ଦଳ ର ଶାସନ ଚାଲେ, ବିଗତ ବାଇଶ ବର୍ଷ ହେବ ଓଡିଶା ବାସୀ ମାନେ ବିଜେଡି କୁ ଏହି ରାଜ୍ୟ ର ରାଜନୀତି ଗାଦି ରେ ଶାସକ ଭାବରେ ବସେଇ ଆସିଛନ୍ତି ଏବଂ ବିଜେଡି ମଧ୍ୟ ବାଇଶ ବର୍ଷ ଧରି ଓଡିଶା ରେ ଶାସନ କରି ଆସୁଛି। ରାଜ୍ୟ ରେ ମୋଟ୍ ତିନୋଟି ମୁଖ୍ୟ ଦଳ ଅଛନ୍ତି, ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନ ଦଳ ମଧ୍ୟ ରେ ସବୁବେଳେ ତୁ ତୁ ମେ ମେ ଲାଗି ରହିଥାଏ।

ବିଜେପି ଓ କଂଗ୍ରେସ ଦଳ ସବୁବେଳେ ବିଜେଡି ଦଳ ସହ ଲାଗି ଥାଆନ୍ତି, କିପରି ବିଜେଡି ଦଳକୁ ଓଡିଶା ରାଜନୀତି ଗାଦି ରୁ କାଢିବେ ବୋଲି। ସେହି ସବୁ ଦଳ ରେ ଏପରି ବି ଅନେକ ଟାଣୁଆ ଟାଣୁଆ ନେତା ଅଛନ୍ତି ଯେଉଁମାନେ କି ନବୀନ ବାବୁ ଙ୍କୁ ସିଧାସଳଖ ଭାବେ ଚ୍ୟାଲେଞ୍ଜ ମଧ୍ୟ ଦେଇ ଦିଅନ୍ତି। ନେତା ମାନେ କେତେବେଳେ ନିଜର କିଛି ଅପ୍ରୀତିକର କାର୍ଯ୍ୟ କୁ ନେଇ ଚର୍ଚ୍ଚା କୁ ଆସନ୍ତି ତ ଆଉ କେତେବେଳେ ନିଜ ନିଜର କଥା କୁ ଚର୍ଚ୍ଚା କୁ ଆସି ଥାଆନ୍ତି।

କଂଗ୍ରେସ ଦଳର ସେହିପରି ଜଣେ ନେତା ଅଛନ୍ତି ସୁର ରାଉତରାୟ ଯାହାଙ୍କୁ ସାରା ରାଜ୍ୟ ସୁର ଭାଇ ନାମରେ ଜାଣିଛି। ସେ ସବୁବେଳେ ନିଜର କଟୁ ମନ୍ତବ୍ୟ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି, ଏବେ ମଧ୍ୟ ସେ ତାଙ୍କ ର ଏକ କାମ ପାଇଁ ପୁଣି ଚର୍ଚ୍ଚା କୁ ଆସିଛନ୍ତି, ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ତେବେ ଆମେ ସମସ୍ତେ ସୁର ଭାଇ ଙ୍କୁ ବାହୁତ୍ ଭଲ ଭାବେ ଜାଣିଚୁ , ତାହାଲେ ସେ ସବୁ ବେଳେ ତାଙ୍କର ମଜାଳିଆ କଥା ଓ କାର୍ଯ୍ୟ କୁ ନେଇ ଚର୍ଚ୍ଚା ରେ ଆସି ଥାନ୍ତି। ତେବେ ଆପଣ ଜାଣି ଥିବେ କି କିଛି ମାସ ଆଗରୁ ସୁର ଭାଇ ଙ୍କର ଏକ ଆଲବମ ଗୀତ ଦେଖିବକୁ ମିଳି ଥିଲା ।ତେବେ ଏଥିରେ ସେ ଅନେକ ଝିଅ ମାନଙ୍କ ସହ ନାଚୁ ଥିବାର ଦେଖିବାକୁ ମିଳି ଥିଲା,ତେବେ ପୁଣି ତାଙ୍କର ଏକ ନୂଆ ଗୀତ ଅସିବାକୁ ଯାଉଛି। ତେବେ ସୂଚନା ଅନୁଯାୟୀ ,

ଏହି ଗୀତ ସେ ନିଜେ ଗାଇଛନ୍ତି,ଆଉ ଏହି ଗୀତ ସୁର ଭାଇ ଯେଉଁ ଗୀତ ଟି ଗାଇଛନ୍ତି ସେହି ଗୀତ ଟି କଟକ ର ମିଳନ ଷ୍ଟୁଡିଓ ରେ ରେକର୍ଡ କରାଯାଇଛି,ଆଉ ଏହି ଗୀତ ର ମ୍ୟୁଜିକ ରେ ଅଛନ୍ତି ଜାପାନୀ ଭାଇ।ତେବେ ତାଙ୍କର ସମସ୍ତ ଗୀତ ବହୁତ ହିଟ ହୋଇଥାଏ, ସେ ସବୁବେଳେ ବଡ଼ ହିଟ ଦେଇଥାନ୍ତି । ଏହି ଗୀତ ଟି ସୁର ଭାଇ ଙ୍କ ଉପରେ ତିଆରି ହୋଇଛି।ତେବେ ଏହି ଗୀତ ଟି ରେକୋର୍ଦ୍ ହୋଇ ସାରିଛି,

ଆଉ ଏହା ସମ୍ପୂର୍ଣ୍ଣ ରୂପେ ମିକ୍ସ ହୋଇ ଆସିଲା ପରେ ହିଁ ଆପଣ ମାନେ ସମସ୍ତେ ଏହି ଗୀତ କୁ ଉପଭୋଗ କରି ପାରିବେ। ତେବେ ସୁର ଭାଇ ଙ୍କର ସମସ୍ତ ଗୀତ ସବୁ ବେଳେ ହିଟ ହୋଇଥାଏ,ଆଉ ଲୋକ ମାନେ ମଧ୍ୟ ତାଙ୍କର ମଜାଳିଆ କଥା ପାଇଁ ତାଙ୍କୁ ବହୁତ ପସନ୍ଦ କରି ଥାନ୍ତି,ଆଉ ସମସ୍ତେ ତାଙ୍କର ଏହି ମଜାଳିଆ କଥା ମଧ୍ୟ ଶୁଣିବାକୁ ବେଶୀ ଇଚ୍ଛା କରି ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।