ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଲା ବେଙ୍ଗଲୀ ହିରୋଇନ୍ ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ଶାଶୂ ଙ୍କ ର ଆଉ ଏକ ବହୁତ ହିଁ ସୁନ୍ଦର ଭିଡିଓ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।

ତେବେ ସେହି ଅଭିନେତ୍ରୀ ଜଣକ ଆମ ଓଲିଉଡ୍ ର ସତ କିନ୍ତୁ ସେ ବାହାର ରାଜ୍ୟର ଝିଅ। ହେଲେ ସେ ବାହାର ରାଜ୍ୟର ଝିଅ ହୋଇ ମଧ୍ୟ ଆମ ରାଜ୍ୟ କୁ ଆସି ଆମ ଇଣ୍ଡଷ୍ଟ୍ରି ରେ କାମ କରି ଅନେକ ସଫଳତା ଏବଂ ଅନେକ ଭଲପାଇବା ଓଡିଆ ଦର୍ଶକ ମାନଙ୍କ ଠାରୁ ହାତେଇ ସାରିଛନ୍ତି। ତେବେ ସେହି ଅଭିନେତ୍ରୀ ଜଣକ ଏତେ ସୁନ୍ଦର କି ଅନେକ ଲୋକ ତ ତାଙ୍କୁ ତାଙ୍କର ସୁନ୍ଦରତା ପାଇଁ ଅନେକ ପସନ୍ଦ କରନ୍ତି। ସେ ଆଉ କେହି ନୁହଁନ୍ତି ଆମ ମାନଙ୍କ ର ଏବଂ ଆପଣ ମାନଙ୍କ ର ବି ଅତି ପ୍ରିୟ ବେଙ୍ଗଲ୍ ର ସୁନ୍ଦରୀ ନାୟିକା ଏବଂ ଚୁଲ୍ ବୁଲି ମଧ୍ୟ ଝିଲିକ୍ ଭଟ୍ଟାଚାର୍ଯ୍ୟ।

ସେ ଆମ ରାଜ୍ୟ କୁ ଆମ ରାଜ୍ୟ ରେ ଅନେକ ଫିଲ୍ମ ରେ ଅଭିନୟ କରି ଅନେକ ଲୋକଙ୍କ ଠାରୁ ଭଲପାଇବା ପାଇସାରିଛନ୍ତି। ସେ ବହୁତ ହିଁ ଭଲ ଅଭିନୟ ମଧ୍ୟ କରନ୍ତି, ତାଙ୍କ ଅଭିନୟ କୁ ଅନେକ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରନ୍ତି, ଖାଲି ଅଭିନୟ ନୁହେଁ ବରଂ ତାଙ୍କ ଷ୍ଟାଇଲ୍, ଡ୍ୟାନ୍ସ, ସବୁକିଛି ବହୁତ ସୁନ୍ଦର। ସେ ଏହି କିଛି ଦିନ ତଳେ ବିବାହ କରିଛନ୍ତି ଏବଂ ଆମ ରାଜ୍ୟ ର ଲୋକଙ୍କୁ ହିଁ ବିବାହ କରିଛନ୍ତି।

ସେ ବେଙ୍ଗଲୀ ହୋଇ ମଧ୍ୟ ଏକ ଓଡିଆ ଘରର ବୋହୂ ହୋଇଛନ୍ତି, ସେ ଜଣେ ବିଧାୟକ ଙ୍କୁ ବିବାହ କରିଛନ୍ତି। ସେହି ବିଧାୟକ ଜଣକ ସୁକିନ୍ଦା ର ବିଧାୟକ ଅଟନ୍ତି ଯାହାଙ୍କ ର ନାମ ପ୍ରିତିରଞ୍ଜନ ଘଡେଇ। ସେ ଏବେ ନିଜ ପରିବାର ସହ ଭୁବନେଶ୍ବର ରେ ରହୁଛନ୍ତି, ସେ ବହୁତ ଖୁସିରେ ମଧ୍ୟ ରହୁଛନ୍ତି।

ଏବେ ସୋସିଆଲ ମିଡିଆରେ ଝିଲିକ ଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ତେବେ ସେଇ ଭିଡିଓ ରେ ଦେଖିବକୁ ମିଳିଛି କି ଝିଲିକ କିଛି ଗାଈ ଙ୍କୁ ପାଲିଛନ୍ତି।ତେବେ ସେ ବେଳେ ବେଳେ ଯାଇ ସେଇ ଗାଈ ଙ୍କ ସହ ସମୟ ବିତାଉଛନ୍ତି। ଆଉ ସେ ତାଙ୍କ ଶାଶୁ ଙ୍କ ସହ ଯାଇ ସେଇ ଗାଈ ମାନଂକୁ ଖାଇବାକୁ ଦେଉଛନ୍ତି। ଆଉ ସେହି ଗାଈ ମାନଂକର ରକ୍ଷଣାବେକ୍ଷଣ ମଧ୍ୟ କରୁଛନ୍ତି। ତେବେ ସେ ଏହି କାର୍ଯ୍ୟ କରି ବହୁତ ଖୁସି ଅଛନ୍ତି ବୋଲି ଏହି ଭିଡିଓ ରୁ ଜଣା ପଡୁଛି। ତେବେ ଏହି ସବୁ କାର୍ଯ୍ୟ କରୁ ଥିବାର ଅନେକ ଫୋଟ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆଉ ଲୋକ ମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି । ଆଉ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।