Breaking News– 21 ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ 7 ବର୍ଷ ଜେଲ ଯିବ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଜୋରିମନା ! ସେୟାର କରି ନିଜ ପିଲାମାନଙ୍କୁ ସତର୍କ କରାନ୍ତୁ…..

0

ଆମ ଦେଶର ସରକାର ଲୋକ ଙ୍କୁ ସୁରକ୍ଷିତ ଓ ସମସ୍ତ ପ୍ରକାର ସୁବିଧା କୁ ଯୋଗାଇ ଦେବା ପାଇଁ ସବୁବେଳେ ଅନେକ ପ୍ରକାର ର ଚେଷ୍ଟା ଜାରି ରଖିଛନ୍ତି। ଆଉ ପ୍ରତିବର୍ଷ ଲୋକ ମାନଙ୍କ ର ହିତ ପାଇଁ ସରକାର ଅନେକ ପ୍ରକାରର ନିୟମ ସବୁ ଲାଗୁ କରୁଛନ୍ତି ଏବଂ ଅନେକ ଟଙ୍କା ସବୁ ଖର୍ଚ୍ଚ କରି ଏହାକୁ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି। ଆମ ଦେଶରେ ତ ଦେଖିବାକୁ ଗଲେ ଅନେକ ଗରୀବ ଲୋକ, ଆଦିବାସୀ, ଦିନମଜୁରୀଆ ଆଦି ଲୋକ ମାନୃ ବସବାସ କରୁଛନ୍ତି। ଏହି ସବୁ ଲୋକ ମାନେ ବହୁତ ଗରୀବ ମଧ୍ୟ ଦିନକୁ ଦି ମୁଠା ଖାଇବା ପାଇଁ ମଧ୍ୟ ପାଉ ନାହାଁନ୍ତି।

ସେହି ମାନଙ୍କ ପାଇଁ ସରକାର ସବୁବେଳେ ଚେଷ୍ଟିତ ଥାଆନ୍ତି, କିପରି ଭାବେ ଦେଶରେ ସବୁ ଗରୀବ ଲୋକମାନେ ସହାୟତା ପାଇ ପାରିବେ ଓ ଲୋକ ମାନଙ୍କ ପାଖରେ କିପରି ସରକାର ଙ୍କ ର ନିୟମ ଏବଂ ଯୋଜନା ପହଁଞ୍ଚିପାରିବ। ତେବେ ଏବେ ମଧ୍ୟ ସରକାର ଆଉ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ସେହି ନିୟମ ସମ୍ପର୍କରେ।

ଏବେ ର ଦୁନିଆରେ ଯେଉଁ ସବୁ ଅସାମାଜିକ କାମ ସବୁ ଦେଖିବାକୁ ମିଳୁଛି ବା ଯେଉଁ ସବୁ ଅପ୍ରୀତିକର କାମ ସବୁ ଲୋକ ମାନେ କରୁଛନ୍ତି ତାହା ମୂଳରେ କେବଳ ଗୋଟିଏ ଜିନିଷ ତାହା ହେଉଛି ନିଶା। ଲୋକ ମାନେ ପ୍ରାୟତଃ ଆଜି ର ସମୟ ରେ ସମସ୍ତେ ନିଶା ଦ୍ରବ୍ୟ ଖାଉଛନ୍ତି ଏବଂ ଏହା ପରେ ସେମାନେ ନିଜର ହୋସ୍ ରେ ରହୁ ନାହାଁନ୍ତି ଏବଂ ଏହି ସମୟ ରେ ସେମାନେ ବହୁତ ହିଁ ଖରାପ କାମ ସବୁ କରୁଛନ୍ତି।

ଆଜି ଦୁନିଆରେ ଲୋକ ମାନେ ଯେଉଁ ସବୁ ନିଚ୍ଚ ଧରଣ ର କାମ କରୁଛନ୍ତି ଦେଖିବାକୁ ଗଲେ ଶହେ ରୁ ନବେ ପ୍ରତିଶତ ଲୋକ ନିଶା ରେ ଥିବା ସମୟ ରେ ସେହି ସବୁ କାମ କରୁଛନ୍ତି। ଆମ କେନ୍ଦ୍ର ସରକାର ଏହି ନିଶା କୁ ନେଇ ଆଉ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ନିୟମ ସମ୍ପର୍କରେ।

ଲୋକ ମାନଙ୍କ ର ନିଶା ସେବନ କରିବା ପାଇଁ ଏକ ବୟସ ନିର୍ଦ୍ଧାରଣ କରିଥିଲେ ସରକାର ଯାହାକି ଅଠର ବର୍ଷ ଥିଲା, ଏବେ ସରକାର ସେହି ବୟସ କୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ସେହି ଅଠର ବର୍ଷ ବୟସ କୁ ସରକାର ୨୧ ବର୍ଷ କରିଛନ୍ତି। ଏହି ବର୍ଷ ପୂର୍ବରୁ ଯିଏ ବି ନିଶା ସେବନ କରିବ ସିଏ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ପାଇବ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ଲୋକ ମାନଙ୍କୁ।

ଏହି ପରି ନିୟମ ଧୂମପାନ ଉପରେ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି। ତେବେ ସରକାର ନିୟମ କରିଛନ୍ତି କି ୨୧ ବର୍ଷ ରୁ କମ୍ ବୟସ ଲୋକ ଙ୍କୁ କେହି ନିଶା ଦ୍ରବ୍ୟ ବିକ୍ରି କରି ପାରିବେ ନାହିଁ କି ୨୧ ବର୍ଷ ରୁ କମ୍ ବୟସ ପିଲା ମଧ୍ୟ ନିଶା ଦ୍ରବ୍ୟ କିଣି ପାରିବେ ନାହିଁ।

ସବୁ ଲୋକ ମାନଙ୍କ ଆଗରେ ସିଗାରେଟ୍ ଟାଣିଲେ ଜୋରିମାନା ଥିଲା 200 ଟଙ୍କା ଏବେ ସେହି ଟଙ୍କା 2000 ଟଙ୍କା କୁ ବୃଦ୍ଧି କରା ଯାଇଛି। ସର୍ବସାଧାରଣ ଲୋକ ମାନଙ୍କ ଆଗରେ ନିଶା ସେବନ କରି ପାରିବେ ନାହିଁ ଲୋକ ମାନେ। ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦର ରେ ସ୍ମୋକିଂ ଜୋନ୍ ପାଇଁ ଅନୁମତି ରହିଥିଲା ହେଲେ ଏହି ନୂଆ ନିୟମରେ ତାହାକୁ ଉଠାଇ ଦିଆଯାଇଛି। ଆଉ ରେଷ୍ଟୁରାଣ୍ଟ ଓ ବିମାନବନ୍ଦର ରେ କେହି ସ୍ମୋକିଂ କରି ପାରିବେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।