ଦେଖନ୍ତୁ ଭିଡ଼ିଓ – ଓଡିଶା ଛାଡିବା ପରେ ହୋଟେଲ ରେ ଜବରଦସ୍ତ ଡ୍ୟାନ୍ସ କଲେ ଆଇଟମ ଗାର୍ଲ ରାଣୀ ପଣ୍ଡା…

0

ବର୍ତ୍ତମାନ ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ଯାତ୍ରା କଳାକାର,ରାଣୀ ପଣ୍ଡା ଓଡ଼ିଶା ର ଜଣେ ଚର୍ଚ୍ଚିତ ଅଭିନେତ୍ରୀ।ତାଙ୍କର କଥା ବାର୍ତ୍ତା ଏବଂ ତାଙ୍କର ବ୍ୟବହାର ପାଇଁ ସେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। କାରଣ ସେ ମିଡ଼ିଆ ଆଗରେ ଏକ ବିବାଦୀୟ କଳାକାର। ତେବେ ଦର୍ଶକ ମାନେ ତାଙ୍କୁ କେବଳ ତାଙ୍କ ଅଭିନୟ ପାଇଁ ଜାଣିନାହାନ୍ତି,ତାଙ୍କୁ ତାଙ୍କର କଥା ବାର୍ତ୍ତା ଏବଂ ତାଙ୍କର ମିଡ଼ିଆ ଆଗରେ କରୁଥିବା ବ୍ୟବହାର ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ,

କାରଣ ସେ ଅନେକ ଘଟଣା ରେ ତାଙ୍କର ବିବାଦୀୟ ମନ୍ତବ୍ୟ କୁ ସାମ୍ନା ରେ ରଖିଥାନ୍ତି।ଯାହା ପାଇଁ ସେ କିଛି ଲୋକ ଙ୍କ ଆଗରେ ଖରାପ୍ ମଧ୍ୟ ସାବ୍ୟସ୍ତ ହୋଇଛନ୍ତି।ଆହୁରି ଅନେକ ସମୟରେ ସେ ସୋସିଆଲ ମିଡିଆରେ ଭିଡିଓ ଦ୍ଵାରା ତାଙ୍କର ମନ୍ତବ୍ୟ ଏବଂ କାର୍ଯ୍ୟକଳପ ମଧ୍ୟ ଆଗକୁ ଆଣନ୍ତି।ସେ ଯାହା ବି କିଛି ହେଉ ନା କାହିଁକି କିନ୍ତୁ ରାଣୀ ପଣ୍ଡା ବହୁତ୍ ଜଣାଶୁଣା।ତାଙ୍କର କଟା କଥା ଏବଂ ତାଙ୍କ ବୟାନ ବାଜି କଥା ପାଇଁ ସେ ସତରେ ବହୁତ୍ ଚର୍ଚ୍ଚିତ।

ଶୁଣିବାକୁ ପାଇଛୁ ଯେ ରାଣୀ ପଣ୍ଡା ଙ୍କ ର ଏକ ଡାନ୍ସ ଭିଡିଓ ପ୍ରଖ୍ୟାତ ହୋଇଛି ଯାହା ସେ ଓଡ଼ିଶା ଛାଡ଼ିବା ପରେ କରିଥିଲେ।ଯାଉଥିରେ ସେ ଏକ ସୁନ୍ଦର୍ ଏବଂ ଝିଲମିଲ ଡ୍ରେସ ପିନ୍ଧି ନଚୁଛନ୍ତି।ଏହାକୁ ସେଠିକାର ଲୋକ ମାନେ ଅନେକ ଉପୋଭୋଗ କରୁଛନ୍ତି, ଏବଂ ତାଙ୍କ ନାଚ କୁ ମଧ୍ୟ କ୍ୟାମେରା ରେ ରେକର୍ଡ କରୁଛନ୍ତି। ଆଇଟମ୍ ଏବଂ ଡାନ୍ସ ଗୀତ ରେ ସେ ନାଚିଥିଲେ ଏବଂ ସେ ଖୁବ୍ ଆକର୍ଷଣୀୟ ମଧ୍ୟ ଲଗୁଥିଲେ।

ଏହି ଭିଡିଓ ମାଧ୍ୟମରେ ସେ ତାଙ୍କର ଜଲ୍ଵା ଦେଖାଇଛନ୍ତି।ଯାହା ସେଠିକାର ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।ଅତି ସୁନ୍ଦର୍ ଏବଂ ସୁସଜ୍ଜିତ ବେଶ ରେ ନିଜକୁ ସଜାଇ ଥିଲେ ସେ, ଏବଂ ସେ ନିଜର ମଧ୍ୟ ଅନେକ ଭିଡିଓ ରେକର୍ଡ କରିଛନ୍ତି।ଏହି ଭିଡିଓ ଗୁଡ଼ିକ ରେ ସେ ଖୁବ୍ ସୁନ୍ଦର ନୃତ୍ୟ ଦର୍ଶାଇଛନ୍ତି।ତେବେ ଆପଣ ମାନେ ଏହା ଜାଣିଥିବେ ଯେ ସେ ଓଡ଼ିଶା ଛାଡ଼ି ଚାଲିଯାଉଥିବା ର ଏକ ଭିଡିଓ ସୋସିଆଲ ମିଡିଆରେ ଛାଡିଛନ୍ତି ଏବଂ ଏହି ଭିଡିଓ ଟି ଖୁବ୍ ପ୍ରଖ୍ୟାତ ହୋଇଥିଲା।

ଗୋଟେ କଳାକାର ନିଜକୁ ଲୋକ ମାନଙ୍କ ଆଗରେ ନିଜକୁ ଦର୍ଶାଇବାକୁ ହେଲେ ନିଜର ବହୁତ୍ ପରିଶ୍ରମ ଦେବାକୁ ପଡେ, ଯାହାପାଇଁ ସେ ଖୁବ୍ ସୁନ୍ଦର ଅଭିନୟ,ଖୁବ୍ ଆକର୍ଷଣୀୟ ନାଚ ପ୍ରଦର୍ଶନ କରନ୍ତି।କଳାକାର ରାଣୀ ପଣ୍ଡା ନିଜକୁ ଠିକ୍ ସାବ୍ୟସ୍ତ କରିବା ପାଇଁ ଖୁବ୍ ଲଢ଼ିଛନ୍ତି,ଯାହା ସବୁ ସମୟରେ ମିଡ଼ିଆ ରେ ପ୍ରଖ୍ୟାତ ହୋଇଥାଏ।ରାଣୀ ପଣ୍ଡା ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।ଏଥି ସହିତ ଲୋକ ମାନଙ୍କ ର ଘୃଣା କୁ ମଧ୍ୟ ସହିଛନ୍ତି।ଯାହା ପାଇଁ ସେ ମଧ୍ୟ ଖୁବ୍ ଚର୍ଚ୍ଚିତ,ଲୋକମାନେ ଅନେକ କଳାକାର ଙ୍କୁ ବହୁତ୍ କଥା କୁହନ୍ତି,କିଛି କ୍ଷେତ୍ର ରେ ଭଲ ପାଇବା ଦିଅନ୍ତି ଏବଂ କିଛି କ୍ଷେତ୍ର ରେ ଖରାପ୍ ବ୍ୟବହାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।