ବଡ଼ ଖୁଲାସା – କରୋନା ଭାଇରସ ଚୀନ ର ଏକ ଚାଲ , ପ୍ରମାଣ ସହ ବୈଜ୍ଞାନିକଙ୍କ ଖୁଲାସା

0

ଆସନ୍ତୁ ଜାଣିବା ବର୍ତ୍ତମାନ ସମୟ ର ବଡ ଖବର ଉପରେ ଯେଉଁ ଖବର କୁ ଶୁଣିବା ମାତ୍ରେ ଆପଣ ଙ୍କ ପାଦ ତଳର ମାଟି ଖସିଯିବ। ହଁ ଆଜ୍ଞା ଖବର ଅନ୍ୟ କୈଣସି ବିଷୟ ରେ ନୁହଁ ବରଁ ସାରା ବିଶ୍ଵ କୁ ଭୟଭୀତ କରି ନିଜ ର କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ଭାଇରସ୍ ବିଷୟରେ। ହଁ ଆଜ୍ଞା କରୋନା ଭାଇରସ୍ କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଭୟାନକ ତଥ୍ଯ। ସମସ୍ତେ ଭାବୁଛନ୍ତି ଯେ କରୋନା ଏକ ପ୍ରାକୃତିକ ଭାଇରସ୍।

କିନ୍ତୁ ଡକ୍ଟର ଲି ମେ ୟାନ୍ ନାମକ ଜଣେ ବୈଞ୍ୟାନିକ କହିଛନ୍ତି ଯେ କରୋନା ଭାଇରସ୍ ପ୍ରାକୃତିକ ନୁହଁ ବରଂ ମନୁଷ୍ଯ କୃତ। ଲି ମେ ଜଣେ ଭାଇରଲଜିଷ୍ଟ। ସେ ୟୁନିଭରସିଟି ଅଫ୍ ହଙ୍ଗକଙ୍ ସ୍କୁଲ ଅଫ୍ ପବ୍ଲିକ ସହିତ ସେ କାମ କରନ୍ତି। କରୋନା ଭାଇରସ୍ କୁ ଉହାନ୍ ରେ ସରକାର ଙ୍କ ଦ୍ୱାରା ଚଲା ଯାଉଥିବା ଏକ ଲ୍ୟାବ ରେ ପ୍ରସ୍ତୁତ କରାଯାଇଛି। ଏ ନେଇ ଶକ୍ତ ପ୍ରମାଣ ଡାକ୍ତର ଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି।

ଡାକ୍ତର ଲି ମେ ଉହାନ୍ ରେ ନିମୋନିଆ ଟେଷ୍ଟ ପାଇଁ ସରକାରୀ ଅର୍ଡର ପାଇଥିଲେ। ଏବଂ ସେହି ଲ୍ୟାବ ରେ କରୋନା ଭାଇରସ୍ ସ୍ଋଷ୍ଟି କରାଯିବା କୁ ନେଇ ଖବର ପାଇଲେ। କେବଳ ସେତିକି ନୁହଁ କରୋନା ସଂକ୍ରମଣ ବଢିବା ର ବହୁ ପୂର୍ବରୁ ସରକାର ଙ୍କୁ ଏହି ବିଷୟ ରେ ଜଣାଥିବା ସେ କହିଛନ୍ତି ଏବଂ ଏହି କଥା କୁ ସେ ଦାବୀ କରିବା ପରେ ଲି ମେ ଙ୍କୁ ଚୀନ୍ ରେ ଡରି ଡରି ରହିବା ପାଇଁ ପଡିଲା

,କାରଣ ସେ ସେଠାକାର ସରକାର ଙ୍କ ବିରୋଧ ରେ କହିଚାଲି ଥିଲେ। ଏହା ପରେ ସେ ନିଜର ସୁରକ୍ଷା ପାଇଁ ୟୁ ଏସ୍ ଚାଲି ଆସିଛନ୍ତି ବୋଲି ନିଜେ କହିଛନ୍ତି। ସେ ବର୍ତ୍ତମାନ ନିଜର ସୁରକ୍ଷା ପାଇଁ ଆମେରିକା ର ଏକ ସିକ୍ରେଟ ଲୋକେସନ୍ ରେ ରହିଛନ୍ତି।

