ଦେଖନ୍ତୁ ଭିଡ଼ିଓ – ନୂଆ ବାହା ହୋଇଥିବା ଓଡ଼ିଆ ଅଭିନେତ୍ରୀ ଦୀପକ ଓ ତାଙ୍କ ସ୍ତ୍ରୀ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…

0

କଳା ଏପରି ଏକ ଜିନିଷ ଯାହା ପ୍ରତ୍ୟେକ ମଣିଷ ଭିତରେ ଲୁକାୟିତ ଅବସ୍ଥା ରେ ଅଛି। ତାକୁ ବିକଶିତ କରିବା ପାଇଁ ମାଧ୍ୟମ ର ଆବଶ୍ୟକତା ରହିଥାଏ।ତେବେ ଏଇ ଆଧୁନିକ ଯୁଗରେ ଯୁବପିଢୀ ମାନେ ସିନେମା ଜଗତ କୁ ବେଶ ଭଲ ପାଉଛନ୍ତି।ଅଳ୍ପ ସମୟ ରେ ଛୋଟ ଗଳ୍ପ କୁ ନିଜର ଜୀବନ ଶୈଳୀ ବନାଉଛନ୍ତି ଆଜି କାର ଯୁବ ପିଢ଼ି। ସେମାନେ କିଛି ବ ବିଷୟରେ ଉପଡେଟ୍ ଥାନ୍ତୁ କି ନା ଥାଆନ୍ତୁ ସିନେମା ଜଗତ ବିଷୟରେ ଉପଡେଟ୍ ରହିବାକୁ ବେଶ ପସନ୍ଦ କରୁଛନ୍ତି।

ତେବେ ସିନେମା ଜଗତ ରେ କିଛି ବର୍ଷ ଧରି ନୂଆ ନୂଆ ଚେହରା ମାନଙ୍କୁ ଦେଖିବାକୁ ମିଳିଛି। ନିଜ କଳା ରେ ସେମାନେ ଦର୍ଶକ ଙ୍କ ମନକୁ ବେଶ୍ କିଣି ପାରିଛନ୍ତି। ନାୟକ ଭୂମିକା ରେ ଅଭିନୟ କରି ଦର୍ଶକ ଙ୍କ ମନ କୁ ବେଶ୍ ଛୁଇଁ ପାରୁଛନ୍ତି। ସେମାନଙ୍କ ମଧ୍ୟରେ ନୂଆ ଚେହେରା ଜଣଙ୍କ ହେଉଛନ୍ତି ଦୀପକ। ତାଙ୍କ ଅଭିନୟ ଦ୍ୱାରା ଅନେକ ଦର୍ଶକ ଙ୍କ ମନ କୁ କିଣି ପାରିଛନ୍ତି।

ବର୍ତମାନ ଆଗ ଧାଡ଼ି ର ନାୟକ ଭାବେ ଦୀପକ ପରିଚିତ। ଖୁବ୍ କମ୍ ସମୟରେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ଭଲ ପାଇବା ସାଉଁଟି ପାରିଛନ୍ତି। ଅଭିନୟ ଦ୍ୱାରା ଦର୍ଶକ ଙ୍କ ହୃଦୟ ରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ପରିଚୟ କେବଳ ଅଭିନେତା ନୁହଁ ବରଂ ଜଣେ ଦକ୍ଷ ଅଭିନେତା। ଆଲବମ୍ ଜଗତରେ ପ୍ରଥମ କରି ପାଦ ରଖିଥିଲେ ଦୀପକ,ସେତେବେଳ ସେତେଟା ସଫଳତା ମିଳି ପାରିନଥିଲା।


