ନୂଆ ଫ୍ୟାମିଲ ପ୍ଲାନୀଙ୍ଗ ନିୟମ ଜାରି ।। ଦୁଇରୁ ଅଧିକ ସନ୍ତାନ ଜନ୍ମ ନ କରିବା ପାଇଁ ସରକାର କାହାକୁ ବାଧ୍ୟ କରିବେ ନାହିଁ, ଏହି ନିୟମରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

0

ଦେଶର ଉନ୍ନତି ପାଇଁଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି। ଏବେ ସୁପ୍ରିମ କୋର୍ଟ କିଛି ନୁଆ ଯୋଜନା ଉପରେ ନିର୍ଦ୍ଦେଶ ଦେଇଛନ୍ତି। ଫ୍ୟାମିଲି ପ୍ଲାନିଂ ରେ ନୁଆ ପରିବର୍ତ୍ତନ ଆସିଛି।ଆଜି ସୁପ୍ରିମ କୋର୍ଟ ରେ କେନ୍ଦ୍ର ସରକାର ଫ୍ୟାମିଲୀ ପ୍ଲାନିଁ ବିଷୟରେ ଏକ ନୂଆ ମାମଲାରେ ନିଜର ସତ୍ୟପାଠ ଦାଖଲ କରିଛନ୍ତି।ତେବେ ଜନ ସଂଖ୍ୟା ନିୟନ୍ତ୍ରଣ କରିବା ଉପରେ କେନ୍ଦ୍ର ସରକାର କହିଛନ୍ତି ବାଧ୍ୟତାମୂକ ଫ୍ୟମିଲି ପ୍ଳାନିଂ କରିବା ପାଇଁ କୌଣସି ଦମ୍ପତ୍ତି କୁ ବାଧ୍ୟ କରାଯାଇ ପାରିବ ନାହିଁ। ଏହା କେନ୍ଦ୍ର ସରକାର ଶପଥ ପାଠ କରିବା ପରେ ନିଜର ଯୋଜନା ରଖିଥିଲେ।

ଯଦି କୌଣସି ଦମ୍ପତ୍ତି ଦୁଇ ରୁ ଅଧିକ ସନ୍ତାନ ଜନ୍ମ ପାଇଁ ଚାହୁଛନ୍ତି ତେବେ ସେମାନେ ବିନା କଟକଣା ରେ ଜନ୍ମ କରିପାରିବେ। ଏଥିରେ ସରକାର ସେମାନଙ୍କୁ କୌଣସି ପ୍ରକାର ର ବି ମନା କରି ପାରିବେ ନାହିଁ। ଏହି ନିଆୟମ ଫ୍ୟମିଲୀ ପ୍ଳନିଂ ର ନୂଆ ନିୟମ ଭାବେ ଜାରି କାର ଯାଇଛି।ତେବେ କେନ୍ଦ୍ର ସରକାର ସତ୍ୟ ପାଠ ପରେ ଏହା ମଧ୍ୟ କହିଛନ୍ତି

ହେ ଆନ୍ତର୍ଜତୀୟ ସ୍ତର ରେ ସନ୍ତାନ ପ୍ରସବ କରିବାକୁ ବାଧ୍ୟତା ମୂଳକ ଆଇନ୍ ପ୍ରଣୟନ ହୋଇ ଥିବା ରୁ ଦେଶ ବହୁ ମାତ୍ରା ରେ କ୍ଷତି ଗ୍ରସ୍ତ ର ସ୍ବୀକାର ହୋଇଛି।ଏହା କରିବା ଦ୍ୱାରା ପୁରୁଷ ଓ ମହିଳା ଉଭୟ ଦମ୍ପତି ଜନ ସଂଖ୍ୟା କୁ ସନ୍ତୁଳନ କରିବା କଷ୍ଟସାଧ୍ୟ ହୋଇ ଯାଇଛି।ତେବେ ଆପଣ ମାନେ ଆଗରୁ ଜାଣିଥିବେ ଯେ ସୁପ୍ରିମ କୋର୍ଟ ରେ ଜନ ସଂଖ୍ୟା ର ବୃଦ୍ଧି କୁ ନେଇ ପୂର୍ବରୁ ଏକ ଯାଚକ ଦାଖଲ କାର ଯାଇଥିଲା।

ତେବେ ପୂର୍ବରୁ ପ୍ୟମିଲି ପ୍ଲନିଂ ନିୟମ ଅନୁସାରେ ଦମ୍ପତି ଙ୍କୁ କେବଳ ଦୁଇଟି ସନ୍ତାନ ଜନ୍ମ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଏହି ଆବେଦନ ରେ ଦାବି କରା ଯାଇଥିଲା। ଏହା ଦ୍ବାରା ଜନ ସଂଖ୍ୟା ନିୟନ୍ତ୍ରଣ ରେ ରହିବ ଓ ଜନ ସଂଖ୍ୟା ରେ ସନ୍ତୁଳନ ରହିବ। ଜନ ସଂଖ୍ୟା ର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ,କିନ୍ତୁ ବର୍ତ୍ତମାନ ଏଇ ନିୟମ କୁ ପରିବର୍ତ୍ତନ କରା ଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାର କହିଛନ୍ତିି ଯେ ଗତ ଦୁଇ ଜନ ଗଣନା ରୁ ଏହି ତଥ୍ୟ ଜଣା ପଡ଼ିଛି ଯେ ଦମ୍ପତ୍ତି ମାନେ ନିଜେ ଦୁଇଟି ସନ୍ତାନ ର ପିତା ମାତା ହେବାକୁ ଚାହୁଛନ୍ତି।

ଏହି ନିୟମର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର କହିଥିଲେ। ତେବେ ଏବେ କୌଣସି ଦମ୍ପତ୍ତି ଙ୍କୁ ସନ୍ତାନ ଜନ୍ମ କୁ କୌଣସି ପ୍ରକାର ର ବାଧ୍ୟ କରା ଯାଇ ପାରିବ ନାହିଁ ବୋଲି କହିଛନ୍ତି। ଫ୍ୟମୀଲି ପ୍ଲାନିନଂ ରେ ପରିବର୍ତ୍ତନ ଆସିଛି। କୌଣସି ଦମ୍ପତି ଙ୍କୁ ବାଧ୍ୟ ବାଧ୍ୟକତ କାର ଯିବା ନାହିଁ ବୋଲି ସୁପ୍ରିକୋର୍ଟ ରୁ ନିର୍ଦ୍ଦେଶ ଆସିଛି। ଏହା ଦ୍ବାରା ଦେଶ ର ବହୁତ କ୍ଷତି ଗ୍ରସ୍ତ ରେ ଶିକାର ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।