କ୍ଷୀର ପିଇବା ପରେ କିମ୍ବା ପୂର୍ବରୁ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ ଜିନିଷ ର ସେବନ ନଚେତ ଯାଇପାରେ ଜୀବନ:

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।

ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ , ନିଜର ଏକ ସୁସ୍ଥ ଶରୀର ତଥା ସୁସ୍ଥ ମାନସିକତା ରଖିବା ପାଇଁ ଆପଣ ଙ୍କୁ କଣ କରିବାକୁ ପଡିଥାଏ ।ବନ୍ଧୁଗଣ ଆମେ କ୍ଷୀର ପିଇବା କୁ ବହୁତ ଭଲ ପଇଥାଉ କାରଣ ଏହା ଯେତିକି ସ୍ୱାଧୀସ୍ଟ ସେତିକ ଉପକାରୀ ମଧ୍ୟ ।ଏହା ଆମ ଶରୀର କୁ ସୁସ୍ଥ ଓ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆମେ ବେଳେ ବେଳେ କ୍ଷୀର ପିଇବା ପରେ ଏମିତି କେତେକ ଖାଦ୍ୟ ସେବନ କରିଥାଉ

ଯାହା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ ।ତେବେ ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଯେ କ୍ଷୀର ଖାଇବା ପରେ କେଉଁ ଜିନିଷ ଖାଇଲେ ଚର୍ମ ରୋଗ ହେବାର ସମ୍ଭାବନା ରହିଥାଏ ।ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ କଣ ହୋଇଥାଏ ।

୧.ପ୍ରଥମ ଟି ହେଉଛି ମାଛ ।ତେବେ କ୍ଷୀର ପିଇବା ର ସଙ୍ଗେ ସଙ୍ଗେ କେବେ ହେଲେ ମାଛ ଖାଆନ୍ତୁ ନାହିଁ ।କାରଣ ମାଛ ର ଧର୍ମ ହେଉଛି ଗରମ ଓ କ୍ଷୀର ର ଧର୍ମ ହେଉଛି ଥଣ୍ଡା ।ତ ଯେତେବେଳେ ଆପଣ କ୍ଷୀର ପରେ ମାଛ ଖାଉଛନ୍ତି ସେତେବେଳେ ଏହା ଆମ ମିଶ୍ରଣ ରେ ଆମ ଶରୀରରେ ଏହା ବିଷ ରୂପରେ ପରିବର୍ତ୍ତନ ହୋଇଯାଇଥାଏ। ଏବଂ ଏହା ଫଳରେ ଆମକୁ ଏକ ଅଲଗା ଧରଣ ର ଚର୍ମ ରୋଗ ହୋଇଥାଏ ।

ଏହି ଚର୍ମରୋଗ ରୋଗ ର ପ୍ରଭାବ ରେ ଆମ ଶରୀର ରେ କେତେକ ଧଳା ରଙ୍ଗର ଦାଗ ଆସିଥାଏ ।ତେବେ କ୍ଷୀର ଓ ମାଛ ଏକା ସମୟରେ ଖାଇବା ଅନୁଚିତ ଅଟେ ।ଯଦି ଆପଣ ମାଛ ଖାଇବାକୁ ଚାହାନ୍ତି ତ କ୍ଷୀର ପିଇବା ର କିଛି ସମୟ ପୂର୍ବରୁ ବା ପରେ ଗ୍ରହଣ କରନ୍ତୁ ।

୨.ଦ୍ୱିତୀୟ ଟି ହେଉଛି କ୍ଷୀର ଖାଇବା ସହ ଦହି ଖାଇବା ।ଯଦି ଆପଣ କ୍ଷୀର ପିଇବା ସହ ଦହି ଖାଉଛନ୍ତି ବା କ୍ଷୀର ପିଇବା ପରେ ପରେ ଦହି ଖାଇଛନ୍ତି ତ ଏହା ଆପଣ ଙ୍କ ଶରୀର ପାଇଁ ବହୁତ ଖରାପ ହୋଇଥାଏ ।ଏହା ଖାଇବା ଦ୍ବାରା ଭିନ୍ନ ଭିନ୍ନ ପେଟ ରୋଗ ଦେଖାଯାଇଥାଏ ଏବଂ ବେଳେ ବେଳେ ଏସିଡିଟି ମଧ୍ୟ ହୋଇଥାଏ ।ତେଣୁ କ୍ଷୀର ଖାଇବା ପରେ ପରେ ଦହି ଖାଆନ୍ତୁ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।