ଧୀରେ ଧୀରେ ସିନେମା ରେ ପାଦ ରଖିଲେ ଓ ଆଜି ସେ ଜଣେ ଆଗ ଧାଡ଼ି ର ନାୟକ, ଦକ୍ଷ କଳାକାର ଭାବେ ନିଜକୁ ପ୍ରତିଷ୍ଠିତ କରି କେତେକ ପୁରସ୍କାର ମଧ୍ୟ ପାଇଛନ୍ତି। ଅନେକ ରିଆଲିଟି ଶୋ ରେ ଜଜ୍ ଭାବେ ମଧ୍ୟ କାର୍ଯ୍ୟ କରି ନିଜର ଦିୟିତ୍ୱ ତୁଲାୟିଛନ୍ତି। ଜଣେ ବହୁମୁଖୀ ପ୍ରତିଭା ର ଅଧିକାରୀ ଭାବେ ଜଣା ଶୁଣା।

ସିନେମା ଜଗତରେ ସେ ହେଉଛନ୍ତି ଜଣେ ସକ୍ରିୟ କଳାକାର। ଆକଟିଂ ସହିତ ଡେନସ୍ ରେ ମଧ୍ୟ ଜବରଦସ୍ତ କରିଥାନ୍ତି। ତେବେ ମଣିଷ ଯେ କୌଣସି କାମ ରେ ନିଜକୁ ସମର୍ପିତ କରିଦେଲେ ସଫଳତା ନିଶ୍ଚୟ ହାସଲ ହୋଇଥାଏ। ଠିକ୍ ସେହିପରି ନିଜକୁ ସେ ସିନେମା ଜଗତରେ ସମର୍ପିତ କରି ସଫଳତା ହାସଲ କରିଛନ୍ତି।

ସିନେମା ଜଗତରେ ତାଙ୍କର ଅବଦାନ ବହୁତ୍ ବଡ଼, ଉତ୍ସରଗୀକୃତ ମନୋଭାବ ଯୋଗୁଁ ଅଭିନୟ ଜଗତରେ ଜଣେ ଶ୍ରେଷ୍ଠ କଳାକାର ଭାବେ ପରିଚିତ। ତେବେ ଆପଣ ଜାଣିଥିବେ ଖୁବ୍ ନିକଟରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି, ସୁନ୍ଦରୀ ତନୁଜା ଙ୍କୁ ବିବାହ କରିଥିଲେ ଦୀପକ । ତାଙ୍କର ଦାମ୍ପତ୍ୟ ଜୀବନ ବେଶ୍ ଖୁସି ରେ କଟୁଛି, ସୋସିଆଲ ମିଡ଼ିଆରେ ନିଜ ପତ୍ନୀ ଙ୍କ ସହିତ ନଜର ଆସୁଛନ୍ତି।

ତେବେ ନିକଟରେ ସେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ସୋସିଆଲ ମିଡ଼ିଆ ରେ। ଏହି ଭିଡ଼ିଓ ରେ ଧୁମ୍ ମଚେଇଚନ୍ତି ଦୁହେଁ ସ୍ୱାମୀ ସ୍ତ୍ରୀ। ତେବେ ଭିଡିଓ ଟି ହେଉଛି ଡେ଼ନସ୍ ଭିଡ଼ିଓ,ବିଭିନ୍ନ ପୋଷାକରେ ନଜର ଆସିଛନ୍ତି ଏଥିରେ,ବିଭିନ୍ନ ଗେଟ୍ ପ୍ ନେଇ ଭିଡିଓ ଟିକୁ କରିଛନ୍ତି।

ତୁ କଟକିଆ ଛୋରି ମୁଁ ସମ୍ବଲପୁରୀ ବାବୁ ଗୀତ ରେ ଜବରଦସ୍ତ ଡେନସ୍ କରିଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ। ଭିଡିଓ ଟିକୁ ସୁଟ୍ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି,ତେବେ ଭିଡିଓ ଟି ବହୁତ୍ ଭାରିଆଲ୍ ମଧ୍ୟ ହୋଇଛି। ଦର୍ଶକ ଙ୍କ ଠାରୁ ଅନେକ ଭଲ ପାଇବା ପାଇଛନ୍ତି ଉଭୟ ଦୀପକ ଓ ତନୁଜା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।