ଶ୍ରମିକଙ୍କ ଝିଅ 1 ଦିନ ପାଇଁ ଜିଲ୍ଲା କଲେକ୍ଟର ହୋଇଥିଲେ, ନିଜ ବୁଦ୍ଧି ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ ଜାଣନ୍ତୁ କ’ଣ

0

ସମଗ୍ର ବିଶ୍ୱରେ କୃଷକ ମାନେ ହିଁ ବହୁତ କଷ୍ଟ ସହି ସମଗ୍ର ଦେଶବାସୀ ମାନଙ୍କ ପାଇ ଖାଦ୍ୟ ଉତ୍ପାଦନ କରିଥାନ୍ତି । ସେମାନଙ୍କ ମନରେ ମଧ୍ୟ ଗୋଟିଏ ଆଶା ରହିଥାଏ ଯାହାକି ସେମାନେ ନିଜର ସନ୍ତାନ ମାନଙ୍କୁ ପାଠ ପଢାଇ ବଡ ଅଫିସର ହେବାର ଆଶା ରଖିଥାନ୍ତି । ଏହି ଗରିବ ପରିବାରର ପିଲାମାନେ ମଧ୍ୟ ପାଠପଢି ବଡ ମଣିଷ ହୋଇଥାନ୍ତି । ଏମିତି ଏକ କୃଷକ ପରିବାର ପିଲା ସଂମ୍ପର୍କରେ କୁହାଯାଇଛି ଯିଏକି 16 ବର୍ଷ ବୟସର ହୋଇଥିଲେ ମଧ୍ୟ ନିଜର ବୁଦ୍ଧି ବଳରେ ଜିଲ୍ଲା କଲେକ୍ଟର କାର୍ଯ୍ୟଭାର ତୁଲାଇ ସମସ୍ତଙ୍କର ହ୍ୟଦୟକୁ ଜିତି ପାରିଛନ୍ତି ।

ସାରା ବିଶ୍ୱରେ ଅକ୍ଟୋବର ମାସ 11 ତାରିଖ ଦିନ ଇଣ୍ଟରନେସନାଲ ଗାର୍ଲ ଚାଇଲ୍ଡ ଡେ ପାଳନ କରାଯାଉଥିଲା ଏହି ଦିନରେ ଝିଅ ମାନଙ୍କର ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରାଯାଏ । ଏହିପରି ଗୋଟିଏ ଦିନ ଆନ୍ଦ୍ରପ୍ରଦେଶର ଅନନ୍ତପୁରରେ ମଧ୍ୟ ହୋଇଥିଲା ସେଥିରେ ଜଣେ 16 ବର୍ଷୀୟ ଝିଅ ଯୋଗଦାନ କରିଥିଲେ । ଝିଅଟିର ନାଆ ଥିଲା ଏମ ସରବାଣୀ ତାଙ୍କୁ ଜିଲ୍ଲା କଲେକ୍ଟର ଭାବେ 1 ଦିନ କାର୍ଯ୍ୟଭାର ଦାୟିତ୍ୱ ଦିଆଗଲା ଏବଂ ସରବାଣୀଙ୍କ ବାପା ଜଣେ କୃଷକ ଓ ମାଆ ମଧ୍ୟ ଅନ୍ୟମାନଙ୍କ ଘରେ କାମକରନ୍ତି । ସରବାଣୀ କସ୍ତୁରବା ଗାନ୍ଧି ମହିଳା ବିଦ୍ୟାଳୟରେ ପାଠ ପଢୁଥିଲେ ।


ଜିଲ୍ଲା କଲେକ୍ଟର ସିଟରେ ବସିବା ପାଇ ଏକ ଲଟେରି ସିଷ୍ଟମ ରଖାଯାଇଥିଲା ଏବଂ ଯେତେବେଳେ ଜିଲ୍ଲା କଲେକ୍ଟର ଦାୟିତ୍ୱ ଓ କାର୍ଯ୍ୟଭାର ସମ୍ଭାବାଳିବାର ଲଟେରୀ ସିଷ୍ଟମର ନାମ କୁହାଗଲା ସେଠାରେ ମଧ୍ୟ ଜିଲ୍ଲା କଲେକ୍ଟର ମିଡିଆମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଝିଅ ମାନଙ୍କର ଅଧିକାର ଓ ସ୍ୱାଧୀନତା ଦିଆଯାଇଥାଏ ଏଥିରେ ସରବଣୀ କୃତକାର୍ଯ୍ୟ ହୋଇଥିଲେ । ଏଥିରେ ଏମ୍ ସରବାଣୀ କହିଥିଲେ ଆମ ଚାରିପାଖରେ ପଶୁ ପକ୍ଷୀ ମାନଙ୍କ ଯତ୍ନ ନେବା ଆବଶ୍ୟକ ଏବଂ ଆମ ପରିବେଶକୁ ପରିସ୍କାର ରଖିବାର କର୍ତ୍ତବ୍ୟ ଆମେ କରୁନାହୁଁ । ବିଦ୍ୟାଳୟର ଶିକ୍ଷିତ ଗୁରୁମାନେ ଥିଲେ ମଧ୍ୟ ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି ।


ଜିଲ୍ଲା କଲେକ୍ଟର ସିଟରେ ବସିବା ପରେ ପ୍ରଥମ ଦିନ ଏମ ସରବଣୀଙ୍କୁ ଏକ ଫାଇଲ ଦିଆଯାଇଥିଲା ସେଥିରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ପାଖରୁ 25000 ଟଙ୍କା ନେଇଥିଲେ ମହିଳା ଜଣକ Sc\ STବର୍ଗର ପୀଡିତ ଥିଲେ । ଏହାକୁ ବୁଦ୍ଧିମତି ସହକାରେ ସମାଧାନ କରିଥିଲେ ସେଠାରେ ପଶୁ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏମ ସରବଣୀଙ୍କର ଏପରି ବୁଦ୍ଧିମତି କାମ ପାଇ ବହୁତ ପ୍ରଶଂସା କରିଥିଲେ ।


ଏମ ସରବଣୀଙ୍କ କାର୍ଯ୍ୟ କ୍ଷେତ୍ରରେ ସାହାର୍ଯ୍ୟ କରିବା ପାଇ ଆରଟିଟି ହସ୍ପିଟାଲର ଡାଇରେକ୍ଟର ବିଶାଲ ଫେରର ଓ ହସ୍ପିଟାଲର ଅଧକ୍ଷ ଭାନୁଜା ଉପସ୍ଥିତ ଥିଲେ । ପୁଣି ଏକ ଫାଇଲରେ ସେ ହସ୍ତାକ୍ଷର କରିଥିଲେ ଏବଂ ମହିଳା ମାନେ ସରକାରୀ କାର୍ଯ୍ୟ କରୁଥିଲେ ସେମାନେ ସକାଳା 8ଟାରୁ ରାତ୍ରି 8ଟା ପର୍ଯ୍ୟନ୍ତ କୌଣସି ଅଫିସିଆଲି କାର୍ଯ୍ୟ କରିପାରିବେ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।