ଦେଖନ୍ତୁ ଭିଡିଓ ବିବାହର ଏତେଦିନ ପରେ ପ୍ରଥମଥର ପାଇଁ ସ୍ତ୍ରୀଙ୍କୁ ନେଇ ସୁଟିଂ ସେଟରେ ପହଞ୍ଚିଲେ ଅଭିନେତା ଅମ୍ଳାନ , ଆଉ ତା’ପରେ

0

ଆଜି ଆମେ ଏକ ସୁନ୍ଦର ଏବଂ ମନଛୁଆଁ କଳାକାର ବା ଅଭିନେତା ଙ୍କ ବିଷୟରେ କିଛି କହିବୁ,ଯାହାଙ୍କୁ ଆପଣମାନେ ଅନେକ ପସନ୍ଦ କରନ୍ତି ଏବଂ ତାଙ୍କର ସବୁ ସିନେମା ର ଚରିତ୍ର ଗୁଡ଼ିକ ଆପଣ ମାନଙ୍କ ମନ କୁ ମଧ୍ୟ ଛୁଇଁଥାଏ।ଆପଣମାନେ ତାଙ୍କୁ କିଛି ବର୍ଷ ପୂର୍ବରୁ ଚଳଚ୍ଚିତ୍ର ଜଗତରେ ଦେଖିଆସୁଛନ୍ତି, ଚଳଚ୍ଚିତ୍ର ଜଗତରେ ସବୁ କଳାକାର ମାନେ ଅନେକ କଷ୍ଟ କରିଥାନ୍ତି, ପରିଶ୍ରମ କରିଥାନ୍ତି ଲୋକମାନଙ୍କ ମନ କୁ କିଣିବା ପାଇଁ ତାଙ୍କ ଅଭିନୟ ଦ୍ୱାରା, ଏବଂ ସେହି ଫିଲ୍ମ୍ ଟି କୁ ମଧ୍ୟ ସୁପରହିଟ କରିବା ପାଇଁ ନିଜର ପରିଶ୍ରମ ଏବଂ ବହୁମୂଲ୍ୟ ସମୟ ଦେଇଥାନ୍ତି।

ଅନେକ ଅଭିନେତା ଓ ଅଭିନେତ୍ରୀ ଖୁବ୍ କମ୍ ସମୟରେ ନିଜର ଏକ ସୁନ୍ଦର ପରିଚୟ ସୃଷ୍ଟି କରିପାରନ୍ତି,ନିଜର ଆକଟିଂ ଓ ଡାନ୍ସିଂ ଦ୍ଵାରା ଲୋକ ମାନଙ୍କ ଠାରେ ପ୍ରଂଶସିତ୍ ହୋଇଥାନ୍ତି। ଲୋକପ୍ରୟତା ମଧ୍ୟ ହାସଲ କରିଛନ୍ତି। ଖୁବ୍ କମ୍ ସମୟରେ ବହୁତ୍ ଉଚ୍ଚ ସ୍ଥାନ ଅଧିକାର କରିଥାନ୍ତି।ସେହିପରି ଏକ ଅଭିନେତା ଙ୍କ ବିଷୟରେ ଆମେ ଆପଣଙ୍କୁ କିଛି କହିବାକୁ ଯାଉଛୁ,ତାଙ୍କର ସବୁ ଫିଲ୍ମ୍ ହିଟ୍ ହୋଇଥାଏ।

ତାହେଲେ ଆସନ୍ତୁ ଜାଣିବା କିଏ ସିଏ କଳାକାର ଜଣକ।ବିବାହ ପରେ ପ୍ରଥମ ଥର ସୁଟିଂ ସେଟ୍ କୁ ସ୍ତ୍ରୀ ଙ୍କୁ ନେଇ ଆସିଲେ ଅମ୍ଳାନ।ଏବେ “ଗୁପଚୁପ”ଫିଲ୍ମ୍ ର ସୁଟିଂ ଚାଲିଛି,ଏହି ଗୁପଚୁପ ଫିଲ୍ମ୍ ର ସୁଟିଂ ସମୟରେ ଅମ୍ଳାନ ତାଙ୍କ ସ୍ତ୍ରୀ ଙ୍କୁ ନେଇକି ପହଞ୍ଚିଥିଲେ।ଏଥର ଅମ୍ଳାନ ଏକ ଆକ୍ସନ୍ ଫିଲ୍ମ୍ କରିବାକୁ ଯାଉଛନ୍ତି।ଏହି କ୍ଷେତ୍ର ରେ ତାଙ୍କୁ ଏକ ନୂଆ ଧାରଣ ରୂପରେ ନଜର ଆସୁଥିବା ବେଳେ ସ୍ତ୍ରୀ ଭୂମିକା ଙ୍କୁ ପୁରା ସୁଟିଂ ସେଟ୍ ବୁଲାଇନେଇଛନ୍ତି।

