ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା ରାନୀ ପଣ୍ଡାଙ୍କ ଭିଡ଼ିଓ। କାଳିଜାଇ ରେ କଲେ ଏଭଳି କାମ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ….

0

ପ୍ରତେକ ଲୋକ ନିଜ ଜୀବନ ରେ ଖୁସି ରହିବାକୁ ପସନ୍ଦ କରନ୍ତି । ଏଥି ପାଇଁ ସେମାନେ ଖୁସି ର ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ,ଯାତ୍ରାର ବହୁତ ଲୋକପ୍ରିୟତା ରହିଛି।

ପ୍ରତେକ ଲୋକ ଫିଲ୍ମ,ଯାତ୍ରା,ନାଚ,ଗୀତ ଆଦି ଦେଖି ନିଜର ମନରଞ୍ଜନ୍ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ ,ପୁରୁଣା ହେଉ ବା ନୂଆ । ସମସ୍ତେ ଫିଲ୍ମ ଦେଖି ଥାନ୍ତି,ଆଉ ତା ସହ ଅନେକ ଲୋକ ଯାତ୍ରା କୁ ମଧ୍ୟ ପସନ୍ଦ କରନ୍ତି ,ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ , ଯାତ୍ରା ଆଦି ଦେଖି ଥାନ୍ତି,ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି।

ତେବେ ଆପଣ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ବିଷୟରେ ଶୁଣି ଥିବେ , ସେ ଯାତ୍ରା ରେ ନାଚ ଗୀତ ଦେଖାଇ ଆଉ ତା ସହ ଅନେକ ଫିଲ୍ମ , ସିରିଏଲ ରେ ମଧ୍ୟ କାର୍ଯ୍ୟ କରିଛି। ତେବେ ପ୍ରତେକ ଲୋକ ତାଙ୍କୁ ଖରାପ କହି ତାଙ୍କୁ ଆଜି ସମାଜ ଆଗରେ ନିନ୍ଦା ର ପାତ୍ର କରି ଦେଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ରାନୀ ପଣ୍ଡା ସବୁବେଳେ ଭାଇରଲ ହୋଇ ଥାନ୍ତି।ତାଙ୍କର ଅନେକ ଫୋଟ , ଅନେକ ଭିଡିଓ ଆଦି ଅନେକ କିଛି ସୋସିଆଲ ମିଡିଆରେ ଭାଇରାଲ ହୋଇ ଥାଏ। ତେବେ ସେ ସବୁ ବେଳେ ବିବାଦ ରେ ରହି ଥାନ୍ତି।ତେବେ ଆପଣ ଜାଣି ଥିବେ କି ଗତ କିଛି ମାସ ଆଗରୁ ଖଣ୍ଡଗିରି ରେ ଯାତ୍ରା ରେ ରାଣୀ ପଣ୍ଡା ଙ୍କ ନାଚ ପାଇଁ ତାଙ୍କୁ ଲୋକ ବହୁତ ନିନ୍ଦା କରି ଥିଲେ।

ତେବେ ଶୁଣିବାକୁ ମିଳି ଥିଲା କି ରାଣୀ ନାଚି ନାଚି ଷ୍ଟେଜ ତଳକୁ ପଳେଇ ଆସି ଥିଲେ।ଆଉ ଜଣେ ଯୁବକ କୁ କାମୁଡି ଦେଇ ଥିଲେ। ତେବେ ଏହି ଘଟଣା ବହୁତ ଭାଇରଲ ହୋଇ ଥିଲା। ତେବେ ତାଙ୍କ ଜୀବନ ରେ ବହୁତ ନିନ୍ଦା ବିବାଦ ରେ ରହିଛନ୍ତି ରାଣୀ ପଣ୍ଡା। ତେବେ ସେ ସବୁ ସ୍ଥାନ ରେ କାମ କରିଛନ୍ତି , ସେସବୁ ସ୍ଥାନ ରେ ଆଇଟମ ଗାର୍ଲ ଭାବେ ପରିଚିତ ରହିଛନ୍ତି। ତେବେ ଆଇଟମ ଗାର୍ଲ ଭାବେ ବହୁତ ନାମ ପାଇଛନ୍ତି।

ତେବେ ସୋସିଆଲ ମିଡିଆରେ ରେ ଏକ ଭିଡିଓ ଦେଖିବାକୁ ମିଳି ଥିଲା , ଯାହା ବହୁତ ଭାଇରଲ ହୋଇ ଥିଲା । ତେବେ ଭିଡିଓ ରେ ଦେଖିବାକୁ ମିଳି ଥିଲା କି ରାନୀ ପଣ୍ଡା ମା କାଳିଯାଇ ଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ପୀଠ କୁ ଯାଇଛି, ଆଉ ସେ ସେଠାରେ ଥିବା ହ୍ରଦରେ ଲଞ୍ଚ ସାହାଯ୍ୟରେ ଯାଇ ପକ୍ଷୀ ମାନଂକୁ ଖାଇବାକୁ ଦେଉଛନ୍ତି,ଆଉ ବହୁତ ମଜା ମସ୍ତି କରିବାର ମଧ୍ୟ ଦେଖିବାକୁ ମିଳିଛି।

ତେବେ ପକ୍ଷୀ ଗୁଡିକ ମଧ୍ୟ ତାଙ୍କ ପାଖକୁ ଉଡି ଆସି ଖାଦ୍ୟ ନେଉଛନ୍ତି, ଆଉ ଏହା ବହୁତ ସୁନ୍ଦର ଦେଖା ଯାଉଛି। ତେବେ ଅନେକ ପକ୍ଷୀ ତାଙ୍କ ପାଖକୁ ଆସୁଛନ୍ତି। ସେ ମଧ୍ୟ ବହୁତ ମଜା ର ସହ ସେହି ପକ୍ଷୀ ମାନଂକୁ ଖାଇବାକୁ ଦେଉଛନ୍ତି। ତେବେ ଏହି ଭିଡିଓ ଟି ସୋସିଅଲ ରେ ମିଡ଼ିଆ ରେ ବହୁତ ଭାଇରଲ ହୋଇ ଥିଲା,ଆଉ ଲୋକ ମାନେ ମଧ୍ୟ ଏହାକୁ ବହୁତ୍ ପସନ୍ଦ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।