ଯୁବପିଢି ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,LIC ତରଫରୁ ୫୦୦୦ ପଦବୀର ନିଯୁକ୍ତି ଘୋଷଣା। ଯୋଗ୍ୟତା ଦଶମ ପାସ୍, ଫର୍ମ ପକାଇ ପାରିବେ ସବୁ ଜିଲ୍ଲା ର ପ୍ରାର୍ଥୀ, ଜାଣନ୍ତୁ ସମ୍ପୂର୍ଣ ଖବର……..

0

ଏବେ ସାରା ଦେଶ ଶିକ୍ଷିତ ହୋଇ ଗଲାଣି, ଧୀରେ ଧୀରେ ସମସ୍ତେ ପଢିବା କୁ ଆଗ୍ରହୀ ହେଉଛନ୍ତି। ତେବେ ଦେଖିବାକୁ ଗଲେ , ପ୍ରୟତ ସମସ୍ତେ ଶିକ୍ଷିତ ହେଲେଣି। ତେବେ ଯାହା ଦ୍ୱାରା ଦେଶ ଉନତି କରୁଛି। ତେବେ ଲୋକ ପାଠ ପଢୁଛନ୍ତି , ଗୋଟେ ଚାକିରୀ କରିବା ପାଇଁ , ନିଜ ପରିବାର ର ଖର୍ଚ୍ଚ ପାଇଁ। ଆମ ଦେଶ ରେ ଅନେକ ଗରିବ ଲୋକ ଅଛନ୍ତି। ତେଣୁ ସେମାନେ ଅଧିକ ପଢା ପଢି କରିବା ପାଇଁ ତାଙ୍କ ପାଖରେ ସକ୍ଷମତା ନାହିଁ। ତେଣୁ ପ୍ରୟତ୍ ଲୋକ ସ୍କୁଲ ବା ଦଶମ ଶ୍ରେଣୀ ଯାଏ ପଡି ଥାନ୍ତି, ତେବେ ଆଉ କିଛି ଲୋକ ଅଧିକ ର ଅଧିକ ପଢା ପଢି କରନ୍ତି।

ତେଣୁ ଏଥି ପାଇଁ ଅନେକ ପଦବୀ ରହିଛି,ଅନେକ ଚାକିରୀ ରହିଛି। ତେବେ ଏବେ ଖବର ଆସିଛି କି ଦଶମ ପାସ କରି ଥିବା ପିଲା ମାନେ ଚାକିରୀ ପାଇ ପାରିବେ। ତେବେ ଏହା ଏକ ଭଲ ଖବର , ଏଥିରେ ଅନେକ ମଧ୍ୟ ଲାଭବାନ ହେବେ। ଅନେକ ଲୋକ କମ ପଢି ଥିବା ଯୋଗୁ ଚାକିରୀ ପାଉ ନା ଥିଲେ,ଏହା ସେମାନଙ୍କ ପାଇଁ ଏକ ଭଲ ଖବର। ତେବେ ଆସନ୍ତୁ ଜାଣିବା ଏହି ଚାକିରୀ କଣ , ଏହାର ଦରମା କେତେ , ଏହି ଚାକିରୀ ପାଇଁ ଆବେଦନ କେମିତି କରିବେ, ଏବଂ ଏହି ଚାକିରୀ ପାଇଁ କେତେ ପୋଷ୍ଟ ବାହାରିଛି।

ତେବେ ଖୁସି ର ଖବର ଏଲ ଆଇ ସି ତରଫ ରୁ ଆସିଛି ଏକ ବଡ ନିଯୁକ୍ତି। ତେବେ ସୂଚନା ଅନୁସାରେ ଏହି ଚାକିରୀ ଟି କୁ ସମସ୍ତେ ଆବେଦନ କରିପାରିବେ, ଏହା ସମସ୍ତଙ୍କ ପାଇଁ ଉପଯୋଗୀ ମଧ୍ୟ। ଆପଣ ଯେଉଁ କେଟାଗୋରି ରେ ହେଇ ଥାନ୍ତୁ ନା କାହିଁ ଆପଣ ଏହାର ଲାଭ ଉଠାଇ ପାରିବେ। ତେବେ ଏଥି ଆପଣ ମାଗଣା ରେ ଆବେଦନ କରି ପାରିବେ।

ତେବେ ଏହି ଆବେଦନ ଅନଲାଇନ ରେ ହିଁ କରିପାରିବେ,ଏହାର ଆବେଦନ ଅଫଲାଇନ୍ ରେ କରି ପାରିବ ନାହିଁ। ଏହି ପୋଷ୍ଟ ଟି ହେଉଛି ଇନ୍ସୁରେନ୍ସ ରିପ୍ରେଜେଣ୍ଟେଟିଭ । ତେବେ ଏହା ପାଇଁ ବହୁତ ବଡ ଭେକେନ୍ସି ରହୁଛି। ତେବେ ଏହା ପାଇଁ ଶିକ୍ଷାଗତ୍ ଯୋଗ୍ୟତା ଦଶମ ପାସ ରହୁଛି ତେଣୁ ଏହା ବହୁତ ବଡ଼ ସୁଯୋଗ ରହିଛି। ତେବେ ଏହାର ଭେକେନ୍ସି ୫୦୦୦ ରହିଛି।

ତେବେ ଏହା ଅଲ ଇଣ୍ଡିଆ ଭେକେନ୍ସି ରହିଛି,ଏହାକୁ ସମସ୍ତେ ଆବେଦନ କରି ପାରିବେ। ତେବେ ଏହି ଚାକିରୀ ପରମାନେଣ୍ଟ ରହିଛି। ଏହି ଚାକିରୀ ଫୁଲ ଟାଇମ ରହିଛି,ଯାହା ବହୁତ ଭଲ। ତେବେ ଏହକୁ ଅଲ ଇଣ୍ଡିଆ ରେ ସବୁ କରିପାରିବେ।ତେବେ ଏଥି ପାଇଁ ବୟସ ସୀମା ୧୮ ରୁ ୪୫ ବର୍ଷ ଯାଏ ରହୁଛି।

ଏହା କୁ ଅବେଦନ କରିବା ପାଇଁ ଆପଣ ପ୍ରଥମେ ଏହାର ୱେବସାଇଟ୍ କୁ ଯାଇ ଏହାର ସମସ୍ତ ତଥ୍ୟ ପାଇ ପାରିବେ।ତେବେ ଏହି ଚାକିରୀ କୁ ଆବେଦନ କରିବା ପାଇଁ ଆଜି ଠୁ ଆରମ୍ଭ ହୋଇ ଗଲାଣି, ଏହାର ଶେଷ ତାରିକ ୨୮ ଫେବ୍ରୁଆରୀ ୨୦୨୧ ଯାଏ ରହିଛି। ତେବେ ଏହାକୁ ସମସ୍ତେ ଆବେଦନ କରି ପାରିବେ।


ତେବେ ସମସ୍ତଙ୍କ ପାଇଁ ବହୁତ ଭଲ ସୁଯୋଗ ,ଏଥିରେ ସମସ୍ତେ ଉପକୃତ ହୋଇ ପାରିବେ।ଆବେଦନ କରିବା ପାଇଁ ବହୁତ ସମୟ ରହିଛି,ତେବେ ଆପଣ ଏହାକୁ ନିଜର ସୁବିଧା ଅନୁସାରେ ଆବେଦନ କରି ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।