ଜରୁରୀ ଖବର ! ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଦ୍ରୁତ ଗତିରେ ଯାଉଥିବା ବେଳେ ଟ୍ରକ୍‌କୁ‌ ପିଟିଲା କାର୍‌, ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ….

0

ଆପଣ ମାନେ ଆମ ଭାରତ ର ଟେନିସ ତାରକା ସାନିଆ ମିର୍ଜା ଙ୍କ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ। ସାନିଆ ମୁର୍ଜା ପାକିସ୍ତାନ ର ଷ୍ଟାର କ୍ରିକେଟର ସହିବ ମଲିକ ଙ୍କୁ ବିବାହ କରିଥିଲେ। ତେବେ ବର୍ତାମାନ ସମୟ ରେ ସବୁଠାରୁ ବଡ ଖବର ହେଉଛି କି ସାନିଆ ମିର୍ଜା ଙ୍କ ର ସ୍ୱାମୀ ସହିବ ମଲିକ ଏକ କାର ଦୁର୍ଘଟଣା ର ସମ୍ମୁଖୀନ ହୋଇ ଛନ୍ତି। ଯାହାକି ଏବେ ଏକ ବଡ ଖବର ପାଲଟି ଯାଇଛି।

ଏହି ଘଟଣାଟି ପାକିସ୍ତାନ ରେ ଘଟିଛି ବୋଲି ଜଣା ପଡ଼ିଛି। ସହିବ ଏକ କାର ରେସିଙ୍ଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ରବିବାର ଦିନ ସନ୍ଧ୍ୟାରେ ରାସ୍ତା କଡରେ ଏକ ଛିଡା ହେଇଥିବା ଟ୍ରକ କୁ ସହିବ ମାଲିକ ଙ୍କ ସ୍ପୋର୍ଟ କାର ଯାଇ ସିଧା ସଳଖ ତାଙ୍କର କାର କୁ ଧୋକା ଦେଇ ଥିଲା ଯାହା ଫଳରେ ତାଙ୍କର କାର କ୍ଷତି ଗ୍ରସ୍ତ ହୋଇ ଥିଲା। ଏବଂ ସେ ମଧ୍ୟ ଗୁରୁତର ଆହତ ହୋଇ ନାହାନ୍ତି ବୋଲି ଜଣା ପଡ଼ିଛି।

ଏହି ବିଷୟରେ ସହିବ ନିଜେ ଟ୍ୱିଟ କରି ଜଣାଇ ଛନ୍ତି। ସେ କହିଛନ୍ତି କି ତାଙ୍କର କାର ଟି ସମ୍ପୂର୍ଣ କ୍ଷତି ଗ୍ରସ୍ତ ହୋଇ ଯାଇଛି। ତାଙ୍କର ଯଦିଓ କିଛି ହୋଇ ନାହିଁ କିନ୍ତୁ ସେ ଅଳ୍ପ କେ ଏକ ବଡ ବିପଦ ରୁ ବର୍ତୀ ଯାଇଥିବା କଥା ସ୍ଵୀକାର କରିଛନ୍ତି।

କାର ଟିର ଅଧିକାଂଶ ଅଂଶ କ୍ଷତି ଗ୍ରସ୍ତ ହୋଇ ହିବାର ଜଣା ପଡ଼ିଛି। ଏହା ସହ ଦୁର୍ଘଟଣା ର ସମ୍ପୂର୍ଣ୍ଣ ଖବର ଏବେ ପାକିସ୍ତାନୀ ମିଡ଼ିଆ ରେ ଦେଖିବାକୁ ମିଳିଛି। ଏଥିରେ ଦୁର୍ଘଟଣା ର କାରଣ ଦର୍ଶାଇ କୁହା ଯାଇଛି କି କାର ରେସିଙ୍ଗ କରୁଥିବା ସମୟ ରେ ସହିବ ଙ୍କ ର କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯୋଉ ଥି ପାଇଁ ତାଙ୍କର କାର ଟି କ୍ଷତି ଗ୍ରସ୍ତ ହୋଇଛି। ଏହା ସହ ତାଙ୍କର କୌଣସି କ୍ଷତି ହୋଇ ନଥିବା ମଧ୍ୟ ଜଣା ପଡିଛି।


ତେବେ ଏକ ଇଭେଣ୍ଟ ରୁ ଯୋଗ ଦେଇ ଘରକୁ ଫେରିବା ସମୟ ରେ ଏହି ଦୁର୍ଘଟଣା ହୋଇଛି। ଏହି ଇଭେଣ୍ଟ ରୁ ଯୋଗ ଦେଇ ପାକିସ୍ତାନୀ କ୍ରିକେଟର ସହିବ ମାଲିକ ଓ ବୁହାଵ ରିଆଜ ନିଜ ନିଜ କାର ରେ ଫେରୁଥିବା ସମୟରେ ସେମାନେ ରେସିଙ୍ଗ କରିଥିଲେ। ଏହି ରେସିଙ୍ଗ କରିବା ସମୟ ରେ ସହିବ ଙ୍କ ର କାର ଯାଇ ରାସ୍ତା କଡ ରେ ଛଡା ହେଇଥିବା ଏକ ଟ୍ରକ କୁ ଧୋକା ଦେଇଥିଲା ଯାହା ଫଳରେ ସହିବ ଙ୍କ ର କାର ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା। ଓ ତାଙ୍କର କାର ଟି କ୍ଷତି ଗ୍ରସ୍ତ ହୋଇ ଥିଲା। କନ୍ତୁ ସୌଭାଗ୍ୟ ବସତ ସହିବ ମଳିଙ୍କ ର ବିଶେଷ କିଛି କ୍ଷତି ହୋଇ ନଥିଲା। ଓ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।