କେବେ ବି ବେଡ଼ ଉପରେ କରନ୍ତୁ ନାହିଁ ଏହି କାମ, ନଚେତ୍ ଭୋଗିବାକୁ ପଡିବ ଏହି ସମସ୍ୟା କାଙ୍ଗାଳ ହୋଇଯିବେ.

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।

କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଆପଣଙ୍କ ର ଘରେ ଶୋଇବା ଘର ମଧ୍ୟରେ ଥିବା ବେଡ଼ ଉପରେ କିଛି ତଥ୍ୟ ଯାହାକି ଆପଣ ଙ୍କୁ ଭବିଷ୍ୟତ ରେ ହେବାକୁ ଯାଉଥିବା କେତେକ ବିପଦ ରୁ ରକ୍ଷା କରିପାରିବ ।

ଆମର ବାସ୍ତୁ ଶାସ୍ତ୍ର ଅନୁସାରେ ,ଜଣେ ବ୍ୟକ୍ତି ଘର ର ବେଡ଼ ରୁମ ଟି ସବୁ ବେଳେ ଘରର ଦକ୍ଷିଣ ପୂର୍ବ ବା ଉତ୍ତର ଦିଗ ରେ ହେବା ଆବଶ୍ୟକ ।ଆଉ ଆପଣ ନିଜର ବେଡ଼ ଟୀକୁ ସବୁବେଳେ ଦକ୍ଷିଣ ଉତ୍ତର ବା ଦକ୍ଷିଣ ଦିଗକୁ ରଖନ୍ତୁ ।ଆଉ ମନେ ରଝିଥିବେ କି ଆପଣ ସବୁବେଳେ ଶୋଇବା ବେ ମୁଣ୍ଡ ଦକ୍ଷିଣ କୁ ଏବଂ ଗଡ଼ ଉତ୍ତର କୁ ହେବା ଉଭୟ ଆମ ଶରୀର ଓ ଘର ପାଇଁ ସୁଭ ହୋଇଥାଏ ।

ଆମ ପୁରାଣ ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ରହିଛି କି ଜଣେ ବ୍ୟକ୍ତି କେବେ ହେଲେ ପଶ୍ଚିମ ଦିଗ କୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ ।ଏପରି ଶୋଇବା ଫଳରେ ଘରେ ଅର୍ଥନୈତିକ ଅଭାବ ଦେଖା ଦେବା ସହ ନାକରତ୍ମକ ଶକ୍ତି ର ପ୍ରେବେଶ ହୋଇଥାଏ ଘର ମଧ୍ୟକୁ ।

ଏହା ବ୍ୟତୀତ ଆମ ବାସ୍ତୁ ଶାସ୍ତ୍ର ରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣିତ ରହିଛି ବେଡ଼ ଉପରେ ନକରିବାକୁ କିଛି ନୀତି ନିୟମ ଯାହାକୁ ନମାନିବା ଦ୍ବାରା ଆପଣ ବହୁତ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ।ତେବେ କେହି କେହି ବ୍ୟକ୍ତି ଏହି ନିୟମ ବିଷୟରେ ଜାଣିନଥାନ୍ତି ତ କେହି କେହି ଜାଣିଶୁଣି ଭୁଲ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଶୋଇବା ବେଡ଼ ଉପରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ହୋଇନଥାଏ ।

୧.ରାତିରେ ଶୋଇବା ସମୟରେ ପାଟିରେ କିଛି ନ ରଖି ଶୋଇବା ଉଚିତ ।ଯଦି ଆପଣ ପାଟିରେ କିଛି ଖାଦ୍ୟ ବା ନିଶା ଦ୍ରବ୍ଯ ରଖି ସୋଇଛନ୍ତି ତ ଏହା ଦ୍ଵାରା ମାତା ଲକ୍ଷ୍ମୀ ସେ ଘରେ ରୁହନ୍ତି ନାହିଁ ।
୨.ସକାଳେ ଉଠିବା ପରେ ସେଜ କୁ ଭଲ ଭବରେ ପରିଷ୍କାର କରି ସଜେଇବା ଉଚିତ ହୋଇଥାଏ ।

୩.ଭୁଲ ରେ ବି ବେଡ ଉପରେ କାଗଜ ପକାଇ ଖାଦ୍ୟ ସେବନ କରନ୍ତୁ ନାହିଁ ।ଏପରି କରିବା ଦ୍ୱାରା ଆପଣ କାଙ୍ଗାଳ ହୋଇଯିବେ ।ତେବେ ଏହି ସବୁ ନୀତି ନିୟମ ମାନି ବେଡ଼ ଉପରେ ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ ।ନଚେତ ଭବିଷ୍ୟତ ରେ ଆପଣ ଙ୍କୁ ଆର୍ଥିକ ସମସ୍ୟା ଦେଖା ଦେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।