ଅନେକ ରୋଗ ପାଇଁ ଲାଭକାରୀ ହୋଇଥାଏ କଳା କିସମିସ୍ ଜାଣନ୍ତୁ କିପରି ବ୍ୟବହାର କଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ହୋଇଥାଏ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।

ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ , ନିଜର ଏକ ସୁସ୍ଥ ଶରୀର ତଥା ସୁସ୍ଥ ମାନସିକତା ରଖିବା ପାଇଁ ଆପଣ ଙ୍କୁ କଣ କରିବାକୁ ପଡିଥାଏ ।ବନ୍ଧୁଗଣ ଆମେ ବଧେ ଖିସମିଶ କୁ ସବୁବେଳେ ନିଜର ସ୍ଵାଦ ପାଇଁ ବ୍ୟବହାର କରିଥାଉ କାରଣ ଏହା ଆମକୁ ସ୍ୱାଧୀସ୍ଟ ଲାଗୁଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ଏହି ଖିସମିଶ କୁ କେଉଁ ସମୟରେ ବ୍ୟବହାର କରିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଏବଂ ଏହାର କେତେକ ଭଲ ଗୁଣ ଗୁଡିକ ବିଷୟରେ ।

ସାଧାରଣ ଭାବରେ ଆମେ କଳା ଖିସମିଶ କୁ ଏମିତି ହିଁ ଖାଇଥାଉ ମାତ୍ର ଆପଣ ଜାଣନ୍ତି କି ଏହି ପ୍ରତିଦିନ ଦୁଇଟି କଳା ଖିସମିଶ କୁ ନିର୍ଦ୍ଦିଷ୍ଟ ସମୟ ରେ ସେବନ କରିବା ଦ୍ବାରା ଏହା ଆମ ଶରୀରର ମୋଟା ପଣ , ହାର୍ଟ ବ୍ଲକେଜ୍ , କୋଲେଷ୍ଟ୍ରାଲ୍ ପରି ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ ବୋଲି ।

ଉଲ୍ଲେଖ ଯୋଗ୍ୟ ଯେ ଖିସମିଶ ରେ  ବିଭିନ୍ନ ପ୍ରକାର ର ଉପକାରୀ ଖଣିଜ ପଦାର୍ଥ ମିଳିଥାଏ ଯେମିତି କି ଆଇରନ , କ୍ୟାଲସିୟମ , ମଗ୍ନେଶୀୟମ, ଏବଂ ଏଥିରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ ଯାହା ଆପଣଙ୍କ ଶରୀରରେ ଏହି ସବୁବ ସମସ୍ୟା ଦୂର କରିଥାଏ । କଳା ଖିସମିଶ କୁ ସେମିତି ଶୁଖିଲା ଚୋବେଇ ନଖାଇ ପାଣିରେ ଭିଜେଇ ଖାଇବା ଦ୍ବାରା ଏହା ଆମ ଶରୀରର ନିମ୍ନଲିଖିତ ସମସ୍ୟା ର ସମାଧାନ କରିଥାଏ ।

ସେଗୁଡିକ ହେଉଛି:-

୧.ଏହା ଆପଣଙ୍କ ର ଲିଭର ଜନିତ ସମସ୍ତ ସମସ୍ୟାକୁ ସହଜରେ ସମାଧାନ କରିଥାଏ ।ପ୍ରତିଦିନ ୧୦-୧୫ଟି କଳା ଖିସମିଶ କୁ ରାତିରେ ପାଣିରେ ଭିଜେଇ ଏହାକୁ ସକାଳେ ଗରମ କରି ସେବନ କରନ୍ତୁ।

୨.ଗ୍ୟାଷ୍ଟିକ ବା ଏସିଡିଟି ରୋଗ ଥିଲେ ଆପଣ ୧୨-୧୫ଟି କଳା ଖିସମିଶ କୁ ପାଣିଲେ ଭିଜେଇ ଖାଇନିଅନ୍ତୁ ।ଏହା ଆପଣଙ୍କୁ ୧୫ ଦିନ ମଧ୍ୟରେ ଏହାର ଫଳାଫଳ ଆପଣ ଜାଣିପାରିବେ ।

୩ .ଏହା ଆମ ଶରୀରର ମୋଟାପଣ କୁ କମେଇବାରେ ସାହାଯ୍ୟ କରେ କାରଣ ଏହା ଖାଦ୍ୟ କୁ ହଜମ କରିବାରେ ତଥା ମେଟାବୋଲିଜିମ କୁ ବଢ଼େଇଥାଏ ।
୪.ଖାଲି ଏତିକି ନୁହେଁ ବରଂ ଏହା ଆପଣଙ୍କୁ ଦୁର୍ବଳତା ରୁ ରକ୍ଷା କରିଥାଏ ।ଯଦି କୌଣସି ବ୍ୟକ୍ତି ବହୁତ ପତଳା ଏବଂ ଦୁର୍ବଳ ଅଛନ୍ତି ତ ଆପଣ ପ୍ରତିଦିନ କିଛି କଳା ଖିସମିଶ ସେବନ କରନ୍ତୁ।


୫.ଏତଦ୍ବ୍ୟତୀତ ପ୍ରତିଦିନ କଳା ଖିସମିଶ ଖାଇବା ଫଳରେ ଏହା ଆପଣଙ୍କୁ ହାଇ ପ୍ରେସର ପରି ମାରାତ୍ମକ ରୋଗ ରୁ ମଧ୍ୟ ମୁକ୍ତି ଦେଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।