ହେ ଭଗବାନ ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ! ଷଡ଼ଯନ୍ତ୍ରକୁ ନେଇ ଆସିଲା ଚିଠି, ! ଖବରଟି ସଂମ୍ପୂର୍ଣ୍ଣ ପଢନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ …..

0

ଆମ ରାଜ୍ୟରେ ତ ରାଜନୀତି ସବୁବେଳେ ଚର୍ଚ୍ଚା ରେ ଥାଏ। ରାଜ୍ୟ ରେ ରାଜନୀତି ପାଇଁ ଲୋକ ପାଇଁ ମାଡ ଗୋଳ ମଧ୍ୟ ଲାଗି ଯାଆନ୍ତି। ଆମ ରାଜ୍ୟରେ ନବୀନ ସରକାର ଅର୍ଥାତ୍ ବିଜେଡି ଦଳ ର ଶାସନ ଚାଲେ, ବିଗତ ବାଇଶ ବର୍ଷ ହେବ ଓଡିଶା ବାସୀ ମାନେ ବିଜେଡି କୁ ଏହି ରାଜ୍ୟ ର ରାଜନୀତି ଗାଦି ରେ ଶାସକ ଭାବରେ ବସେଇ ଆସିଛନ୍ତି ଏବଂ ବିଜେଡି ମଧ୍ୟ ବାଇଶ ବର୍ଷ ଧରି ଓଡିଶା ରେ ଶାସନ କରି ଆସୁଛି।

ରାଜ୍ୟ ରେ ମୋଟ୍ ତିନୋଟି ମୁଖ୍ୟ ଦଳ ଅଛନ୍ତି, ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନ ଦଳ ମଧ୍ୟ ରେ ସବୁବେଳେ ତୁ ତୁ ମେ ମେ ଲାଗି ରହିଥାଏ। ସମସ୍ତେ ଅପେକ୍ଷା କରି ଥାଆନ୍ତି ଗୋଟିଏ ଦଳ ର ଭୁଲ୍ କୁ କିପରି ଗୋଟିଏ ଦଳ କିଛି ଭୁଲ୍ କରିବେ ଆଉ ଅନ୍ୟ ଦଳ କିପରି ତାଙ୍କ ର ସେହି ଭୁଲ୍ ଟି କୁ ଧରି ରାଜନୀତି କରିବା ଆରମ୍ଭ କରିଦେବେ।

ବିଜେପି ଓ କଂଗ୍ରେସ ଦଳ ସବୁବେଳେ ବିଜେଡି ଦଳ ସହ ଲାଗି ଥାଆନ୍ତି, କିପରି ବିଜେଡି ଦଳକୁ ଓଡିଶା ରାଜନୀତି ଗାଦି ରୁ କାଢିବେ ବୋଲି। ସେହି ସବୁ ଦଳ ରେ ଏପରି ବି ଅନେକ ଟାଣୁଆ ଟାଣୁଆ ନେତା ଅଛନ୍ତି ଯେଉଁମାନେ କି ନବୀନ ବାବୁ ଙ୍କୁ ସିଧାସଳଖ ଭାବେ ଚ୍ୟାଲେଞ୍ଜ ମଧ୍ୟ ଦେଇ ଦିଅନ୍ତି। ନେତା ମାନେ କେତେବେଳେ ନିଜର କିଛି ଅପ୍ରୀତିକର କାର୍ଯ୍ୟ କରି ଚର୍ଚ୍ଚା କୁ ଆସିଥାନ୍ତି। ତେବେ ଆଜିର ରାଜନୀତି ବ୍ୟବସୟ୍ ପାଲଟି ଗଲାଣି। ତେବେ ରାଜନୀତି ରେ ପ୍ରତେକ ଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳି ଥାଏ।

ଏବେ ସବୁ ଆଡେ ପ୍ରଚାର୍ ହେଉଛି କି ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟକ ଙ୍କୁ ମିଳିଛି ହତ୍ୟା ଧମକ । ତେବେ ସେ ହେଉଛନ୍ତି ଆମ ରାଜ୍ୟ ର ଜଣେ ଶ୍ରେଷ୍ଠ ମୁଖ୍ୟ ମନ୍ତ୍ରୀ। ତେବେ ସେ ଗତ ୨୨ ବର୍ଷ ଧରି ଆମ ଓଡିଶା କୁ ଶାସନ କରି ଆସୁଛନ୍ତି। ତେବେ ସେ ବିନା କୌଣସି ସ୍ଵାର୍ଥ୍ ରେ ସାରା ରାଜ୍ୟ କୁ ଶାସନ କରି ଆସୁଛନ୍ତି। ତେବେ ସେ ସମସ୍ତ ଙ୍କ ଦୁଃଖ ସୁଖ ବୁଝି ଆସୁ ଛନ୍ତି। ତେବେ ସେ ହେଉଛିନ୍ତି ପ୍ରଥମ ରାଜନେତା ଯିଏ କି ଦିର୍ଘ ୨୨ ବର୍ଷ ଧରି ଶାସନ କରି ଆସୁଛନ୍ତି। ତେବେ ତାଙ୍କୁ ହତ୍ୟା ଧମକ୍ ମିଳିଲା ପରେ ପୁରା ରାଜ୍ୟ ରେ ଚହଳ ସୃଷ୍ଟି ହୋଇଛି।ତେବେ ତାଙ୍କ ପାଖକୁ ହତ୍ୟା ଧମକ ର ଏକ ଚିଠି ଆସିଥିଲା।

ତେବେ ସୂଚନା ଅନୁଯାୟୀ ଏମାନେ କେହି ଛୋଟ ମୋଟ ଗୁଣ୍ଡା ନୁହନ୍ତି। ଏମାନେ ହେଉଛିନ୍ତି ସୁପାରି କିଲର୍ ।ତେବେ ଏମାନେ ଆଧୁନିକ ଅସ୍ତ୍ର ଶସ୍ତ୍ର ଏକେ -୪୭ ବ୍ୟବହାର କରୁଛନ୍ତି। ତେବେ ହତ୍ୟା ଧମକ୍ ପରେ ମୁଖ୍ୟ ମନ୍ତ୍ରୀ ଙ୍କୁ ସତର୍କ ରହିବାକୁ କୁହା ଯାଇଛି।ତେବେ ପ୍ରକ୍ରୁତ ରେ ଏହି ଚିଠି କିଏ ଲେଖିଛି , କଣ ପାଇଁ ଲେଖିଛି ଏହା ଜଣା ପଡି ନାହିଁ। ତେବେ ସେହି ଚିଠି ରେ ୧୭ ଟି ଗାଡି ନମ୍ବର ମଧ୍ୟ ଉଲେଖ୍ କରା ଯାଇଛି ।

ତେବେ ମୁଖ୍ୟ ମନ୍ତ୍ରୀ ଙ୍କ ସୁରକ୍ଷା ପୁରା କଡା କଡ଼ି କରିଦିଆ ଯାଇଛି। ତେବେ ଏହି ଘଟଣା ପଛରେ କାହାର ହାତ ଅଛି ତାହାର ଖୋଳ ତାଡ ସମସ୍ତ୍ ବିଭାଗ ର ଲୋକ ଏଥିରେ ନିଜୁକ୍ତ୍ ଅଛନ୍ତି। ତେବେ ଖୁବ ଶୀଘ୍ର ଧମକ କିଏ ଦେଇଛି ତାହ ଜଣା ପଡି ଯିବ। ଏହି ଘଟଣା ଏବେ ସାରା ରାଜ୍ୟ ନିଆଁ ଭଳି ବ୍ୟାପିବା ରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।