ଦେଖନ୍ତୁ ଭିଡିଓ – ଏହି ଅଭିନେତା ପ୍ରେମିକା ଙ୍କର ଠାରୁ ଧକ୍କା ପାଇବା ପରେ ସୋସିଆଲ ମିଡ଼ିଆ ରେ Facebook ରେ ଛାଡିଲେ ଅନ୍ତରଣ ମୁହୂର୍ତ ର ଫଟୋ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି ।

ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଆଜି ଆମେ ଆପଣଙ୍କୁ ଏମିତି ଏକ ତ୍ରୀପାକ୍ଷୀ ପ୍ରେମ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଅପଣଙ୍କୁ ହସ ଲାଗିବ ଓ ଲଜ୍ୟା ମଧ୍ୟ ।

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ସୂଚନାଯୋଗ୍ୟ ଯେ,ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଅଭିନେତା ତାଙ୍କର ପ୍ରେମିକା ସହ ଥିବା କେତେକ ଅନ୍ତରଙ୍ଗ ତଥା ଅଶୀଳ ଭିଡ଼ିଓ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓ ଟି ଭାଇରଲ ହେବା ପଛରେ ଯାହା କାରଣ ରହିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସେହି ଅଭିନେତା ଙ୍କର କହିବା ଅନୁସାରେ ତାଙ୍କର ଗାର୍ଲଫ୍ରେଣ୍ଡ ବର୍ତ୍ତମାନ ତାଙ୍କୁ ପ୍ରେମ ରେ ପ୍ରତାରଣ ବା ଧକ୍କା ଦେଇଛନ୍ତି ।ତେବେ ସେ ତାଙ୍କ ଗାର୍ଲଫ୍ରେଣ୍ଡ ର ଏହି ପ୍ରତାରଣା କାରଣ ସେ ତାଙ୍କ ସହ ବିତାଇ ଥିବା କେତେକ ଅନ୍ତରଙ୍ଗ ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।

ତେବେ ସେ କହିଛନ୍ତି ଯେ , ଏହି ଭିଡ଼ିଓ ପୋଷ୍ଟ କରିବା ପରେ ବଧ ହୁଏ ମୁଁ ଆତ୍ମହତ୍ୟା କରିବି କିମ୍ବା ପୋଲିସ ମତେ ଗିରଫ କରିନେବେ ।କିନ୍ତୁ ମୋ ସହ ପ୍ରେମ ନାମ ରେ ଛଳନା କରିଥିବା ଏବଂ ମୋ ଠାରୁ ନିଜର ସ୍ୱାର୍ଥ ହାସଲ କରିବା ପରେ ପ୍ରତାରଣା କରିଥିବା ମହିଳା ଙ୍କ ପାଇଁ ଏହା କୌଣସି ଭୁଲ ନାହିଁ ।କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାକୁ ଲାଗିଛି ।କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଯୁବକ ଙ୍କୁ ଗିରଫ କରିନାହାନ୍ତି ପୋଲିସ କର୍ମଚାରୀ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।