ରାସ୍ତା ପାର୍ଶ୍ବରେ ପରିବା ବିକ୍ରି କରିବା ସହିତ ପାଠପଢ଼ୁଥିବା ବାଳକକୁ ଦେଖି ଆଇଏଏସ୍ କହିଲେ ଏଭଳି କଥା ! ଦୟାକରି ଏହି ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ !

0

ଏବେର ଯୁଗ ତ ବହୁ ଆଗରେ ପହଞ୍ଚିଲାଣି, ଏବେ ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଉଛନ୍ତି। ଆଜିକାଲି ର ଲୋକ ମାନେ ଆଉ ପୂର୍ବ କାଳର ଲୋକ ଙ୍କ ପରି ହୋଇନାହାନ୍ତି। ଆଗ କାଳରେ ଯେପରି ଲୋକ ମାନଙ୍କ ଘରେ କେବଳ ଜଣେ ରୋଜଗାର କରୁଥିଲେ ଏବଂ ସାରା ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜି କାଲି ଦୁନିଆରେ ପ୍ରତ୍ୟେକ ଲୋକ ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି,

କାହା ଉପରେ ବୋଝ ନହୋଇ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛନ୍ତି। ଏବେର ଯୁଗ ମଧ୍ୟ ବହୁ ଆଗରେ ପହଞ୍ଚିଲାଣି, ଆଜି କାଲି ର ଯୁଗ ରେ ଯୁଗରେ ଲୋକ ମାନଙ୍କୁ ଖଣ୍ଡେ ଚାକିରି ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି। ଏବେର ଯୁଗ ରେ ସବୁ ପିଲା ଶିକ୍ଷିତ ହେଉଛନ୍ତି, ପିଲା ମାନଙ୍କ ବ୍ରେନ୍ ବି ଆଜି କାଲି ବହୁତ ଜୋରରେ ଚାଲୁଛି କହିବାକୁ ଗଲେ ପୁରା କମ୍ପୁଟର।

କୁହାଯାଇଥାଏ ଯିଏ ମନରୁ କିଛି କାମ କରିଥାଏ ତାହା କେବେବି ଏପରି ଖରାପ ଯାଏ ନାହିଁ ନିହାତି ନା ନିହାତି କିଛି କାମରେ ଆସିଥାଏ। ତେବେ ଆମେ ମାନେ ଦେଖିଥିବା ଅନେକ ବ୍ୟକ୍ତି କାମ କରନ୍ତି କିନ୍ତୁ ସଫଳତା ପାଇ ନଥାନ୍ତି, ତାଙ୍କ ର କାମ ତ ଥାଏ କିନ୍ତୁ ମନ ନଥାଏ କାମରେ। ସେଥିପାଇଁ ନିଜର ମନ ସହକାର କିଛି କାମ ପାଇଁ ବହୁତ କଠିନ ପରିଶ୍ରମ ରେ କାମ ଟି କରିଥାଏ ସେ ନିଶ୍ଚିତ ଭାବରେ ସଫଳତା ପାଇଥାଏ। ଅନେକ ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ କି ନିଜର ପରିସ୍ଥିତି କୁ ଦେଖି ଧୈର୍ଯ୍ୟ ହରା ହୋଇ ହାର ମାନିଯାଇଥାଆନ୍ତି।

ସୋସିଆଲ ମିଡ଼ିଆରେ ଆମେ ମାନେ ଦେଖିବାକୁ ପାଉଥିବା ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ, ଖବର ଆଦି ଆସିଥାଏ, ସେହି ସବୁ ଫଟୋ ମଧ୍ୟ ରୁ କିଛି ଫଟୋ, ଭିଡିଓ ଏବଂ ଖବର ଏପରି ଥାଏ କି ତାହା ଲୋକ ମାନଙ୍କ ଉପରେ କିଛି ଭଲ ପ୍ରଭାବ ପକାଇଥାଏ, ଏବଂ ଲୋକ ମାନେ ବି ଦେଖି ତାହାକୁ ତାଜୁକ୍ ହୋଇ ରହିଯାଇଥାଆନ୍ତି। ଆମେ ମାନେ ମଧ୍ୟ ଆପଣ ମାନଙ୍କୁ ସେହିପରି ଏକ ଫଟୋ ସମ୍ପର୍କରେ କହିବୁ। ଯାହାକି ସୋସିଆଲ ମିଡ଼ିଆ ରେ ଏବେ ଏକ ବହୁତ ହିଁ ବଡ ଚର୍ଚ୍ଚା ର ବିଷୟ ପାଲଟିଛି।

ଏହି ଫଟୋ ଟି ରେ ଜଣେ ବାଳକ ଯାହାଙ୍କ ର କ୍ଲାସ୍ ମାତ୍ର ୭ମ ଅଟେ, ସେ ରାସ୍ତା କଡରେ ବସି ପରିବା ବିକ୍ରି କରିବା ସହ ପାଠ ମଧ୍ୟ ପଢୁଛନ୍ତି। ସେହି ବାଳକ ଙ୍କ ନାମ ହେଉଛି ପୁଷ୍ପେନ୍ଦ୍ର ସାହୁ, ଏହି ଫଟୋ କୁ ଗତ ରବିବାର ଦିନ ଆଇଏସ୍ ଅଫିସର୍ ଅବନିଶ ଶରଣ ପୋଷ୍ଟ କରିଥିଲେ। ଏହା ସହ କହିଥିଲେ କି, “ ନିଆଁ ଯେଉଁଠି ବି ଥାଉ ନା କାହିଁକି ଜଳିବା ଦରକାର ”। ଏହି ଫଟୋ ଟି ପୋଷ୍ଟ ହେବାର କିଛି ସମୟ ପରେ ଏଗାର ହଜାର ଲୋକ ଲାଇକ୍ କରିବା ସହ ଏକ ହଜାର ଲୋକ ଏହାକୁ ଟିଟ୍ ମଧ୍ୟ କରିଛନ୍ତି। ଏହା ସହ ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଇଛନ୍ତି ଏହି ଫଟୋ ଉପରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।