ଏହି ସିକ୍ରେଟ ଲୋକେସନ୍ ରୁ ସେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କୁ ସାକ୍ଷାତ କାର ଦେଇ କହିଛନ୍ତି ମହାମାରୀ କରୋନା ପ୍ରାକୃତିକ ନୁହଁ ବରଂ ଉହାନ୍ ର ସେହି ନିର୍ଦ୍ଦିଷ୍ଟ ଲ୍ୟାବ ରୁ ହିଁ ସ୍ଋଷ୍ଟି କରାଯାଇଛି। ପ୍ରଥମ ରୁ କୁହାଯାଉଥିଲା କି କରୋନା ଭାଇରସ୍ ଉହାନ୍ ର ମାଛ ମାର୍କେଟ ରୁ ସୃଷ୍ଟି ହୋଇଥିଲା କିନ୍ତୁ ସେ ସିଧା ସିଧା କହିଛନ୍ତି କରୋନା ପ୍ରକୃତି ରୁ ସୃଷ୍ଟି ହୋଇନାହିଁ।

ଚାଇନା ମିଲିଟାରୀ ଇନ୍ଷ୍ଟିଚ୍ୟୁଟ୍ ରେ ଲେଖାଯାଇଛି cc45 ଏବଂ zxc41 ଏହି ନା କୁ କରୋନା ଭାଇରସ୍ ଖୋଜିବା ପାଇଁ ନାମକରଣ କରାଯାଇଛି। ଏହାର ଆଧାର ରେ ହିଁ କରୋନା ଭାଇରସ୍ ନୋବେଲ ଭାଇରସ୍ ବନିଯାଇଛି। ୟାନ୍ ବାରମ୍ବାର କଥା ରିପିଟ୍ କରି କହିଛନ୍ତି ତାଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି। ଏହି ଭାଇରସ୍ ଉହାନ୍ ର ଲ୍ୟାବ ରୁ ଆସିଛି ଯାହା ଚିନ୍ ସରକାର କଣ୍ଟ୍ରୋଲ ରେ ଅଛି। ସେ ଏହାକୁ ନେଇ ପୂର୍ବରୁ ବୈଞାନିକ ଙ୍କ ସାଥିରେ କାମ କରୁଛନ୍ତି। ସେ ଏହାକୁ ନେଇ ଦୁଇଟି ତଥ୍ୟ ସାମ୍ନା କୁ ଆଣିବେ ଏବଂ ସମସ୍ତ ବୈଞାନିକ ଏହି ଭାଇରସ୍ ବିଷୟ ରେ କହିବେ।ନିଜର ପ୍ରଥମ ରିପୋର୍ଟ ରେ

ସେ କହିଛନ୍ତି COV2 ଜିନୋମ୍ ସିକ୍ୟୁଏନ୍ସ କୁ ବ୍ୟବହାର କରି ସେ କିଛି ପ୍ରମାଣ ପାଇଛନ୍ତି। ଏହି ସିକ୍ୟୁଏନ୍ସ ମଣିଷ ର ଫିଙ୍ଗର୍ ପ୍ରିଣ୍ଟ ଭଳି ହୋଇଥାଏ,ଯିଏ ବାୟୋଲୋଜି ବିଷୟ ରେ କିଛି ଜାଣି ନାହିଁ ଏହି ରିପୋର୍ଟ ପଢିଲେ ସେ ସବୁ ଜାଣିପାରିବ। ସାଧାରଣ ଲୋକ ଏହାକୁ ଦେଖିଲେ ବୁଝିପାରିବ ଏବଂ ଚେକ୍ ମଧ୍ଯ କରିପାରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।