ଭାଇରାଲ ହେଲା ବିବାହ ସମୟ ର ଦୃଶ୍ୟ ବିବାହ ବନ୍ଧନ ରେ ବାନ୍ଧିହେଲେ ପୁନମ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି କ’ଣ

0

ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହିସାବରେ ପୁନମ ଙ୍କୁ କିଏ ବା ନ ଜାଣେ। ତେବେ ତାଙ୍କର ଆଜି ବିବାହ ର ଏକ ଫୋଟ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ଫୋଟରେ ସେ ଜଣେ ପୁରୁଷ ଙ୍କ ସହିତ ବିବାହ ହେବାର ଦେଖା ଯାଇଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ଫୋଟ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଉଠୁଥିବେ। କାରଣ ପୁନମ ନିଜ ବିବାହ ପାଇଁ ପ୍ରସ୍ତୁତି ନଥିଲେ ତେବେ ସେ ଏହି କରୋନା ସମୟରେ ହଟାତ କିପରି ବିବାହ କରିବାର ନିଷ୍ପତ୍ତି ନେଇ ଗଲେ। ତେବେ ସେ କଣ ଏହି ବିବାହ ପାଇଁ ପୂର୍ବରୁ ପ୍ରସ୍ତୁତି କରୁଥିଲେ ନା ତାଙ୍କର ଏହି ବିବାହ ପଛରେ କୌଣସି ମଜବୁରୀ ରହିଛି ଏହିପରି ଅନେକ ପ୍ରଶ୍ନ ତାଙ୍କର ଫ୍ୟାନ ମାନେ ସୋସିଆଲ ମିଡ଼ିଆ ରେ ଟୁଇଟ କରି ଚାଲିଛନ୍ତି।


କିନ୍ତୁ ପ୍ରକୃତ କଥା ଟି ହେଲା ପୁନମ ସତରେ ବିବାହ କରି ନାହାନ୍ତି। ସେ ମଧ୍ୟ ଏବେ ମିଡ଼ିଆ ରେ ବିବାହ ପାଇଁ ପ୍ରସ୍ତୁତି ନ ଥିବା କଥା ପ୍ରକାଶ କରିଛନ୍ତି। ତାଙ୍କର କହିବା କଥା ଏବେ ସେ ନିଜ କ୍ୟାରିଅର ଉପରେ ଅଧିକ ମାତ୍ରାରେ ଫକସ କରିବାକୁ ସ୍ଥିର କରିଛନ୍ତି। ତାହା ସହିତ ସେ ତାଙ୍କର ଏହି ଅଗଣିତ ଦର୍ଶକ ମାନଙ୍କୁ ବିବାହ କଲେ ନିହାତି ଭାବରେ ସୂଚନା ଦେବେ ବୋଲି ଜଣାଇ ଦେଇଛନ୍ତି। ତେବେ ଏଥିପାଇଁ ପ୍ରଶଂସକ ମାନେ ଚିନ୍ତା କରିବାର ନାହିଁ।


ତେବେ ଏହି ଫୋଟରେ ଯେଉଁଥିରେ ଦେଖିବାକୁ ମିଳୁଛି କି ପୁନମ ଏକ ବିବାହ ଗେଟ ଆପ ରେ ଜଣେ ପୁରୁଷ ବନ୍ଧୁ ଙ୍କ ସହିତ ଫେର ନେଉଥିବାର ଦେଖିବାକୁ ମିଳୁଛନ୍ତି। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହି ଫୋଟ ହେଉଛି ଏକ ଫିଲ୍ମ ସୁଟିଂ ସମୟର। ତାଙ୍କର ଆଗାମୀ ଫିଲ୍ମ ରିଲିଜ ହେବାକୁ ଥିବାରୁ ଏହି ପରି ଏକ ଦୃଶ୍ୟ ତାଙ୍କର ଏହି ଫିଲ୍ମ ରେ ଦେଖିବାକୁ ମିଳିବ। ଯେଉଁଥିରେ ସେ ବିବାହ ବନ୍ଧନରେ ବାନ୍ଧି ହେବାର ଦୃଶ୍ୟ ରହିଛି ।


ତେଣୁ ଦର୍ଶକ ମାନେ ଏହି ଫୋଟ କୁ ନେଇ ଥିବା ସମସ୍ତ ପ୍ରକାର ଦ୍ଵନ୍ଦ ର ପରିସମାପ୍ତି ଘଟିଛି। ପୁନମ ଅନେକ ଓଡ଼ିଆ ସିନେମା ରେ କାମ କରି ସାରିଛନ୍ତି। ସେ ଦେଖିବାକୁ ପ୍ରାୟ ବହୁତ ସୁନ୍ଦର। ତାଙ୍କର ଅଭିନୟ ପାଇଁ ସେ ଅନେକ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଏହି ଲୋକ ପ୍ରିୟତା ପାଇଁ ସେ ଅନେକ ଲିଡ଼ ଏକଟ୍ରେସ ହିସାବରେ କାମ କରିଛନ୍ତି। ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହି ଓଡ଼ିଆ ଫିଲ୍ମ ରେ ପୁଣି ଥରେ ନଜର ଆସିବେ ବୋଲି ଜଣା ପଡ଼ିଛି।  ତେଣୁ ପୁନମ ଙ୍କ ବିବାହ ନେଇ ଚାଲିଥିବା ଚର୍ଚ୍ଚା ର ସମାପ୍ତି ହୋଇଛି। କାରଣ ଏହା ତାଙ୍କର ଏକ ଫିଲ୍ମ ର ଦୃଶ୍ୟ ଥିବାର ସୂଚନା ମିଳିଛି। ତେଣୁ ତାଙ୍କୁ ଭଲ ପାଉଥିବା ଦର୍ଶକ ବନ୍ଧୁ ମାନେ ତାଙ୍କ ଆଗାମୀ ଫିଲ୍ମ ପାଇଁ ଅପେକ୍ଷା କରି ରୁହନ୍ତୁ। ଜଲଦି ହି ଏହା ରିଲିଜ ହେବାକୁ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।