Vastu Tips – ସ୍ତ୍ରୀ ସିନ୍ଦୁର ଲଗେଇବା ସମୟରେ କୁହନ୍ତୁ ଏହି ମନ୍ତ୍ର ସ୍ବାମୀଙ୍କ ଭାଗ୍ୟ ବଦଳିଯିବ ହେବ ଧନର ବର୍ଷା

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ ।

ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ । ବିବାହ ପରେ ଗୋଟିଏ ଝିଅ ପାଇଁ ତାର ମଥା ର ସିନ୍ଦୂର ତା ପାଇଁ ସବୁକିଛି ହୋଇଥାଏ। ତେବେ ବହୁତ ସମୟରେ ନାରୀ ମାନେ ଭୁଲ ଧରଣରେ ମଥାରେ ସିନ୍ଦୁର ଲଗେଇ ନିଜର ସ୍ୱାମୀ ର ଜୀବନକୁ ବିପଦରେ ପକେଇଥାନ୍ତି ।

ଆମର ଶାସ୍ତ୍ର ଅନୁସାରେ , ଜଣେ ବିବାହିତ ନାରୀର ସଙ୍କେତ ହୋଇଥାଏ ସିନ୍ଦୁର ।ଯେତେବେଳେ ଜଣେ ନାରୀ ନିଜ ମୁଣ୍ଡରେ ସିନ୍ଦୁର ଲଗେଇଥାଏ ସେତେବେଳେ ସେ ତାର ସ୍ଵାମୀ ର ଶୁଭ କାମନା କରିଥାଏ । ସିନ୍ଦୁର ଏକ ପ୍ରକାରର ବିଷ ହୋଇଥାଏ । କିନ୍ତୁ ଜଣେ ନାରୀ ଏହି ବିଷ କୁ ନିଜ ମୁଣ୍ଡରେ ଲଗେଇଥାଏ ଆଉ ନିଜର ଆୟୁଷ କମେଇଥାଏ ତା ସହ ନିଜ ସ୍ଵାମୀ ର ଆୟୁଷ କୁ ବୃଦ୍ଧି କରାଇଥାଏ । ଯାହା ଫଳରେ ସେ ସ୍ୱାମୀଙ୍କ ଆଗରୁ ଶଧବା ବେଶରେ ସ୍ୱର୍ଗବାସ କରିଥାଏ ।

କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କେତେକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ୱାରା ଆପଣ ନିଜର ସ୍ୱାମୀ ର ଆୟୁଷ ବୃଦ୍ଧି କରିବା ସହ ଘରେ ଧନ ସମ୍ପତ୍ତି ର ଅଭାବ ହୋଇନଥାଏ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

୧.ଗୋଟିଏ ପାନ ପତ୍ର ରେ ଅଳ୍ପ ଟିକେ ସିନ୍ଦୂର ଓ ଫତିକ ଲଗାଇ ତାହାକୁ ବୁଧବାର ଦିନ ସକାଳେ ବା। ସନ୍ଧ୍ୟା ସମୟରେ ଏକ ଅସ୍ତ ଗଛ ତଳେ ରଖିଦେଇ ପଳେଇ ଆସନ୍ତୁ। ଧ୍ୟାନ ରଖିବେ ଯେପରି ଆସିବା ସମୟରେ ଆପଣ ପଛକୁ ଦେଖିବେ ନାହିଁ ।ଏହିପରି ୩ଟି ବୁଧବାର କରିବା ଦ୍ବାରା ଘରେ ଧନ ସମ୍ପତ୍ତି ଆସିଥାଏ।
୨.ଦ୍ଵିତୀୟ ରେ ଘରର ମୁଖ୍ୟ ଦ୍ବାର ରେ ସିନ୍ଦୂର ସହ ତେଲ ମିଶାଇ ଘର ଆଗରେ ଏକ ସ୍ୱସ୍ତିକ ଚିହ୍ନ ବନେଇଦିଅନ୍ତୁ ।ଏପରି କରିବା ଦ୍ବାରା ଘର ଉପରେ କୌଣସି ନକରାତ୍ମକ ପ୍ରଭାବ ପଡିନଥାଏ ।ଏବଂ ସ୍ୱାମୀ ଙ୍କୁ ସଫଳତା ମିଳିବା ସହ ଘରେ କୌଣସି ଅଭାଵ ଦେଖାଯାଏ ନାହିଁ ।

୩.ଯଦି ଆପଣଙ୍କ ଘରେ ଧନ ର ସମସ୍ୟା ରହିଛି ତାହଲେ ଗୋଟିଏ ନଡ଼ିଆ ରେ ସିନ୍ଦୂର ଲଗାଇ ତାହାକୁ ଏକ ଲାଲ କପଡା ରେ ବାନ୍ଧି ଏକ ସୁରକ୍ଷିତ ସ୍ଥାନରେ ରଖି ମା ଲକ୍ଷ୍ମୀ ଙ୍କର ଆରାଧନା କରନ୍ତୁ। ଘରେ ଧନ ସମସ୍ୟା ଦୂର ହୋଇଯିବ ।
୪.ମହିଳା ମାନେ ସିନ୍ଦୂର ଲଗେଇବା ସମୟରେ ଯଦି ସ୍ୱାମୀ ଙ୍କୁ ଧ୍ୟାନ ରେ ରଖି ଏହି ମନ୍ତ୍ର ଟୀକୁ ଜୋପ କରନ୍ତି ।ତେବେ ସ୍ୱାମୀ ଙ୍କର ଆୟୁଷ ବଢିବା ସହ ଘରେ ଧନ ପ୍ରାପ୍ତି ହେବ ।ମନ୍ତ୍ର ଟି ହେଉଛି

“ଓଁ ଶ୍ରୀ ତ୍ରିଭୁଜନ ମହାଲକ୍ଷ୍ମୀ ଆକ୍ସମନ ଦାରିଦ୍ର୍ୟ ନାସି ପ୍ରଚୁର ଧନ ଦେହିଂ ” । ଏହାକୁ ପ୍ରତିଦିନ ଜୋପ କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।