ଏଥି ମଧ୍ୟ ସେ କାହା ସହ ଅଭିନୟ କରନ୍ତି ,ସେଟ୍ ରେ କେମିତି ଆକ୍ସନ୍ କରନ୍ତି, ସୁଟିଂ ସେଟ୍ ରେ କେଉଁ ମାନଙ୍କ ସହ ମାରପିଟ୍ କରନ୍ତି ସେ ସବୁ କଥା କହିଛନ୍ତି ଏବଂ ଦେଖାଇଛନ୍ତି ମଧ୍ୟ।

ଏହି ଫିଲ୍ମ୍ ଟି ଖୁବ୍ ଶୀଘ୍ର ପ୍ରେକ୍ଷାଳୟ କୁ ଆସିବାକୁ ଯାଉଛି,ଏହା ଅମ୍ଳାନ ଙ୍କ ର ଏକ ନୂଆ ଧରଣ ର ଫିଲ୍ମ୍ ଅଟେ।ଏହି ଫିଲ୍ମ୍ ଟି କୁ ଲୋକମାନେ ଅନେକ ପସନ୍ଦ କରିବେ ବୋଲି ସେ କହିଛନ୍ତି ,ତାଙ୍କ ସ୍ତ୍ରୀ ଙ୍କୁ ଅନେକ ଆକ୍ସନ୍ ସୀନ ଦେଖାଇଛନ୍ତି ଏବଂ ବହୁତ୍ ଖୁସି ମଧ୍ୟ ଅଛନ୍ତି।ଅମ୍ଳାନ ଙ୍କ ର ସବୁ ଫିଲ୍ମ୍ ଗୁଡ଼ିକୁ ଲୋକମାନେ ପସନ୍ଦ କରିଆସିଛନ୍ତି ଏବଂ ଆଗକୁ କରିବେ ମଧ୍ୟ।ସେ ଟାର୍ଗେଟ୍ ଠୁ ଆରମ୍ଭ କରି ଅନେକ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଦେଇଛନ୍ତି , ଏବଂ ସେଥିରେ ସେ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରିଛନ୍ତି।ଯାହା ଦ୍ଵାରା ସେ ଲୋକପ୍ରିୟତା ହାସଲ କରିଛନ୍ତି,

ଏଥି ମଧ୍ୟରେ ସେ ହେଉଛନ୍ତି ମହାନ୍ କଳାକାର ମିହିର ଦାସ ଙ୍କ ମାତ୍ର ପୁତ୍ର।ମିହିର ଦାସ ଙ୍କୁ ଲୋକମାନେ ଯେତିକି ପସନ୍ଦ କରନ୍ତି , ସମ୍ମାନ ଦିଅନ୍ତି ସେତିକି ଅମ୍ଳାନ ଙ୍କୁ ମଧ୍ୟ ଦିଅନ୍ତି।ଧୀରେ ଧୀରେ ଲୋକ ମାନେ ଅମ୍ଳାନ ଙ୍କ ପ୍ରତି ବିମୋହିତ ହେଉଛନ୍ତି,ଅମ୍ଳାନ ଏବଂ ଭୂମିକା ଙ୍କ ର ଯୋଡ଼ି ବହୁତ୍ ସୁନ୍ଦର୍ ବୋଲି ମଧ୍ୟ କହିଛନ୍ତି।ଭଗଵାନ୍ ସେହି ସୁନ୍ଦର୍ ଯୋଡ଼ି ଟି କୁ ସବୁବେଳେ ଏମିତି ଖୁସି ରେ ରଖନ୍ତୁ,ଯାହା ସାରା ଓଡ଼ିଶା ବାସୀ ଙ୍କ ର ଶୁଭକାମନା।ସେ ଏହିପରି ଖୁବ୍ ଆଗକୁ ଯାଆନ୍ତୁ ଏହା ଆମର ପ୍ରାର୍ଥନା ଏବଂ ସେ ଖୁବ୍ ଲୋକପ୍ରିୟତା ମଧ୍ୟ ହାସଲ କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।