ସବୁଠୁ ବଡ ଖବର ପରୀ ମା ସହିତ ଫୋନ କରି କଥା ହେଲେ ନିର୍ଭୟା ଓକିଲ ସୀମା ! କହିଲେ ମା, ତୁମେ ବ୍ୟସ୍ତ ହୁଅନା ପରୀ ଙ୍କୁ ମୁଁ ନିଶ୍ଚିତ ନ୍ୟାୟ ଦେବି ! ଏପରି ଓକଲି ପାଇଁ ହୃଦୟରୁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

0

ପରୀ ହତ୍ଯା ମାମଲା କୁ ନେଇ ଆସିଲା ନୂଆ ଏକ ବଡ ଟୁଇସ୍ଟ। ୫ ବର୍ଷ ର ନାବାଳିକା ପରୀ ହତ୍ୟାକାଣ୍ଡ କୁ ଦୀର୍ଘ ୫ ମାସ ବିତି ଯାଇଥିଲେ ମଧ୍ଯ ପରୀ ହତ୍ୟା କାଣ୍ଡ ର ଅସଲ ଆସାମୀ କୁ ପୋଲିସ ଏ ପର୍ଯ୍ୟନ୍ତ ଧରିପାରି ନାହିଁ। ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାଜ୍ଯ ରାଜନୀତିରେ ସବୁଠାରେ ପରୀ ମୃତ୍ୟୁ ମାମଲା ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ନିକଟ ରେ ନିର୍ଭୟା ଓକିଲ ସୀମା ନିଜେ ପରୀ ମା ଙ୍କ ସହିତ କଥା ହୋଇଛନ୍ତି।

ବହୁ ଚର୍ଚିତ ପରୀ ହତ୍ୟା ମାମଲା ରେ ନିର୍ଭୟା ଓକିଲ ସୀମା ନିଜେ ଫୋନ ରେ କଥା ହୋଇଛନ୍ତି, ଆଉ ଏ ନେଇ ଆଇନ୍ ଜୀବୀ ସୀମା ନିଜେ ସୂଚନା ଦେଇଛନ୍ତି। ତେବେ ନିକଟ ରେ ପରୀ ହତ୍ଯା ମାମଲା କୁ ସୀମା ଲଢନ୍ତୁ ବୋଲି ଅନୁରୋଧ ହୋଇଥିଲା ଏବଂ ଏହା କୁ ନେଇ ସମ୍ବିତ୍ ନନ୍ଦ ସୀମା ଙ୍କୁ ଟ୍ୱିଟ୍ କରିଥିବା ବେଳେ ପରୀ ହତ୍ଯା କାଣ୍ଡ ର ସବିଶେଷ ତଥ୍ଯ ମାଗିଥିଲେ ନିର୍ଭୟା ଙ୍କ ଓକିଲ ସୀମା।

ଏହା ସହିତ ସମାଜ ସେବୀ ଶିବ ଶଙ୍କର ସ୍ୱାଇଁ ଲଗାତାର ଭାବେ ନିର୍ଭୟା ଓକିଲ ସୀମା ଙ୍କ ସହିତ ଲଗାତାର ଯୋଗାଯୋଗ କରିଥିଲେ। ତେବେ ପରୀ କିଭଳି ଭାବରେ ନ୍ୟାୟ ପାଇବ ସେଥିପାଇଁ କିଛି ବୁଧ୍ଧିଜୀବୀ ଏବଂ ଯୁବ ବର୍ଗ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ତେବେ ସେ ପଟେ ପରୀ କେସ୍ ର ସବିଶେଷ ତଥ୍ଯ ଯୋଗାଡ କରି ତାହାକୁ ଭାବେ ଯାଞ୍ଚ କରୁଛନ୍ତି ନିର୍ଭୟା ଙ୍କ ଓକିଲ ଏବଂ ଗତ କାଲି ସମାଜ ସେବୀ ଶିବଶଙ୍କର ଙ୍କ ମାଧ୍ଯମ ରେ ପରୀ ମା ଙ୍କ ସହିତ ଫୋନ ରେ କଥା ହୋଇଛନ୍ତି ନିର୍ଭୟା ଙ୍କ ଓକିଲ ସୀମା।

ଏହାପରେ ସୀମା ସୂଚନା ଦେଇଛନ୍ତି ଯେ ସେ ବର୍ତମାନ ପରୀ ର ମା ଓ ବାପା ଙ୍କ ସହିତ କଥା ହୋଇଛନ୍ତି । ଏ ଭଳି ଅମାନୁଷିକ କାର୍ଯ୍ୟ କରିଥିବା ଅପରାଧୀ କୁ କିଭଳି ଯଥା ଶୀଘ୍ର ଦଣ୍ଡ ଦିଆଯିବ ସେହି ପ୍ରୟାସ ଜାରି ରଖିଛନ୍ତି। ଏହି ମିଶନ କୁ ସେ ଜଷ୍ଟିସ ଫର୍ ପରୀ ନାମ ରଖିଛନ୍ତି।

ଏଥି ସହିତ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଟାର୍ଗେଟ କରି ଟ୍ୟାଗ୍ କରି କହିଛନ୍ତି ଯେ ନବୀନ ପଟ୍ଟନାୟକ ଜୀ ଏହା ଆପଣ ଙ୍କ ପାଇଁ ଏକ ଅତ୍ଯନ୍ତ ଲଜ୍ଜା ଜନକ। ତେବେ ସୀମା ଙ୍କ ଏହିପରି ବୟାନ ପରେ ପରୀ ମା ଙ୍କ ମନରେ ଆଶା ସନ୍ଚାର ହୋଇଛି ଯେ ତାଙ୍କ ଝିଅ କୁ ଏଥ ର ନିଶ୍ଚୟ ନ୍ଯାୟ ମିଳିବ। କାରଣ ନିର୍ଭୟା ଙ୍କ ଓକିଲ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ମାନେ ଦୋଷୀ ନିହାତି ଦଣ୍ଡ ପାଇବ।

ନିର୍ଭୟା ଘଟଣା ର ଦୋଷୀ ଙ୍କ ଓକିଲ ଯେତେ ବାହାନା କଲେ ମଧ୍ଯ ସୀମା ଙ୍କ ଯୁକ୍ତି ଓ ପ୍ରମାଣ ଆଗରେ ହାର୍ ମାନିଥିଲେ ଏବଂ ଦୋଷୀ କୁ ଫାସୀ ହୋଇଥିଲା। ଏହା ପରେ ଯେଉଁଠି ଅନ୍ୟାୟ ହେଉଛି ସେହି ଠାରେ ସୀମା ଙ୍କୁ ଅନୁରୋଧ କରାଯାଉଛି। ତେବେ ପରୀ କେସ୍ ରେ ସୀମା ଙ୍କ ପକ୍ଷ ରୁ ସାକାରାତ୍ମକ ସୂଚନା ମିଳିଛି ଏବଂ ସେ ନିହାତି ପରୀ କୁ ନ୍ଯାୟ ଦେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।