ଦେଖନ୍ତୁ ଭିଡ଼ିଓ – ହ୍ବାଟସ୍ଆପ ରେ ଚାଲିଥିଲା ରାସଲୀଳା, ଭିଡ଼ିଓ ଟି ନିଆଁଭଳି ସୋସିଆଲ ମିଡିଆରେ ଭାଇରାଲ….

0

ଏପରି ଅନେକ ମହିଳା ଅଛନ୍ତି ଯେଉଁ ମାନେ କି ପରିସ୍ଥିତି ରେ ପଡି କିମ୍ବା ଅନ୍ୟ କୌଣସି କାରଣ ବସତ ନିଜର ଜୀବିକା ମେଣ୍ଟାଇବା ପାଇଁ ଏପରି କିଛି କାର୍ଯ୍ୟ କରୁ ଛନ୍ତି ଯାହା ଫଳରେ ପର ବର୍ତୀ ସମୟ ରେ ସେମାନଙ୍କୁ ବହୁତ ଲଜ୍ଜା ଓ ଅପମାନ ସହିବାକୁ ପଡୁଛି। ତଥାପି ସେମାନେ ଏହି ପରି କାମ ରୁ ନିଜକୁ ଦୂରେଇ ରଖିବା ବଦଳରେ ଏହି କାମ କୁ ପ୍ରସ୍ତାହାନ ଦେଉଛନ୍ତି। ଯାହା ଫଳରେ ସେମାନେ ଏକ ଖରାପ ପରି ବେଶ ରେ ଜୀବନ ଯାପନ କରିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଆମେ ଆପଣ ଙ୍କୁ କହୁଛୁ ବେଶ୍ୟା ବୃତି କଥା ।

ବର୍ତାମାନ ଓଡିଶା ରେ ଏହାର ପ୍ରଭାବ ବାହିତ ମାତ୍ରାରେ ପଢିବାକୁ ଲାଗିଛି। ଆମ ରାଜଧାନୀ ଭୁବନେଶ୍ବର ରେ ମଧ୍ୟ ଏହି ପ୍ରକାର ର କାର୍ଯ୍ୟ ବହୁତ ମାତ୍ରାରେ ହେଉଛି। ତେବେ ସବୁ ଠାରୁ ଆଶ୍ଚର୍ଯ୍ୟ କର ବିଷୟ ହେଉଛି କି ଏହାର ପ୍ରଭାବ ଏବେ ମାଲକାନାଗିରି ରେ ଦେଖିବାକୁ ମିଳିଛି। ମାଲକାନଗିରି ରେ ଭିଭିନ୍ନ ଅଂଚଳରେ ବେଶ୍ୟା ବୃତି ଚାଲିଥବା ପୋଲିସ ଖବର ପାଇଥିଲା। ଏହା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଥିଲା।

ପୋଲିସ ଚଢ଼ାଉ କରିବା ପରେ ବାରିଗୁଡା ଅଞ୍ଚଳରୁ 2 ଜଣ ଙ୍କୁ ଗିରଫ କରିଥିଲା। କାହିଁକି ନା ଏହି ଦୁଇଜଣ ନା ବାଳିକା ଥିଲେ। ତାଙ୍କର ବୟସ 15 ରୁ 16 ବର୍ଷ ବୟସ ଥିଲା ବୋଲି ପୋଲିସ କହିଛି। ତେବେ କୌଣସି କାରଣ ବସତ ଏହି ଦୁଇ ଜଣଙ୍କୁ ବେଶ୍ୟା ବୃତି କରିବା ପାଇଁ ବାଧ୍ୟ କରା ଯାଇଥିଲା। ତେଣୁ ସେହି ସ୍ଥାନ ରେ ପୋଲିସ 2 ଜଣ ପୁରୁଷ ଙ୍କୁ ମଧ୍ୟ ଗୀରଫ କରିଛି। ଏହା ପରେ ପୋଲିସ ସେହି ଦୁଇଜଣ ନା ବାଳିକା ଙ୍କୁ ନେଇ ସେମାନଙ୍କ ର ଡାକ୍ତରୀ ଚିକିସ୍ତା କରାଇ ଥିଲା।

ଏହା ପଟେ ଆଉ ଏକ ସ୍ଥାନ ରୁ ଆଉ ଦୁଇ ଜଣ ମହିଳା ଙ୍କୁ ଗିରଫ କରିଥିଲା। ଯେଉଁ ମାନେ କି ପଶ୍ଚିମ ବଙ୍ଗ ରୁ ଆସି ଏଠାରେ ବେଶ୍ୟାବୃତି ଚଳାଇ ଥିଲେ। ଏହି ସ୍ଥାନରୁ ପୋଲିସ କାର୍ଯ୍ୟ ରେ ଲିପ୍ତ ଥିବା ଆଉ ଦୁଇଜଣଙ୍କୁ ମଧ୍ୟ ନେଇ ସେମାନଙ୍କ ର ଡାକ୍ତରୀ ପରୀକ୍ଷା କରାଇ ଥିଲା। ଏହା ପୋଲିସ କହିବା ଅନୁସାରେ ମାଲିକେଶ୍ୱର ଅଂଚଲ ରୁ ମଧ୍ୟ ଜଣେ ମହିକା ଓ ଜଣେ ପୁରୁଷ ଙ୍କୁ ଗିରଫ କରିବା ସହିତ ଏଠାରେ ଥିବା ବିଭିନ୍ନ ପ୍ରକାର ର ଉତ୍ତେଜିତ ଔଷଧ କୁ ମଧ୍ୟ ପୋଲିସ ଜବତ କରିଥିଲା।

ତେବେ ଗିରଫ ହୋଇଥିବା ସବୁ ଯୁବକ ଯୁବତୀ ଙ୍କ ର ଫୋନ କୁ ପୋଲିସ ଜବତ କରିଥିଲା। ଏହି ସମସ୍ତ ପ୍ରକ୍ରିୟା ହ୍ଵାଟ୍ସଆପ ଦ୍ୱାରା ଚାଲୁଥିଲା। ଏହା ମାଧ୍ୟମରେ ପ୍ରଥମେ ଯୁବତୀ ମାନଙ୍କ ର ଫୋଟୋ କୁ ସେଣ୍ଡ କରା ଯାଉ ଥିଲା ଓ ପରବର୍ତୀ ସମୟ ରେ ଟଙ୍କା ଓ ଠିକଣା ବିଷୟ ରେ ସମସ୍ତ କଥା ଏହି ହ୍ଵାଟ୍ସଆପ ଜରିଆରେ ହେଉଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।