7 ଦିନରେ ଅଧିକ ପେଟର ଚର୍ବି ହ୍ରାସ କରିବାର ସହଜ ଓ ଘରୋଇ ଉପାୟ ଜାଣନ୍ତୁ ସେ ଉପାୟ ଟି କ’ଣ

0

ଆଜିର ସମାଜରେ ଅଧିକାଂଶ ଲୋକମାନେ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ବହୁତ ପରିମାଣରେ ମୋଟା ହୋଇଯାଇଥାନ୍ତି । ମୋଟା ହୋଇଯାଇଥିବା ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ନିଜକୁ କଷ୍ଟ ଅନୁଭବ କରିଥାନ୍ତି । ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖିବାକୁ ମିଳିଥାଏ। ସେହି ମୋଟା ପଣକୁ ଦୂର କରିବା ପାଇ ବ୍ୟବହାର କରନ୍ତୁ ଲେମ୍ୱୁ ପାଣିକୁ । ଏହି ଲେମ୍ୱୁ ପାଣି ପିଇବା ଦ୍ୱାରା ଆମର ଖାଦ୍ୟକୁ ହଜମ କରିଥାଏ । ଆମ ଶରୀରକୁ ସୁନ୍ଦର ବନାଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ ।


ନମ୍ୱର – 1 ଲେମ୍ୱୁ । ପ୍ରଥମେ ଆପଣ ମାନଙ୍କୁ ନେବାର ଅଛି 6 ଟି ଲେମ୍ୱୁ । ଏହାକୁ ଗୋଟି ଗୋଟି କରି ଫାଳ କରନ୍ତୁ । ସେଥିରେ ଲେମ୍ୱୁର ରସ ଲାଗିବା ସହିତ ଲେମ୍ୱୁର ଚପା ମଧ୍ୟ ବ୍ୟବହାର କରାଯିବ । ସେହି 6 ଟିଲେମ୍ୱୁକୁ କାଟିବା ପରେ ସେଥିରୁ 3 ଟି ଲେମ୍ୱୁକୁ ତାର ଜୁସ ବାହାର କରନ୍ତୁ । ଏହି ଲେମ୍ୱୁର ପାଣି ସେବନ କରିବା ଦ୍ୱାରା ଆମର ମୋଟା ପଣକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଥାଏ । ଦ୍ୱତୀୟରେ ଆପଣ ଗୋଟିଏ କଢେଇରେ 1 ଲିଟର ପାଣି ନେବାର ଅଛି । ଏବଂ ସେହି ପାଣିରେ ଯେଉଁ ଲେମ୍ୱୁ ଗୁଡିକର ରସ ବାହାର କରାଯାଇଥିଲା ସେହି ଲେମ୍ୱୁର ଚପାକୁ ପାଣିରେ ପକାନ୍ତୁ । ଏହି ଚପାରେ ହିଁ ଅଧିକ ପରିମାଣରେ ଭିଟାମିନ ରହିଥାଏ ।


ନମ୍ୱର – 2 ରସୁଣ । ପ୍ରସ୍ତୁତ କରାଯାଇଥିବା ଉପାଦାନରେ ରସୁଣର 4 ଟି ପାଖୁଡାକୁ ସେଥିରେ ପକାନ୍ତୁ । ରସୁଣର ମଧ୍ୟ ମୋଟାପଣ ଦୂର କରିବାରେ ଅଧିକ ମାତ୍ରାରେ ଏହାର ଆବଶ୍ୟକତା ରହିଥାଏ ।


ନମ୍ୱର – 3 ଅଦା । ଏହି ଅଦାକୁ ଛୋଟ ଛୋଟ କରି କାଟି କଢେଇରେ ପ୍ରସ୍ତୁତ କରାଯାଇଥିବା ଲେମ୍ୱୁ ପାଣିରେ ଏହି ଅଦାକୁ ପକାନ୍ତୁ । ଏହା ସମ୍ପୂର୍ଣ୍ଣ ଭାବରେ ଫୁଟି ଆସିବାପରେ ଯେଉ ଲେମ୍ୱୁ 3 ଟିର ରସ ବାହାର କରାଯାଇନଥିଲା ତାହାକୁ ସେଥିରେ ପକାନ୍ତୁ । ଏହାକୁ ପକାଇ କିଛି ସମୟ ଫୁଟିଲା ପରେ ସେଥିରେ ଥିବା ସମସ୍ତ ପ୍ରପଟି ଭଲ ଭାବରେ ପାଣି ସହିତ ମିଶିଯାଏ । ଏହା ଭଲ ଭାବରେ ହୋଇଗଲେ ସେଥିରେ ପକାଯାଇଥିବା ଲେମ୍ୱୁ ଓ ଅଦା ସବୁକୁ ବାହାର କରି ଦିଅନ୍ତୁ । ଏବଂ କିଛି ସମୟ ପାଣିଟିକୁ ଥଣ୍ଡା ହେବା ପାଇ ଛାଡି ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏହାକୁ ଛାଣି ଏକ କାଚ ଜାରରେ ସେହି ଲେମ୍ୱୁ ପାଣିକୁ ରଖନ୍ତୁ ।ଏହି ପାଣିକୁ ପ୍ରତ୍ୟେକ ଦିନ 3 ଥର ଖାଇବା ପୂର୍ବରୁ ଏକ ଗ୍ଲାସ ଲେଖାଏଁ ସେବନ କରନ୍ତୁ । ଏହି ଲେମ୍ୱୁ ପାଣିକୁ ଖାଇବା ପୂର୍ବରୁ ଏହାକୁ ଅଳ୍ପ ଟିକିଏ ଗରମ କରି ସେବନ କରନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।