ଦେଖନ୍ତୁ ଭିଡିଓ , କେମିତି ରାନୀପଣ୍ଡା ନିଜ ବୟଫ୍ରେଣ୍ଡ ନାଁ ନେଇ ରାଗିକି ଏମିତି କିଛି କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ …..

0

ରାଣୀ ପଣ୍ଡା ଙ୍କ ନାମ ଏବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୁବ୍ ଚର୍ଚ୍ଚା ରେ ଆସୁଛି। କେବେ ନିଜ ର ଲୋକ ହିତକର କାର୍ଯ୍ଯ ପାଇଁ ତ ଆଉ କେତେବେଳେ ପୁଣି ଗଣମାଧ୍ୟମ ରେ ବିବାଦୀୟ ବୟାନ ବାଜି ପାଇଁ। ତେବେ ତାଙ୍କର ଅନେକ ଏମିତି ଅକୁହା କଥା ରହିଛି ଯାହା ଏବେ ଧୀରେ ଧୀରେ ଲୋକ ଙ୍କ ସାମ୍ନା କୁ ଆସୁଛି। ରାଣୀ ପଣ୍ଡା ନିଜ ର ପୂର୍ବ ବୟ ଫ୍ରେଣ୍ଡ୍ କୁ ନେଇ ସୋସିଆଲ ମିଡିଆରେ ରେ ଏକ ବୟାନ ଜାରି କରିଛନ୍ତି।

ସେ ନିଜ ର ପୂର୍ବ ବୟ ଫ୍ରେଣ୍ଡ୍ କୁ ଆକ୍ଷେପ କରି ଅନେକ କଥା କହିଛନ୍ତି। ରାଣୀ ପଣ୍ଡା ଙ୍କ କହିବା କଥା ସେ ଯେଉଁ ପୂର୍ବ ଯୁବକ ଙ୍କୁ ଭଲ ପାଉଥିଲେ, ସେ ତାଙ୍କୁ ଛାଡି ଦେଲା। ଆଉ ଏପରି କରିବା ଦ୍ୱାରା ସେ ରାଣୀ ପଣ୍ଡା ପରି ଜଣେ ଭଲ ଯୁବତୀ ଙ୍କୁ ପାଇ ପାରିଲା ନାହିଁ। ଏହା ତାର ଦୁର୍ଭାଗ୍ୟ କି ସେ ରାଣୀ ପଣ୍ଡା ପରି ଜଣେ ସୁନାମ ଅର୍ଜନ କରିଥିବା ନାରୀଙ୍କୁ ସବୁଦିନ ପାଇଁ ହରାଇଲା।

ଆଉ ମଧ୍ୟ ରାଣୀ ପଣ୍ଡା ଯାହାକୁ ବି ଆଗରୁ ପସନ୍ଦ କରିଥିଲେ ସେମାନେ ତାଂକୁ ଧକ୍କା ଦେଇଥିଲେ। ତାଙ୍କର ପ୍ରକୃତ ପ୍ରେମ କୁ ଯେଉଁ ମାନେ ଦୂରେଇ ଦେଉଛନ୍ତି ସେମାନଙ୍କ ର ଅକାତ ହିଁ କିଛି ନଥିଲା।

ରାଣୀ ପଣ୍ଡା ଙ୍କ ବ୍ୟକ୍ତିତ୍ଵ ଅନେକ ଭଲ ରହିଛି। ସେ ଅନେକ ଦୁଃଖ କଷ୍ଟ ଜୀବନ ରେ ସହିଛନ୍ତି। ମାତ୍ର ତାଙ୍କର ଅନେକ ଅପବାଦ ମଧ୍ୟ ଶୁଣିବାକୁ ମିଳିଛି। ତାଙ୍କର ଭଲ କାର୍ଯ୍ଯ କୁ କେହି କେବେ ଦେଖନ୍ତି ନାହିଁ। ତାଙ୍କର ଅପମାନ ଆଉ ନିନ୍ଦା ପାଇଁ ଲୋକେ ସର୍ବଦା ଚିନ୍ତିତ। ସେ ଅନେକ ସମୟ ରେ ବିପଦ ରେ ଫସି ଯାଆନ୍ତି। ତାଙ୍କୁ ସେଠାରୁ ନିଜକୁ ହିଁ ବାହାରିବା ପାଇଁ ସଂଘର୍ଷ କରି ବାକୁ ପଡେ।

ରାଣୀ ପଣ୍ଡା ଏହି ଭିଡିଓ ରେ ପୋଷ୍ଟ କରି କହିଛନ୍ତି କି ସେ ଏବେ ବାହାରେ ଅଛନ୍ତି। ମାତ୍ର ତାଙ୍କର ଧନ୍ୟବାଦ ଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ। ସେ ପୁର୍ବରୁ ଭୁନେଶ୍ବରସ୍ଥିତ ରାଜା ରାସ୍ତାରେ ନିଜ ର କଳାକାର ଭାଇ ଏବଂ ଭଉଣୀ ମାନଙ୍କୁ ନେଇ ଧାରଣା ଦେଇଥିଲେ ଏହି ସବୁ ଖୋଲିବା ପାଇଁ। ଆଉ ମୁଖ୍ୟ ମନ୍ତ୍ରୀ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଉ ମଧ୍ୟ ସମସ୍ତଙ୍କୁ ସେ ଖୁସିରେ ରୁହନ୍ତୁ ବୋଲି କାମନା କରିଥିଲେ।

ରାଣୀ ପଣ୍ଡା ଏବେ ନିଜ ପାଇଁ ଚିନ୍ତା କରୁ ନାହାଁନ୍ତି। କାରଣ ସେ ଯେଉଁ ଚିନ୍ତା ଅନ୍ୟ ମାନଙ୍କ ପାଇଁ କରି ଆସୁଥିଲେ ସେମାନେ ମଧ୍ୟ ତାଙ୍କୁ ଅନେକ ସମୟରେ ବିପଦରେ ଠେଲି ଦେଇଛନ୍ତି। ତେଣୁ ନିଜ ପାଇଁ ତାଙ୍କର କୌଣସି ଦୁଃଖ ନାହିଁ। ସେ ସହିବା ଶିଖୁଛନ୍ତି। ସେ ଯେଉଁ ସ୍ଵପ୍ନ ଦେଖିଛନ୍ତି ତାକୁ ପୂରଣ କରିବା ପାଇଁ ଆଗକୁ ଆହୁରି ସଂଘର୍ଷ କରିବେ ବୋଲି ମତାମତ ଦେଇଛନ୍ତି। ତାଙ୍କ ଇଚ୍ଛା ପୂରଣ ନହେବା ପର୍ଯ୍ୟନ୍ତ ସେ ଏମିତି କଠିନ ପରିଶ୍ରମ କରି ଚାଲିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।