ଦେଖନ୍ତୁ Live ଭିଡିଓ ଭାଇରାଲ ହେଲା ଆଦିତ୍ୟଙ୍କ ମା ଏତେଦିନ ପରେ ଖୋଲିଲେ ସମସ୍ତ ଗୁମର ଭିଡିଓ ଟି ଦେଖିଲେ କହିବେ କ’ଣ ସତରେ

0

ତେବେ ସାରା ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟି ଥିବା ଆଦିତ୍ୟ୍ ଦାସ ଙ୍କ ମୃତ୍ୟୁ ମାମଲା। ତେବେ ଏହି ଘଟଣା ଟି ସମ୍ପୁର୍ଣ୍ଣରୂେପ ରହସ୍ୟ୍ ମୟ ହୋଇ ରହିଛି। ତେବେ ଏହା କୁ ନେଇ ପୋଲିସ ଯେତେ ତଦନ୍ତ କରୁଛି। ସେହି ଘଟଣା ଟି ରୁ ଅନେକ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସିଛି। ତେବେ ଏହି ଘଟଣା ଟି ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି,ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମିଳି ନାହିଁ। ତେବେ ସମାଜ ସେବି ଆଦିତ୍ୟ ଦାସ ଙ୍କ ମୃତ୍ୟୁ ଗୋଟେ ରହସ୍ୟମୟ ମୃତ୍ୟୁ ବୋଲି ଏବେ ସବୁ ଆଡେ ଚର୍ଚ୍ଚା ହେଉଛି। ମୃତ୍ୟୁ କୁ ଏତେ ମାସ ହେଇଯାଇ ଥିଲେ ମଧ୍ୟ ଏହାର ଆସାମୀ କିଏ ଜଣା ପଡି ପାରୁନାହିଁ।

ଆଦିତ୍ୟ ଜଣେ ଭଲ ମଣିଷ ଥିଲେ। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କର ଗୋଟିଏ ବୃଦ୍ଧା ଆଶ୍ରମ ରହିଛି। ଯେଉଁଠି ସେ ତାଙ୍କ ବାପା ମା ଭଳି ଅନେକ ବୁଢା ବୁଢ଼ୀ ମାନଂକୁ ଆଶ୍ରୟ ଦେଇଛନ୍ତି ଓ ସେମାଙ୍କର ସେବା ମଧ୍ୟ କରନ୍ତି।

ଆଦିତ୍ୟ ତାଙ୍କ ଭଲ କାମ ପାଇଁ ସବୁ ବେଳେ ଚର୍ଚ୍ଚା କୁ ଆସନ୍ତି। ତେବେ ଆଦିତ୍ୟ ଚିନ୍ମୟୀ ଙ୍କୁ ବିବାହ କରିବେ ବୋଲି କଥା ଦେଇ ଥିଲେ। ଏବଂ ତାଙ୍କୁ କିଛି ବର୍ଷ ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ଏମିତି କଣ ଘଟଣା ଘଟି ଥିଲା , ଯାହା ଦ୍ୱାରା ଆଦିତ୍ୟ ନିଜ କଥା କୁ ରଖି ନପାରି ସେ କେନ୍ଦ୍ରାପଡା ଠାରେ ବିଦ୍ୟାସ୍ରି ଙ୍କୁ ବିବାହ କରି ଥିଲେ। ତେବେ କଣ ହୋଇଥିଲା ଯାହା ଦ୍ୱାରା ଆଦିତ୍ୟ ଚିନ୍ମୟୀ ଙ୍କୁ ବିବାହ କରି ନଥିଲେ।

ତେବେ ରହି ପ୍ରଶ୍ନ ର ଉତ୍ତର ଏବେ ଚିନ୍ମୟୀ ସହ ସମସ୍ତେ ଜାଣିବାକୁ ଚାଁହୁ ଛନ୍ତି। ତେବେ ଆଦିତ୍ୟ ଙ୍କର ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ଏତେ ଯାଏ ଜଣା ପଡି ନାହିଁ। ଏମିତି ଅନେକ ତଥ୍ୟ ସାମ୍ନା କୁ ଆସିଛି। ଚିନ୍ମୟୀ ଙ୍କର ଧମକ ଦେଉ ଥିବା ଭିଡିଓ ମଧ୍ୟ ବହୁ ମାତ୍ରା ରେ ଭାଇରାଲ ହୋଇଥିଲା। ତେବେ କଣ ରହିଛି ଏହି ଘଟଣା ପଛରେ ଅସଲ ରହସ୍ୟ।

ତେବେ ଏବେ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହେବାରେ ଲାଗିଛି , ତେବେ ସେହି ଭିଡିଓ ରେ ଆଦିତ୍ୟ ମାନଂକୁ ଦେଖିବକୁ ମିଳିଛି । ତେବେ ଆଦିତ୍ୟ ଙ୍କ ମୃତ୍ୟୁ ଙ୍କୁ ନେଇ ଅନେକ ତଥ୍ୟ ସବୁ ଆଗକୁ ଆସି ଥିଲା। ତେବେ ଶୁଣିବାକୁ ମିଳି ଥିଲା କି ଆଦିତ୍ୟ ଙ୍କର ବାପା ଓ ମା ଙ୍କୁ ଡରେଇ ଧମକେଇ କି ରଖା ଯାଇଛି,କିନ୍ତୁ ଏହା ମିଛ କଥା ବୋଲି ତାଙ୍କ ମା ଭିଡିଓ ମାଧ୍ୟମ ରେ କହିଛନ୍ତି। ତେବେ ଜୁଲାଇ ୧୬ ରେ ଆଦିତ୍ୟ ଙ୍କର ମୁର୍ତ୍ୟୁ ପରେ ପୋଲିସ ନିଜ କାମ ରେ ଅନେକ ଭୁଲ କରି ଥିଲା ,

ଆଉ ଯାହା ପାଇଁ ଆଜି ଯାଏ ଆଦିତ୍ୟ ଙ୍କର ମୃତ୍ୟୁ ର ଆସାମୀ କିଏ ଜଣା ପଡି ପାରୁ ନାହିଁ, ତେବେ ଏବେ ୪ ଜଣା ସାକ୍ଷୀ ଧାରା ପଡିଛନ୍ତି। ତେବେ ତାଙ୍କ ମା ଙ୍କ କହିବା ଅନୁଯାୟୀ ସେହି ୪ ଜଣା ସାକ୍ଷୀ ଙ୍କର ପଲିଗ୍ରାଫି ଟେଷ୍ଟ ହେଉ ,ତା ପରେ ସମସ୍ତ ତଥ୍ୟ ଜଣା ପଡିବ ବୋଲି କହିଛନ୍ତି ଆଦିତ୍ୟ ଙ୍କ ମା । ତେବେ ସେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି କି ଆଦିତ୍ୟ ଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଲଢ଼ନ୍ତୁ ।

ସମସ୍ତେ ହାତ ଧାରା ଧରି ହୋଇ ଆଗକୁ ଆଗେଇ ଆସନ୍ତୁ,ଆଉ ଆଦିତ୍ୟ ଙ୍କ ଆସାମୀ କୁ ଧରିବା ରେ ସାହାଯ୍ୟ କରୁନ୍ତୁ। ତେବେ ଏହା ତାଙ୍କର ମା ଙ୍କର ଅନୁରୋଧ ରହିଛି।ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।