ଦେଖନ୍ତୁ Live ଭିଡିଓ – ଘରୁ ପଳାଇ ଯାଇ ମନ୍ଦିର ରେ ବିବାହ କଲେ ପ୍ରେମୀ ଯୁଗଳ ଭିଡ଼ିଓ ଯାହାକି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି

0

ଆଜି ର ଏଇ ଦିନିଆ ରେ ସବୁ ପିଲା ମାନେ ପ୍ରେମ କରୁଛନ୍ତି, ସମସ୍ତେ କଥା ବାର୍ତ୍ତା, ଦେଖା ଚାହାଁ ସବୁ କିଛି କରୁଛନ୍ତି, କିନ୍ତୁ ଏହି ପ୍ରେମ ମାତ୍ର କିଛି ଦିନ କିମ୍ବା କିଛି ବର୍ଷ ପାଇଁ। ପ୍ରେମ ର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ କିଛି ଭୁଲ୍ ବୁଝାମଣା ପାଇଁ ସମ୍ପର୍କ ଭାଙ୍ଗି ଦେଉଛନ୍ତି ଏବଂ ଆଉ କାହାକୁ ସାଙ୍ଗେ ସାଙ୍ଗେ ଭଲ ପାଇ ଯାଉଛନ୍ତି। ତେବେ ପ୍ରେମ ର ମାନେ କଣ ଏଇଆ କି, ସାମାନ୍ୟ କିଛି ଭୁଲ୍ ବୁଝାମଣା ପାଇଁ ନିଜ ପ୍ରେମ କୁ ଭୁଲି ଯାଇ ଆଉ କାହାକୁ ପ୍ରେମ କରିବା।

ଏବେ ର ସମାଜ ରେ ଯୁବପିଢି ମାନେ ଏହା ହିଁ କରୁଛନ୍ତି। ଅନେକ ପିଲା ମାନେ ଯାହାକୁ ପ୍ରେମ କରୁଛନ୍ତି ତାହାକୁ ନିଜ ସବୁକିଛି ବୋଲି ମାନୁଛନ୍ତି ଏବଂ ସିଏ ଯଦି ତାଙ୍କୁ ଧୋକା ଦେଉଛି କିମ୍ବା ତାଙ୍କୁ ଛାଡି ଆଉ କାହାକୁ ଭଲ ପାଉଛି ତେବେ ଏମାନେ ତାହାକୁ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଆଗରେ ବାପା ମାଆ ମାନଙ୍କ ପ୍ରେମ ବି ତୁଚ୍ଛ ହୋଇ ଯାଉଛି।

ଆମେ ସବୁ ପିଲା ମାନଙ୍କୁ ସେହି ପରି ବୋଲି କହି ପାରିବାନି, ଏବେବି ଏପରି ପିଲା ମାନେ ଅଛନ୍ତି ଯିଏ କି ନିଜର ପରସ୍ପର ମଧ୍ୟରେ ଥିବା ପ୍ରେମ କୁ ଭଲ ଭାବରେ ବୁଝୁଛନ୍ତି, ଦୁହେଁ ଦୁହିଁଙ୍କୁ ଭଲ ଭାବରେ ବୁଝୁଛନ୍ତି, ଏବଂ ପରସ୍ପରକୁ ବାହା ମଧ୍ୟ ହେଉଛନ୍ତି। ସେମାନେ ପ୍ରେମ ର ସଠିକ୍ ମାନେ ବୁଝି ପାରୁଛନ୍ତି। ପରସ୍ପର ର ସୁଖ ଦୁଃଖ ସବୁଥିରେ ଠିଆ ହେଉଛନ୍ତି, ନା କି କେବଳ ସୁଖ ରେ ଠିଆ ହୋଇ ଦୁଃଖ ରେ ତାର ହାତ ଛାଡି ଚାଲି ଯାଉ ଛନ୍ତି।

ଏହି ସମାଜ ରେ ଏମିତି ଅନେକ ପ୍ରେମୀଯୁଗଳ ଅଛନ୍ତି , ଯେଉଁ ମାନଙ୍କ ପ୍ରେମ ଅଧାରେ ରହି ଯାଏ,ଆଉ ସେମାନେ ପରସ୍ପର କୁ କରି ଥିବା ଶପଥ ସେମିତି ରହି ଯାଏ,କିନ୍ତୁ ଆଉ କିଛି ଜଣକ ଙ୍କ ପ୍ରେମ ସମ୍ପର୍କ ପୂରଣ ହୋଇ ଥାଏ। ଦୁଇ ଜଣା ପରସ୍ପର କୁ ବିବାହ କରି ନିଜର ଏକ ସଂସାର ଗଢି ଥାନ୍ତି।

ତେବେ ଆପଣ ଦେଖି ଥିବେ ଅନେକ ପୁଅ ଝିଅ ନିଜ ପ୍ରେମ କୁ ବିବାହ ର ରୂପ ଦେବା ପାଇଁ ଘରୁ ଲୁଚି କି ପୋଲାଇ ଥାନ୍ତି,ଆଉ ମନ୍ଦିର ରେ ବା କୋର୍ଟ ରେ ଯାଇ ବିବାହ କରିଦେଇ ଥାନ୍ତି।ତେବେ ଏମିତି ଘଟଣା ଏବେ ସମାଜ ରେ ଅଧିକ ଦେଖିବାକୁ ମିଳୁଛି। ତେବେ ଆଜି ଆମେ ସେମିତି ଏକ ବିବାହ ବିଷୟ ରେ କହିବୁ।ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେଣେ ଏହି ଘଟଣା ଟି କେଉଁ ସ୍ଥାନ୍ ର ଏହା ସମ୍ପୂର୍ଣ୍ଣ ଭାବରେ ଜଣା ପଡି ନାହିଁ। ତେବେ ଏହି ଘଟଣା ଟି ର ଭିଡିଓ ସୋସିଆଲ ମିଡିଆରେ ବହୁତ ଜୋର ରେ ଭାଇରଲ ହୋଇ ଥିଲା । ତେବେ ସେହି ଭିଡିଓ ରେ ଦେଖିବାକୁ ମିଳି ଥିଲା କି ଗୋଟେ ମନ୍ଦିର ରେ ପୁଅ ଝିଅ ପରସ୍ପର କୁ ଫୁଲ ମାଲ ପିନ୍ଧଉ ଛନ୍ତି,ଆଉ ସିନ୍ଦୁର ପିନ୍ଧୁଛନ୍ତି। ତେବେ ଭିଡିଓ ରୁ ଜଣା ପଡୁଛି , ସେମାନେ ବୋଧେ ଘଟୁ ଲୁଚି କରି ପୋଲାଇ ଆସିଛନ୍ତି,

ଆଉ ଆସି ମନ୍ଦିର ରେ ବିବାହ୍ କରୁଛନ୍ତି। ତେଣେ ଏହା କଣ ଠିକ , ଏହି ଭଳି କାର୍ଯ୍ୟ କରିବା ଦ୍ୱାରା ନିଜ ବାପା ମା ଙ୍କ ଇଜ୍ଜତ୍ ରେ କଳା ଦାଗ ଲାଗିବ,ଆଉ ହଜାରେ ଲୋକ ହଜାରେ କଥା କହିବେ। ଯାହା ଜଣେ ବାପା ମା ଙ୍କ ପାଇଁ ସହିବା ଅସମ୍ଭବ। ତେବେ ପୁଅ ଝିଅ ମାନେ ନିଜ ପ୍ରେମ କୁ ପାଇବା ପାଇଁ ଏହି ସବୁ କରି ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।