ଦେଖନ୍ତୁ ଭିଡ଼ିଓ – ପ୍ରଥମ ଥର ପାଇଁ ଝିଅ ସହିତ LIVE କରି କ୍ୟାମେରା ସାମ୍ନାକୁ ଆସିଲେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ….

0

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନୁ ଚୌଧୁରୀ ଙ୍କ ର ଅବଦାନ ବହୁତ ରହିଛି। ସେ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି। ଏହା ସହ ତାଙ୍କର ସୁନ୍ଦରତା ପରି ତାଙ୍କର ଅଭିନୟ ପ୍ରତିଭା ମଧ୍ୟ ବହୁତ ସୁନ୍ଦର ଅଟେ। ସେ ତାଙ୍କର ସୁନ୍ଦରତା ପାଇଁ ଅନେକ ପ୍ରଶଂସକ ଙ୍କର ହୃଦୟ ଜିତି ଛନ୍ତି। ତାଙ୍କର ଏହି ସୁନ୍ଦରତା ପାଇଁ ଅନେକ ପ୍ରଶଂସକ ତାଙ୍କର ଦିୱାନା ଅଟନ୍ତି।

ତାଙ୍କର ଅଭିନୟ ପାଇଁ ସେ ଓଡିଶା ର ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଅନୁ ଚୌଧୁରି ସାଧାରଣତଃ ସୋସିଆଲ ମିଡ଼ିଆ ଠାରୁ ନିଜକୁ ବହୁତ ଦୂରରେ ରଖି ଥାନ୍ତି। କିନ୍ତୁ ଏବେ ଅନୁ ଚୌଧୁରୀ ସୋସିଆଲ ମିଡ଼ିଆ ରେ ଲୋକଙ୍କ ର ନିକଟ ରେ ପହଂଚିଛନ୍ତି।

ଅନୁଚୌଧୁରୀ ଓଡ଼ିଆ ରେ ଅନେକ ଚଳଚିତ୍ର ରେ ଅଭିନୟ କରିଛନ୍ତି। ଏହା ସହ ମୁଖ୍ୟତ ସେ ନାୟିକା ଭୂମିକା ରେ ଅଭିନୟ କରିଛନ୍ତି। ଯେଉଁଥି ପାଇଁ ସେ ଦର୍ଶକ ମାନଙ୍କ ର ଅତି ନିକଟତର ହୋଇ ପରିଛନ୍ତି। ଏହା ବ୍ୟତୀତ ସେ ମଧ୍ୟ ଅନେକ ଭୂମିକା ରେ ଚଳଚିତ୍ର ରେ ନଜର ଆସି ଛନ୍ତି।

ଅନୁଚୌଧୁରୀ ପ୍ରଥମେ ଚଳଚ୍ଚିତ୍ର ରେ ନାୟିକା ଭାବରେ ଅଭିନୟ କରିଥିଲେ। ଏହା ପରେ ସେ ଧୀରେ ଧୀରେ ନିଜର ଅଭିନୟ ର ପ୍ରତିଭା ଫଳରେ ଦର୍ଶକ ମାନଙ୍କ ର ନିକଟ ତର ହୋଇଥିଲେ। ସେ ବହୁତ ସୁନ୍ଦର ଥିବାରୁ ଓ ନହଲ ଅଭିନୟ କରୁଥିବାରୁ ତାଙ୍କୁ ଆଗକୁ ଅନେକ ଚଳଚିତ୍ର ରେ ସୁଯୋଗ ମିଳି ଥିଲା।

ସେ ସିଧାନ୍ତ ମହାପାତ୍ର ଙ୍କ ସହ ଅନେକ ସୁପରହିଟ ଚଳଚିତ୍ର ରେ ଅଭିନୟ କରିବା ସହିତ ମିହିର ଦାସ ବିଜୟ ମହାନ୍ତି ଓ ଅନେକ ବଡ ବଡ଼ କଲା କାରଙ୍କ ସହ ସେ ନିଜର ଅଭିନୟ ର ଯାଦୁ ଦେଖାଇ ଛନ୍ତି। ଯାହା ଫଳରେ ସେ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ସେ କୀଛି ଦିନ ପୂର୍ବରୁ ପ୍ରଥମ ଥର ନିଜର ସୋସିଆଲ ମିଡିଆରେ ନିଜର ଝିଅ ଙ୍କ ସହ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହା ସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁ ଥିରେ ସେ ନିଜର ଝିଅ ସହ ମଜା କରୁଥିବାର ଦୃଶ୍ୟ ସମ୍ନା କୁ ଆସିଛି। ଇଟ୍ବିରେ ସେ ଜେମୁଟି କରୁଛନ୍ତି ତାଙ୍କର ଝିଅ ଠିକ ସେହି ଭଳି ଭାବ ଭଙ୍ଗୀ କରିଥିବାର ଦେଖିବାକୁ ମିଳିଛି। ଏହା ସହ ଅନୁ ଚୌଧୁରୀ ନିଜର ଝିଅ କୁ ଡାନ୍ସ ଶିଖାଉ ଥିବାର ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହା ସହ ସଫେଇ କରିବା ବେଳେର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ମା ଓ ଝିଅ ଙ୍କ ମଧ୍ୟରେ ଭଲ ପାଇବା ଏହି ଭିଡ଼ିଓ ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।