Breaking News – ମାଟ୍ରିକ ପରୀକ୍ଷା ପାଇଁ ମାଟ୍ରିକ ଫି ଛାଡ କରିଲେ ସରକାର ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

କରୋନା ମହାମାରୀ ସମୟ ରେ ସ୍କୁଲ୍ କଲେଜ ସବୁ କିଛି ବନ୍ଦ ହୋଇଥିଲା। ବାହାରେ ଖଟୁଥିବା ଲୋକ ମାନେ ମଧ୍ୟ କରୋନା ଭୟ ରେ ପଳାଇ ଆସିଲେ। ଦେଶ ରେ ଅଭାବ ବହୁତ ମାତ୍ର ରେ ଦେଖା ଦେଲା ଗରିବ ସୀମା ରେଖା ତଳେ ବସବାସ କରୁଥିବା ଲୋକେ ବହୁତ୍ କଷ୍ଟ ଭୋଗିଲେ। ପିଲା ମାନେ ଅବହେଳିତ ହୋଇଗଲେ। ଖାଦ୍ୟ ସାମଗ୍ରୀ ମାନଙ୍କର ଦର ଦମ୍ ବଢ଼ିଗଲା। ପିଲା ମାନେ ପାଠ ପଢ଼ିଲେ ନାହିଁ। ସରକାର ମଧ୍ୟ କରୋନା ଭୟ ରେ କିଛି ନିଷ୍ପତ୍ତି ନେଇ ପରି ନଥିଲେ।ଦେଶ ରେ ବହୁଳ ମାତ୍ରା ରେ ଅଭାବ ଦେଖା ଯିବ ଯୋଗୁ ଧୀରେ ଧୀରେ ଯାତାୟାତ ବ୍ୟବସ୍ଥା ଖୋଲିଥିଲେ।

ଦେଶ ରେ ଆର୍ଥିକ ସ୍ଥିତି ରେ ଉନ୍ନତି ଆଣିବା ପାଇଁ ଟ୍ରେନ ବସ ଇତ୍ୟାଦି ଚଳା ଚଳ ଆରମ୍ଭ ହୋଇଥିଲା। ତେବେ ଶିକ୍ଷା କ୍ଷେତ୍ର ରେ ପରିବର୍ତ୍ତନ ପାଇଁ ସରକାର ପରବର୍ତ୍ତୀ ସମୟ ରେ ପରିବର୍ତ୍ତନ କରାଇଥିଲେ। ତେବେ ସେହି ସମ୍ପର୍କ ରେ କିଛି ଖାସ୍ ଖବର ଆପଣ ଙ୍କ ସାମ୍ନା କୁ ନେଇ ଆସିଛୁ।

ଓଡ଼ିଶା ର ମୁଖ୍ୟମନ୍ତ୍ରୀ କିଛି ଦିନ ହେବ ଶିକ୍ଷା କ୍ଷେତ୍ର ପାଇଁ କିଛି ନିୟମ ନେଇଛନ୍ତି। ତେବେ ଗତ ଜାନଆରୀ ମାସ ୮ ତାରିଖ ରୁ କେବଳ ମ୍ୟାଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବା ପାଇଁ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ।ଦେଶ ରେ ଘୋର ଅଭାବ ଯୋଗୁ କିଛି ପିଲା ମାନେ ସ୍କୁଲ ଫି ଦେଇ ପାରିବେ ନାହିଁ। ଏହି ସବୁ କୁ ଆଖି ଆଗରେ ପିଲାମାନେ ଫି ଦେବେ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇଛି।

ମ୍ୟାଟ୍ରିକ ପରୀକ୍ଷା ପାଇଁ ୪୨୦ ଟଙ୍କା ଆବଶ୍ୟକ ଥାଏ। ତେବେ ଆର୍ଥିକ ସ୍ଥିଥି କୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫି ଛାଡ କରିବା ପାଇଁ ଘୋଷଣା କରିଛନ୍ତି। ଛାତ୍ର ସମାଜ ର ବୃହତ୍ତର ସ୍ବାର୍ଥ କୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି। ତେବେ ପରୀକ୍ଷା ପାଇଁ ପ୍ରତେକ ପିଲା ଙ୍କୁ ୪୨୦ ଟଙ୍କା ଦେବା ପାଇଁ ପଡ଼ିଥାଏ। ବର୍ତ୍ତମାନ ରାଜ୍ୟ ସରକାର ୨୭ କୋଟି ଟଙ୍କାର ବ୍ୟୟ ଭାର ବହନ କରିବେ।

କରୋନା ମହାମାରୀ ପାରିପେଖି ରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଗତ ନଅ ମାସ ସ୍କୁଲ୍ ବନ୍ଦ ରହିଥିଲା । ପରେ ସରକାରଙ୍କ ନିୟମ ଅନୁଯାୟୀ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ମାନେ ବିଦ୍ୟାଳୟ ଆସିପାରିବେ। କଭିଡ୍ ନିୟମ କୁ ପାଳନ କରି ଜାନୁଆରୀ ମାସ ୮ ତାରିଖ ରୁ ବିଦ୍ୟାଳୟ ଖୋଲା ଯାଇଛି।ପିଲା ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା କଥା। ପାଠ୍ୟ ଖସଡ଼ା ରେ ଥିବା ବିଭିନ୍ନ ବିଷୟ ରେ ସଂଦେହ ଦୂର କରିବା ପାଇଁ ସ୍କୁଲ ଖୋଲା ଯାଇ କ୍ଲାସ୍ କରା ଯାଉଛି।

କରୋନା ଯୋଗୁ ବହୁ ଜୀବନ ଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଅର୍ଥ ଅଭାବରୁ କୌଣସି ପିଲା ପରୀକ୍ଷା ଦେବା ରୁ ବଞ୍ଚିତ ହେବେ ନାହିଁ। ଅନ୍ୟ ଉପାୟରେ ଘର ଘର ପ୍ରତି ରେସନ୍ ସାମଗ୍ରୀ ମଧ୍ୟ ଫ୍ରୀ ରେ ଘରେ ଘରେ ଯୋଗ ଯାଇଛି। ତେବେ ବର୍ତ୍ତମାନ ମହାମାରୀ ର ଥାୟିତାନ୍ ଘଟିନାହିଁ। ତଥାପି ସରକାର ଆବଶ୍ୟକ ସ୍ଥଳ ରେ କୋହଳ କରି ଦେଶର ଆର୍ଥିକ ସ୍ତିଥି କୁ ସମ୍ବଳ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।