ଦେଖନ୍ତୁ ଭିଡ଼ିଓ । ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ରେ ଏକାଠି ଅଭିନୟ କରିବେ ବାପା ପୁଅ, ଜବରଦସ୍ତ ଭୂମିକା ରେ ସିଦ୍ଧାନ୍ତ ଙ୍କ ପୁଅ…. Entertainment

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।

ତେବେ ଆପଣ ମାନେ ଅନେକ ଆଲବମ ହିରୋ ମାନଂକୁ ଦେଖି ଥିବେ ବା ଜାଣି ଥିବେ । ଯେଉଁ ଥିରେ କି ସେମାନେ ନାଚି ଓ ଅଭିନୟ କରି ଲୋକ ଙ୍କ ମନ ଜିତି ଥାନ୍ତି। ତେବେ ତାଙ୍କ ଭିତରୁ ଅନେକ ଜଣା ଅଛନ୍ତୁ ଯେଉଁ ମାନେ କି ନିଜର ଏହି ଟେଲେଣ୍ଟ ଦେଖାଇ ଅନେକ ଫିଲ୍ମ ରେ ଅଭିନୟ କରିବାକୁ ସୁଯୋଗ ପାଇ ଛନ୍ତି। ଆଉ ତାଙ୍କର ସେହି ଫିଲ୍ମ ଗୁଡିକୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରନ୍ତି। ତେବେ ଆପଣ ମାନେ ଅଲବମ୍ ହିରୋ ବା ଅଭିନେତା ଶୈଳେନ୍ଦ୍ର‌ ଅଟନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ ।

ତେବେ ତାଙ୍କ ଦ୍ୟାନ୍ସ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି ।ତେବେ ଏବେ ଶୁଣିବାକୁ ମିଲି ଥିଲା କି ଶୈଳେନ୍ଦ୍ର‌ ଏବେ ଗୋଟିଏ ନୂଆ ଫିଲ୍ମ୍ ରେ ଅଭିନୟ କରିଛନ୍ତି। ତେବେ ଗୋଟେ ଫିଲ୍ମ ର ଶୈଳେନ୍ଦ୍ର ଙ୍କ ବିପକ୍ଷ ରେ ନାୟିକା ସଜିବେ ପ୍ରକ୍ରୁତି ମିଶ୍ର ,ଆଉ ଅନ୍ୟ ଫିଲ୍ମ ରେ ନାୟିକା ସଜିବେ ଭୂମିକା ।ତେବେ ଯାହା ଜଣା ପଡିଛି , ସିଦ୍ଧାନ୍ତ ମହାପାତ୍ର ଶୈଳେନ୍ଦ୍ର ଙ୍କ ବାପା ଭୂମିକା ରେ ନଜର ଆସିବେ ।ତେବେ ଏହି ନୂଆ ଫିଲ୍ମ ର ସଂଗୀତ ନିର୍ଦ୍ଦେଶନା ବୈଦ୍ଯନାଥ ମିଶ୍ର ଦେଇ ଛନ୍ତି, ଆଉ ନିର୍ଦ୍ଦେଶନା ରାଜା ଡି ଦେଇ ଛନ୍ତି।

ତେବେ କିଛି ଦିନ ଅଗରୁ ସୋସିଆଲ ମିଡିଆରେ ଏକ ଖବର ଖୁବ ମାତ୍ର ରେ ଭାଇରଲ ହୋଇ ଥିଲା କି ସିଦ୍ଧାନ୍ତ ମହାପାତ୍ର ହେଉଛିନ୍ତି ଶୈଳେନ୍ଦ୍ର ଙ୍କର ବାପା ବୋଲି, ଏହି ଖବର ସମ୍ପୁର୍ଣ୍ଣ ରୂପେ ମିଛ ଅଟେ।ତେବେ ଏହି ଦୁଇ କଳାକାର ବାପା ଓ ପୁଅ ଭୂମିକା ରେ ନଜର ଆସିବେ,କିନ୍ତୁ ଏମାନେ ସତ ରେ ବାପା ଓ ପୁଅ ନୁହନ୍ତି।ତେବେ ଶୈଳେନ୍ଦ୍ର ଙ୍କର ଏହି ନୂଆ ଫିଲ୍ମ ଆଗାମୀ ମାସ ରହି ରିଲିଜ ହେବାକୁ ଯାଉଛି। ତେବେ ସମସ୍ତେ ତାଙ୍କର ଏହି ଫିଲ୍ମ କୁ ଦେଖି ମନରଞ୍ଜନ ର ଲାଭ ଉଠାନ୍ତୁ।ତେବେ ସେ ଜଣେ ଚର୍ଚ୍ଚିତ କଲକାର୍।ତାଙ୍କର ସମସ୍ତ ଆଲବମ ଓ ତାଙ୍କ ଡାନ୍ସ କୁ ଲୋକ ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି,ଆଉ ଏହି ଫିଲ୍ମ ଟି କୁ ମଧ୍ୟ ଦର୍ଶକ ବହୁତ ମାତ୍ରା ରେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।