ବିଶ୍ବାସ ନହେଲେ ବି ସତ ! 11 ବର୍ଷର ଝିଅ ସ୍କୁଲରେ ହେଲେ ପ୍ରଧାନ ଶିକ୍ଷକ , ପ୍ରଥମ ଦିନ ସ୍କୁଲରେ ଏମିତି କିଛି କରି ଦେଖାଇଲେ ସମସ୍ତ ଷ୍ଟାପ୍ ହୋଇଗରେ ଚକିତ…..

0

ନିଜର ବୁଦ୍ଧି କଳା ଦେଖାଇବା ପାଇଁଁ ବୟସ ତାର ପ୍ରତିବନ୍ଧକ ହୋଇ ନଥାଏ। କିଛି ଜଣ ବୃଦ୍ଧା ଅବସ୍ଥାରେ ଚମତ୍କାର କରନ୍ତି ତ କିଛି ଜଣ ଶିଶୁ ଅବସ୍ଥାରେ। ତେବେ ବର୍ତ୍ତମାନ ଯୁଗ ରେ ଉଭୟ ପୁଅ ଝିଅ ସମାନ ସ୍ତର ର । ପୁଅ ମାନଙ୍କର ଯେତିକ ଅଧିକାର ରହିଛି ସମତୁଲ ଝିଅମାନଙ୍କ ସହ ମଧ୍ୟ ରହିଛି। ତେବେ ଆକଳନ କରି ଦେଖା ଯାଇଛି ଯେ ଝିଅ ମାନେ ଶିକ୍ଷା ଦିଗରେ ପୁଅ ମାନଙ୍କୁ ପଛରେ ପକାଇଛନ୍ତି। ପରିବାର ଲୋକ ଙ୍କ ସ୍ବପ୍ନ ଥାଏ ତାଙ୍କ ପିଲା ବଡ଼ ହୋଇ କଣ କରିବା।

ଦେଖିବାକୁ ଗଲେ ବିଶେଷ ଭାବରେ ଝିଅ ଅପେକ୍ଷା ପୁଅ ମାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି ପରିବାର ଲୋକେ। ବଡ଼ ହେଲା ପରେ ପୁଅ ଟି କଣ କରିବା ତାହା ଜଣା ନଥାଏ। ତେବେ ପିଲାମାନେ ବଡ ହୋଇ ଭଲ ମଣିଷ ଟେ ହୁଅନ୍ତୁ ଦେଶ ର ଉନ୍ନତି କରନ୍ତୁ ବୋଲି ପ୍ରତି ବାପା ମାଆ ଙ୍କ ଇଛା। ଏହା ପାଇଁ ବାପା ମାଆ ମାନେ ପିଲା ମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ କିଛି ଯୋଜନା କରିଥାନ୍ତି। ତାହା କେତେ ଦୂର ସଫଳ ହେବ ଜଣା ନଥାଏ।ପିଲା ମାନଙ୍କ ଜୀବନ ପ୍ରଣାଳୀ ନିର୍ଭର କରେ ପରିବେଶ ଓ ପରିସ୍ଥିତି।

ଆଜି ଆମେ ଏମିତି କିଛି ଘଟଣା ନେଇ ଆସିଛୁ ଆପଣଙ୍କ ସାମ୍ନା କୁ। ଆଶ୍ଚର୍ଯ୍ୟଜନକ ହେଲେ ବି ସତ ଘଟଣାଟିଏ। ଖୁବ କମ ବୟସର ଝିଅ ଟିଏ ଏମିତି କିଛି କାମ କରି ପରିବାର ଲୋକ ଙ୍କୁ ଗର୍ବ କରାଇଛି। ଜଣେ ୧୧ ବର୍ଷୀୟ ଝିଅ ଖୁସି ନିଜ ସ୍କୁଲ ରେ ପ୍ରିନସିପଲ୍ ହୋଇଛି। ଝିଅ ର ପ୍ରିନ୍ସିପଲ୍ ହେବାକୁ ନେଇ ପରିବାର ଲୋକ ଖୁସି ଅଛନ୍ତି,

ଏହି ଘଟଣା ଟି ଫିରୋଜପୁର ର ଗାର୍ଲ୍ ସେକେଣ୍ଡାରୀ ସ୍କଲ ର ଅଟେ। ଖୁସି ର ବାପା ନାହାଁନ୍ତି,ଗରିବ ଶ୍ରେଣୀ ରୁ ଖୁସି ର ଜନ୍ମ। ବିଧାୟକ ଖୁସି କୁ ସ୍କୁଲ୍ ର ପ୍ରିନସିପଲ୍ ହେବା ପାଇଁ ପଚାରିଥିଲେ,ଖୁସି ରାଜି ହୋଇଥିଲା। ତେଣୁ ବିଧାୟକ ଖୁସି କୁ ସ୍କୁଲ୍ ର ଗୋଟିଏ ଦିନ ପାଇଁ ପ୍ରିଂଶିପଲ୍ କରାଇଥିଲେ।

ତେବେ ସେହି ସମୟରେ ଖୁସି ର ମା ରୋଜି ବାଲା ମଧ୍ୟ ସ୍କୁଲ୍ ରେ ଉପସ୍ଥିତ ଥିଲେ। ଖୁସି ର ମାଆ ନିଜକୁ ଗର୍ବ ଅନୁଭବ ହେଉଛି ବୋଲି କହିଥିଲେ। ଏହା ମଧ୍ୟ କହିଥିଲେ ଏହା ମୋ ପିଲା ର ଭାଗ୍ୟ ସେ ଗୋଟିଏ ଦିନରେ ପାଇଁ ନିଜ ସ୍କୁଲ ରେ ପ୍ରିଁଶିପଲ୍ ହୋଇପାରିଛି।

ତେବେ ଖୁସି ଗରିବ ପରିବାର ରୁ ଆସିଛି ବୋଲି ବିଧାୟକ ଜାଣି ପାରି ଖୁସି ନାମ ରେ ୫୧ ହଜାର ଟଙ୍କା ର ଏକ FD ପ୍ରଦାନ କରିଥିଲେ। ଖୁସି ର ମାଆ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ କହିଥିଲେ।ତେବେ ବିଧାୟକ ଙ୍କ ଏପରି ପଦକ୍ଷେପ କୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି। ତେବେ ଝିଅ ହେଉ କି ପୁଅ ଉଭୟ ସମାନ ହୋଇଥାନ୍ତି,ଉଭୟଙ୍କୁ ଉପଯୁକ୍ତ ଶିକ୍ଷା ମିଳିବା ଦ୍ଵାରା ଦେଶରେ ସମୃଦ୍ଧି ଘଟୁଛି।

Inspire Post From – nari.punjabkesari.in/

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।