ସରକାରଙ୍କ ନୂଆ ନିୟମ: ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ , ଏବଂ କମେଣ୍ଟ କରନ୍ତୁ ?

0

ବ୍ରାହ୍ମଣ ବିକାଶ ବୋର୍ଡ ଙ୍କ ଐତିହାସିକ ନିଷ୍ପତି, ବ୍ରାହ୍ମଣ ଝିଅଙ୍କୁ ବ୍ରାହ୍ମଣ ପୁଅ ବିବାହ କଲେ ମିଳିବ ୩ ଲକ୍ଷ୍ୟ ଟଙ୍କା। ଘଟଣା ଅନୁସାରେ ଏହା ମିଳିବାକୁ ପାଇଛି ଯେ କର୍ଣ୍ଣାଟକ ସରକାରଙ୍କ ଅଧିନରେ କାର୍ଯ୍ୟ ନିର୍ବାହ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ବର୍ତ୍ତମାନ ସମୟରେ ଅରୁନ୍ଧତୀ ଏବଂ ମୈତ୍ରେୟୀ ନାମକ ୨ ଟି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଏବଂ ଏହି ଯୋଜନା ଅନୁଯାୟୀ ଯଦି ବ୍ରାହ୍ମଣ ଝିଅକୁ ବ୍ରାହ୍ମଣ ପୁଅ ବିବାହ କରେ ତେବେ ତାଙ୍କୁ ମୋଟ୍ ରାଶି ମିଳିବ। ଏହି ଯୋଜନା ରେ ସରକାର ଙ୍କ ର ଅନେକ ମହତ୍ୱ କାମ ରହିଛି ,

ଯାହା ନିଜେ ସରକାରଙ୍କ ଦ୍ଵାରା ଉପନୀତ।ତେବେ ଚାଲନ୍ତୁ ଏହି ବିଷୟରେ କିଛି ଅଧିକା ଜାଣିବା ଏବଂ ଏହା ଛଡ଼ା ଏଥି ସବୁରେ ଆପଣ କେମିତି ଟଙ୍କା ପାଇପାରିବେ ଏବଂ ସେଥିପାଇଁ କଣ ସବୁ ନିୟମ ରହିଛି।

ଏହି ଅରୁନ୍ଧତୀ ଯୋଜନାରେ ପ୍ରତି ବ୍ରାହ୍ମଣ ଯୁବତୀଙ୍କୁ ବିବାହ ସମୟରେ ତାଙ୍କ ପରିବାରକୁ ବୋର୍ଡ ତରଫ ରୁ ୨୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।କିନ୍ତୁ ଯଦି ସେହି ଯୁବତୀ ଜଣକ ନିଜ ସମୁଦାୟ ର ବା ଜାତି ର ଜଣେ ପୁରୋହିତ କିମ୍ବା ମନ୍ଦିର ପୂଜାରୀ ଙ୍କୁ ବିବାହ କରିବେ ,ତାହେଲେ ତାଙ୍କୁ ୩ ଲକ୍ଷ୍ୟ ଟଙ୍କା ମିଳିବ। ଏଥିପାଇଁ ସର୍ତ୍ତ ରଖାଯାଇଛି କି ,ବିବାହର ୫ବର୍ଷ ପରେ ଏହି ସହାୟତା ରାଶି ପ୍ରଦାନ କରାଯିବ,ପଞ୍ଜିକରଣ କରିବାକୁ ପଡ଼ିବ। ସେଥିପାଇଁ ସେମାନଙ୍କୁ ସେହି ଶ୍ରେଣୀର ବୋଲି ପ୍ରମାଣ ମଧ୍ୟ ଦବାକୁ ପଡିବ।

ଏଥି ସହିତ ଅନେକ ମନ୍ଦିର ପୂଜାରୀ ଏବଂ ପୁରୋହିତ ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବାରୁ ସେମାନଙ୍କୁ ସହାୟତା କରିବା ପାଇଁ ଏପରି ଯୋଜନା କରାଯାଇଛି।ଏହି ଯୋଜନା ପଛରେ ସରକାର ଙ୍କ ବଡ଼ ଲକ୍ଷ୍ୟ ହେଉଛି ଦମ୍ପତି ଙ୍କ ସୁଖମୟ ଜୀବନ,ଯାହା ଏହି ଆର୍ଥିକ ସହାୟତା ଦ୍ଵାରା କିଛି ମାତ୍ରା ରେ କମି ଯାଇପାରେ ଏବଂ ଏହି ପଇସା ରୁ ନିଜର କିଛି କ୍ଷୁଦ୍ର ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ।

ସେମାନଙ୍କୁ ଅନ୍ୟ କାହା ଉପରେ ନିର୍ଭର ହବାକୁ ପଡ଼ିବନି,କିନ୍ତୁ ଏହି ଯୋଜନା କୁ ବିରୋଧୀ ଦଳ ବହୁ ମାତ୍ରା ରେ ସୋମଲୋଚନା କରୁଛନ୍ତି,ତାଙ୍କ କହିବାର ଅର୍ଥ ଏହା କି ବ୍ରାହ୍ମଣ ଝିଅ ମାନେ ଉଚ୍ଚ ଶିକ୍ଷିତ ହୋଇଥାନ୍ତି। ସେଥିପାଇଁ କାହିଁକି ରାଜ୍ୟ ସରକାର କିଛି ସହାୟତା ଦେଉନାହାନ୍ତି,ବିବାହ କଣ କେବଳ ବ୍ରାହ୍ମଣ ଝିଅ ମାନଙ୍କର ଏକ ଚିର ଲକ୍ଷ୍ୟ।

ଆଜି କାଲି ସମାଜ ରେ ବିବାହ ର ପବିତ୍ର ବନ୍ଧନ କୁ ବହୁତ୍ ସାଧାରଣ କରିଦେଇଛନ୍ତି,ବିବାହ ଏକ ପବିତ୍ର ବନ୍ଧନ ଯାହା ଦୁଇ ଜଣ ଙ୍କ ମଧ୍ୟ ରେ ନୁହେଁ ଦୁଇ ପରିବାର ମଧ୍ୟ ରେ ସମ୍ପର୍କ ଗଢିଥାଏ।ସରକାର ଏହା ବିଷୟରେ ଗୁରୁତ୍ବ ଦେଇ ,ସ୍ବାଗତ ଯୋଗ୍ୟ କାର୍ଯ୍ୟ କରିଛନ୍ତି। ଏହି ଯୋଜନା ରେ ପତି ପତ୍ନୀ ଦୁଇ ଜଣ ଅତି ସହଜରେ ନିଜର ଗୁଜୁରାଣ ମେଣ୍ଟେଇ ପାରିବେ।ସେ ଚାହିଁଲେ ମଧ୍ୟ ଏହି ଆର୍ଥିକ ସହାୟତା କୁ ନେଇ ନିଜର ଏକ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିପାରିବେ। ସେହି ବ୍ୟବସାୟ କୁ ଆଗକୁ ବଢେଇ ପାରିବେ,ଏହି ଯୋଜନା କୁ ବିରୋଧି ଦଳ ସୋମାଲୋଚନ କରୁଥିଲା ବେଳେ ଆମେ ଏହା କୁ ସ୍ଵାଗତ କରୁଛୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।