ବଡ ଘୋଷଣା ! ଦିବ୍ୟଙ୍ଗ ମାନଙ୍କୁ ବାହା ହେଲେ ମିଳିବ ୨,୫୦,୦୦୦ ଟଙ୍କା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଦେଶରେ ସରକାର ଗଠନ ହୋଇଥାଏ ଲୋକ ମାନଙ୍କ ହିତ ସାଧନ ପାଇଁ, ଯାହାଙ୍କୁ କି ଲୋକ ମାନେ ନିଜେ ହିଁ ଭୋଟ୍ ଦେଇ ତିଆରି କରି ଥାଆନ୍ତି, କାରଣ ସେମାନଙ୍କ ର ଗୋଟିଏ ଚିନ୍ତାଧାରା ଥାଏ କି ସେମାନେ ଯେଉଁ ଲୋକ କୁ ସରକାର ଭାବେ ବାଛିବେ ବା ସରକାର ଗାଦି ରେ ବସାଇବେ ସିଏ ସେହି ଗାଦି ରେ ବସି ସାରିବା ପରେ ଲୋକ ମାନଙ୍କ ର ଯେଉଁ ସବୁ ଦୁଃଖ କଷ୍ଟ ଅଛି ବା ଗରିବ ଲୋକ ମାନେ ଯେଉଁ ସବୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତାହା ସବୁ ସିଏ ଦୂରେଇ ଦେବେ ଏବଂ ସେହି ମଧ୍ୟ ହୋଇଥାଏ,

ସରକାର ଗାଦି ରେ ବସିବା ପରେ ସରକାର ଲାଗି ପଡନ୍ତି ଲୋକ ମାନଙ୍କ ଅସୁବିଧା ଆଦି କୁ ଦୂର କରିବା ପାଇଁ। ସରକାର ମଧ୍ୟ ଲୋକ ମାନଙ୍କ ଅସୁବିଧା ସବୁ କୁ ବୁଝି ସେଗୁଡିକୁ ଦୂର କରିବା ପାଇଁ ସବୁବେଳେ ଚେଷ୍ଟିତ ଥାଆନ୍ତି।

ଆମ ର କେନ୍ଦ୍ର ସରକାର ଯେତେ ଦେଶ ବାସୀ ଙ୍କ ପାଇଁ ସବୁବେଳେ ଚିନ୍ତା କରୁଥାଆନ୍ତି ଏବଂ ସେମାନଙ୍କ ର ହିତ ପାଇଁ ସବୁବେଳେ ନୂଆ ନୂଆ ଯୋଜମା ମାନ ଲାଗୁ କରି ଥାଆନ୍ତି ସେହିପରି ଆମ ରାଜ୍ୟ ସରକାର ମଧ୍ୟ ରାଜ୍ୟ ବାସୀଙ୍କ ପାଇଁ ସବୁବେଳେ ଚିନ୍ତିତ ଥାଆନ୍ତି ଏବଂ ରାଜ୍ୟରେ ରହୁଥିବା ପ୍ରତ୍ୟେକ ଗରୀବ ତଥା ଦିବ୍ୟାଙ୍ଗ ଲୋକ ମାନେ କିପରି ଭଲ ରେ ରହିବେ ସେଥିପାଇଁ ଅନେକ ନିୟମ ସବୁ ଲାଗୁ କରି ଥାଆନ୍ତି।

ତେବେ ଏବେ ମଧ୍ୟ ରାଜ୍ୟ ସରକାର ଏକ ବହୁତ ହିଁ ଭଲ ଯୋଜନା କୁ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ସେହି ଯୋଜନା ଟି ହେଉଛି କେହି ବ୍ୟକ୍ତି ଯଦି ଜଣେ ଦିବ୍ୟାଙ୍ଗ ଙ୍କୁ ବାହା ହୁଅନ୍ତି ତେବେ ତାଙ୍କୁ ମିଳିବ ଅଢେଇ ଲକ୍ଷ ଟଙ୍କା। ରାଜ୍ୟ ସରକାର ବହୁତ ହିଁ ଜଲ୍ଦି ଏହି ନିୟମ କୁ ଲାଗୁ କରିବାକୁ ଯାଉଛନ୍ତି, ତେବେ ଆସନ୍ତୁ ଜାଣିବେ କିପରି ସରକାର ଙ୍କ ତରଫରୁ ମିଳିବ ଏହି ଟଙ୍କା।

ତେବେ ଦିବ୍ୟାଙ୍ଗ ମାନଂକୁ ସମାଜ ରେ ଅନେକ ନୀଚ ବୋଲି ଭାବୁଛନ୍ତି । ତେଣୁ ତାଙ୍କୁ ପ୍ରୋସାହନ ଦେବା ପାଇଁ ସରକାର ଏହି ଭଳି ନିଷ୍ପତି ନେଇଛନ୍ତି,ଆଉ ତାସହ ସମାଜ ରୁ ଜାତି ପ୍ରଥା ଦୂର କରିବା ପାଇଁ ମଧ୍ୟ ସରକାର ଏହି ଭଳି ନିଷ୍ପତି ନେଇଛନ୍ତି। ତେବେ ଆଗରୁ ଏହି ନିୟମ ରହି ଥିଲା କି ଦିବ୍ୟାଙ୍ଗ ମାନଂକୁ ବିବାହ କରିଲେ ୫୦,୦୦୦ ହଜାର ଟଙ୍କା ମିଳିବ, କିନ୍ତୁ ଏବେ ଏହାକୁ ବଢ଼ାଇ ଅଢେଇ ଲକ୍ଷ୍ୟ ଟଙ୍କା କରି ଦିଆ ଯାଇଛି। ତେବେ ରାଶି ଗୁଡିକ ଆସନ୍ତା ଏପ୍ରିଲ୍ ମାସ ରୁ ମିଳିବ ବୋଲି ସୂଚନା ମିଳିଛି।ତେବେ ସମସ୍ତ ଯାଞ୍ଚ ପରେ ଏହି ରାଶି ଯୋଗାଇ ଦିଆ ଯିବ ।

ତେବେ ଏଥି ପାଇଁ ବର ଓ କନ୍ୟା ର ବୟସ ୧୮ ଓ. ୨୧ ବର୍ଷ ପୂରଣ ହୋଇ ଥିବା ଦରକାର । ତେବେ ଏହି ଦମ୍ପତିଙ୍କ ସେମାନଙ୍କ ବିବାହ ପଞ୍ଜିକରଣ ସମୟ ରେ ଆବେଦନ କରିବା ଆବଶ୍ୟକ। ଏହା ସହିତ ପ୍ରୋତ୍ସାହନ ରାଶି ଦମ୍ପଦିଙ୍କ ମିଳିତ ଆକାଉଣ୍ଟ୍ ରେ ସ୍ଥିର ରହିବ,ଆଉ ଏହା ତିନି ବର୍ଷ ପରେ ମିଳିତ ଦସ୍ତଖତ ରେ ସେମାନେ ଏହି ରାଶି ପ୍ରତ୍ୟାହାର କରି ଯିବ। ତେବେ ସରକାର ଙ୍କର ଏହି ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ପ୍ରତେକ ଲୋକ ଏହି ମତା ମତ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।