ଦେଖନ୍ତୁ ଏହି ଲଜ୍ଜାଜନକ ଭିଡିଓ – ସମାଜ ପାଇଁ କଳଙ୍କିତ ଏଭଳି ନାରୀ ସ୍ବାମୀ ଙ୍କୁ ଛାଡି ନିଜ ଭଣଜାଙ୍କୁ ବିବାହ କରିଲେ , ଦେଖନ୍ତୁ ଏହି ଭିଡିଓ

0

ଆମ ସମାଜରେ କିଛି ରୀତି, ନୀତି, ନିୟମ, ସଂସ୍କୃତି, ପରମ୍ପରା ଆଦି ରହିଛି। ଯାହାକୁ କି ଲୋକ ମାନେ ଆଗ କାଳରୁ ମାନି ଆସିଛନ୍ତି ଏବଂ ପାଳନ ମଧ୍ୟ କରିଆସିଛି। କିନ୍ତୁ ଆଜିର ଏହି ଦୁନିଆରେ କୈାଣସି ରୀତି, ନୀତି, ନିୟମ, ସଂସ୍କୃତି, ଓ କୁ କେହି ମାନୁନାହାନ୍ତି। ଯାହାର ଯାହା ଇଚ୍ଛା ହେଉଛି ସେଇଆ କରୁଛନ୍ତି। ଆଉ କାହାର ସମାଜ କୁ ଲୋକ ଲଜ୍ଜା କୁ ମଧ୍ୟ ଡର ନାହିଁ।ଧିରେ ଏହି ଦୁନିଆରେ ପାପ ସମ୍ପର୍କ ସବୁ ବଢିବାରେ ଲାଗିଛି। ଆଜି ର ଏହି ଦୁନିଆରେ କେହିବି କାହାକୁ ବାହାହୋଇ ଯାଉଛନ୍ତି।

ବାହାଘର ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ। ଏହି ବନ୍ଧନ ରେ ବାନ୍ଧି ହେଉଥିବା ଦୁଇ ମଣିଷ ର ଯୋଡି କୁ ସ୍ୱୟଂ ଭଗବାନ ଉପରୁ ବନାଇ ପଠେଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ଆମ ହିନ୍ଦୁ ରୀତି ରେ ନିୟମ ଅଛି ଜଣେ ପୁରୁଷ ଏବଂ ନାରୀ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିବା ପରେ ଆଉ କୈାଣସି ନାରୀ ଏବଂ ପୁରୁଷ ଙ୍କ କଥା ଭାବିବେ ନାହିଁ। ଏହାକୁ ପାପ ବୋଲି କୁହାଯାଏ।

ସ୍ତ୍ରୀ ମାନଙ୍କୁ ଏକ ପତିବ୍ରତା ହେବା ପାଇଁ କୁହାଯାଉଥିଲା, ଆଉ କିନ୍ତୁ ଏବେ ସେପରି କିଛି ନାହିଁ। ବାହାଘର ପରେ ମଧ୍ୟ ପୁରୁଷ ଓ ନାରୀ ମାନେ ଅନ୍ୟତ୍ର ବାହା ହେଉଛନ୍ତି ବାହା ନ ହେଲେ ମଧ୍ୟ ପର ପୁରୁଷ ଏବଂ ନାରୀ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏବେ ତ ଏପରି ସବୁ ସମ୍ପର୍କ ଦେଖିବାକୁ ମିଳୁଛି ଆପଣ ମାନେ ଶୁଣିଲେ ଆର୍ଶ୍ଚଯ୍ୟ ହୋଇଯିବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ସମ୍ପର୍କ ସମ୍ବନ୍ଧରେ କହିବୁ।

ସୋସିଆଲ ମିଡ଼ିଆ ରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ଯୁବକ ଏକ ବିବାହିତା ନାରୀ କୁ ପୁଣି ବାହା ହେଉଛନ୍ତି। ସେଇ ପୁରୁଷ ଜଣକ ସେହି ମହିଳା ଙ୍କ ର ସମ୍ପର୍କ ରେ ଭଣଜା ହେବେ। ସାତ ମାସ ତଳେ ସେହି ମହିଳା ଜଣକ ଯୁବକ ଙ୍କ ର ମାମୁ ଙ୍କୁ ବାହା ହୋଇଥିଲେ। ପରେ ଏହି ଯୁବକ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ପରସ୍ପର ଦୁହିଁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଘରେ ଏହାକୁ ସ୍ୱୀକାର କରିବେନି ବୋଲି ଯୁବକ ଜଣକ ତାଙ୍କ ମାଇଁ ଙ୍କୁ ଉଠାଇ ନେଇଆସିଥିଲେ।

ଏହାପରେ ଗାଁ ଲୋକ ଜାଣିବା ପରେ ମହିଳା ଙ୍କ ର ଚରିତ୍ର ଖରାପ ନ ହେଉ ଏବଂ ଲୋକ ମାନେ ସେମାନଙ୍କୁ ଖରାପ ନ ଭାବନ୍ତୁ କହି ଗାଁ ଲୋକ ମାନେ ଉପସ୍ଥିତ ରହି ଦୁହିଁଙ୍କୁ ମନ୍ଦିର ରେ ବାହାଘର କରି ଦେଇଥିଲେ।

ଯୁବକ ଜଣକ ଓଡିଶା ବାହାରେ କାମ କରନ୍ତି। ଭଲ ପଇସା ମଧ୍ୟ ରୋଜଗାର କରୁଛନ୍ତି। ଯୁବକ ଙ୍କ ର ପରିବାର ଲୋକ ମଧ୍ୟ ବାହାରେ ରହୁଛନ୍ତି,ଯାହା ହେଲେ ବି ଏହା ଏକ ଲଜ୍ଜାଜନକ କଥା ଅଟେ। ମାଇଁ ଭଣଜା ଙ୍କ ବାହାଘର କୁ ସମାଜରେ ଲୋକ ମାନେ ବହୁତ ନିନ୍ଦା କରୁଛନ୍ତି। ଏହି ପରି ପବିତ୍ର ସମ୍ପର୍କ କୁ ଏହିପରି କେତେକ ଲୋକ ମାନେ ଅପବିତ୍ର କରି ଦେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।